Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ଏଫ୍ଆଇଏଚ୍ ହକି ପ୍ରୋ ଲିଗ୍: ବିଜୟରୁ ଭାରତର ଅଭିଯାନ
ଭୁବନେଶ୍ବର: ଏଫ୍ଆଇଏଚ୍ ହକି ପ୍ରୋ ଲିଗ୍ ଶୁକ୍ରବାରଠୁ କଳିଙ୍ଗ ଷ୍ଟାଡିୟମସ୍ଥିତ ହକି କମ୍ପ୍ଲେକ୍ସଠାରେ ଆରମ୍ଭ ହୋଇଛି। ଉତ୍କଣ୍ଠାପୂର୍ଣ୍ଣ ଉଦ୍ଘାଟନୀ ମୁକାବିଲାରେ ଭାରତ ୪-୩ ଗୋଲ୍ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ବିଜୟରୁ ପ୍ରୋ ଲିଗ୍ ଅଭିଯାନ ଆରମ୍ଭ କରିଛି। ଭାରତ ପକ୍ଷରୁ ମନଦୀପ…
ଆଜି ଭାରତ-ନେଦରଲାଣ୍ଡ୍ସ ମୁହାଁମୁହିଁ
ସିଡ୍ନି: ପାକିସ୍ତାନ ବିପକ୍ଷ ଉତ୍କଣ୍ଠାପୂର୍ଣ୍ଣ ବିଜୟ ପରେ ଭାରତୀୟ ଦଳ ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଗୁରୁବାର ନେଦରଲାଣ୍ଡ୍ସକୁ ଭେଟିବ। ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ମୁକାବିଲା ପୂର୍ବରୁ ନେଦରଲାଣ୍ଡ୍ସ ବିପକ୍ଷରେ ବିଜୟ ଧାରା ଅବ୍ୟାହତ ରଖିବା ଲକ୍ଷ୍ୟରେ ରହିଛି ରୋହିତ ସେନା।…
ଭୁବନେଶ୍ବରରେ ଫିଫା ଯୁୁବା ବିଶ୍ବକପ୍ ଉଦ୍ଘାଟିତ: ବ୍ରାଜିଲ୍ ବିଜୟରୁ କଳିଙ୍ଗ ଅଭିଯାନ
ଭୁବନେଶ୍ବର: ମନ୍ଦିରମାଳିନୀ ସହର ଭୁବନେଶ୍ବରରେ ଆଜିଠାରୁ ଆରମ୍ଭ ହୋଇଛି ସୁନ୍ଦରତମ ଖେଳର ସୁନ୍ଦରୀ ଯୁବାଙ୍କ ଫିଫା ବିଶ୍ବକପ୍। ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ବକପ୍ର ସପ୍ତମ ସଂସ୍କରଣ ପ୍ରଥମ ଥର ଭାରତରେ ଖେଳାଯାଉଥିବା ବେଳେ ଓଡ଼ିଶା ହୋଇଛି ଅନ୍ୟତମ ଆୟୋଜକ। ମୁଖ୍ୟମନ୍ତ୍ରୀ ନବୀନ…
ଭାରତ ବିପକ୍ଷରେ ଆମେରିକା ୮-୦ରେ ବିଜୟୀ
ଭୁବନେଶ୍ବର: ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ବକପ ଉଉଦ୍ଘାଟନୀ ଅବସରରେ ଆୟୋଜିତ ପ୍ରଥମ ମ୍ୟାଚରେ ମରକୋକୁ ବ୍ରାଜିଲ ୧-୦ ଗୋଲ୍ରେ ପରାସ୍ତ କରିଛି। ଦ୍ବିତୀୟ ମ୍ୟାଚରେ ଆମେରିକା ଠାରୁ ଭାରତ ୮-୦ ଗୋଲ୍ରେ ପରାସ୍ତ ହୋଇଛି। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ମୁଖ୍ୟମନ୍ତ୍ରୀ…
ପ୍ରଥମ ଦିନିକିଆ: ଭାରତକୁ ୯ ରନରେ ପରାସ୍ତ କଲା ଦକ୍ଷିଣ ଆଫ୍ରିକା
ଲକ୍ଷ୍ନୌ : ଲକ୍ଷ୍ନୌଠାରେ ଖେଳାଯାଉଥିବା ପ୍ରଥମ ଦିନିକିଆ ମ୍ୟାଚରେ ଭାରତକୁ ୯ ରନରେ ପରାସ୍ତ କଲା ଦକ୍ଷିଣ ଆଫ୍ରିକା । ଦ୍ବିତୀୟ ପାଳିରେ ଭାରତ ୨୫୦ ରନ୍ର ଲକ୍ଷ୍ୟକୁ ପିଛା କରି ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୨୪୦ ରନ୍ କରି ପରାସ୍ତ ହୋଇଛି । ଭାରତ ପକ୍ଷରୁ ସଞ୍ଜୁ ସାମସନ୍ଙ୍କ ଲଢୁ୍ଆ…
ଟି-୨୦ ବିଶ୍ୱକପ ଜିତିଲେ ମିଳିବ କେତେ ଟଙ୍କା? ଘୋଷଣା କଲା ଆଇସିସି
ମେଲବର୍ଣ୍ଣ: ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପ ପୂର୍ବରୁ ପୁରସ୍କାର ରାଶି ଘୋଷଣା କରିଛି ଆଇସିସି। ବିଜୟୀ ଦଳ ଠାରୁ ଆରମ୍ଭ କରି ରନର୍ସଅପ ଓ ଅନ୍ୟ ଦଳଗୁଡ଼ିକ କେତେ ଟଙ୍କା ଲେଖାଏ ପାଇବେ, ତା’ର ତାଲିକା ଆଇସିସି ଜାରି କରିଛି। ଅକ୍ଟୋବର ୧୬ ତାରିଖ ଆରମ୍ଭ ହେବାକୁ ଥିବା ଟି-୨୦…
କୋହଲି-ରୋହିତଙ୍କ ଭିଡିଓ ଭାଇରାଲ୍
ନୂଆଦିଲ୍ଲୀ: ଭାରତ ରବିବାର ହାଇଦ୍ରାବାଦରେ ତୃତୀୟ ତଥା ଶେଷ ଟ୍ବେଣ୍ଟି-୨୦ରେ ଅଷ୍ଟ୍ରେଲିଆକୁ ୬ ୱିକେଟ୍ରେ ହରାଇ ଶୃଙ୍ଖଳା ୨-୧ରେ କବ୍ଜା କରିଥିଲା। ଶୃଙ୍ଖଳାର ଏହି ନିର୍ଣ୍ଣାୟକ ମ୍ୟାଚ୍ରେ ଭାରତ ସମ୍ମୁଖରେ ୧୮୭ ରନ୍ର ବିଜୟ ଲକ୍ଷ୍ୟ ଥିଲା। ଡାନିଏଲ୍ ସାମ୍ସଙ୍କୁ ପାଣ୍ଡ୍ୟା ଚୌକା ମାରି…
ପଶ୍ଚିମାଞ୍ଚଳ ଜିତିଲା ଦଲିପ ଟ୍ରଫି: ଦକ୍ଷିଣାଞ୍ଚଳକୁ ୨୯୪ ରନ୍ରେ ହରାଇଲା
କୋଏମ୍ବାଟୁର: ଆଜିଙ୍କ୍ୟ ରାହାଣେଙ୍କ ନେତୃତ୍ବରେ ପଶ୍ଚିମାଞ୍ଚଳ ଦଳ ଚଳିତ ବର୍ଷର ଦଲିପ ଟ୍ରଫି ବିଜେତା ହୋଇଛି। ଫାଇନାଲ୍ର ପଞ୍ଚମ ତଥା ଅନ୍ତିମ ଦିବସରେ ଏହି ଦଳ ଦକ୍ଷିଣାଞ୍ଚଳକୁ ୨୯୪ ରନ୍ରେ ପରାସ୍ତ କରି ଟ୍ରଫି ଜିତିନେଇଛି। ୫୨୯ ରନ୍ର ବିଜୟ ଲକ୍ଷ୍ୟ ପିଛା କରିଥିବା ଦକ୍ଷିଣାଞ୍ଚଳର…
ଭାରତର କଙ୍ଗାରୁ ଶିକାର: ଅଷ୍ଟ୍ରେଲିଆ ୬ ୱିକେଟ୍ରେ ପରାସ୍ତ, ଭାରତ ୨-୧ରେ ବିଜୟୀ
ହାଇଦ୍ରାବାଦ : ଅଷ୍ଟ୍ରେଲିଆ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଭାରତ ୨-୧ରେ ଜିତି ବିଶ୍ବକପ୍ ପୂର୍ବରୁ ଆତ୍ମବିଶ୍ବାସ ଅର୍ଜନ କରିଛି। ରବିବାର ତୃତୀୟ ମ୍ୟାଚ୍ରେ ଅକ୍ଷର ପଟେଲଙ୍କ ଚମତ୍କାର ବୋଲିଂ (୩/୩୩) ପରେ ବିରାଟ କୋହଲି (୬୩), ସୂର୍ଯ୍ୟକୁମାର ଯାଦବ (୬୯)ଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ…
IPLକୁ ଅଲବିଦା କହିବେ ମାହି! ଆସନ୍ତାକାଲି କରିବେ ବଡ଼ ଘୋଷଣା
ନୂଆଦିଲ୍ଲୀ: ସେପ୍ଟେମ୍ବର ୨୫ରେ ପୂର୍ବତନ ଭାରତୀୟ ବିଶ୍ୱବିଜୟୀ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଏକ ବଡ଼ ଘୋଷଣା କରିବାକୁ ଯାଉଛନ୍ତି । ଏନେଇ ମାହି ନିଜ ଫୋସବୁକରେ ଏକ ପୋଷ୍ଟ କରିଛନ୍ତି । ତେବେ ଏହି ପୋଷ୍ଟକୁ ନେଇ ଏବେ କ୍ରୀଡ଼ାପ୍ରେମୀ ଓ ମାହିଙ୍କ ଲକ୍ଷ ଲକ୍ଷ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସୁକତା…