Browsing Category

ଖେଳ

୩୦ ତାରିଖ ସୁଦ୍ଧା ନିର୍ମାଣାଧୀନ ବୀର୍ସା ମୁଣ୍ଡା ହକି ଷ୍ଟାଡିୟମର କାମ ସରିବ: ମୁଖ୍ୟ ଶାସନ ସଚିବ

ରାଉରକେଲା: ୨୦୨୩ରେ ରାଉରକେଲାରେ ଅନୁଷ୍ଠିତ ହେବାକୁ ଯାଉଛି ହକି ମହାକୁମ୍ଭ ପୁରୁଷ ହକି ବିଶ୍ୱକପ। ଏହା ପୂର୍ବରୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ କ୍ରୀଡ଼ା ସଚିବ ଭିନିଲ କ୍ରୀଷ୍ଣା ଆଜି ରାଉରକେଲା ଗସ୍ତରେ ଆସିଛନ୍ତି। ଏକ ସ୍ବତନ୍ତ୍ର ବିମାନ ଯୋଗେ ସକାଳ ୧୦ଟା ୪୮ ମିନିଟ ସମୟରେ…

ଗୋଡ ଭାଙ୍ଗିଯାଇଥିଲେ ବି ଶାହିନଙ୍କୁ ଦୌଡ଼ିବାର ଥିଲା‌: ଶୋଏବ ଅଖତର

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୨ର ଫାଇନାଲରେ ପାକିସ୍ତାନର ପରାଜୟ ପରେ ଏବେ ପାକିସ୍ତାନୀ ଖେଳାଳିଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ପାକିସ୍ତାନ ବିଶ୍ବକପ ଜିତିବ ବୋଲି ଆଶା କରିଥିବା ପାକିସ୍ତାନବାସୀଙ୍କ ଆଶା ମଉଳି ଯାଇଛି। ପରାଜୟ ପରେ ଖେଳାଳିଙ୍କୁ ସୋସିଆଲ ମିଡିଆରେ କିଛି ଲୋକ…

ଯୁଗଳ ଫଟୋ ସହ ପତ୍ନୀ ସାନିଆଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇ ସମାଲୋଚକଙ୍କ ମୁହଁ ବନ୍ଦ କଲେ ସୋଏବ

ଇସ୍‌ଲାମ୍‌ବାଦ: ଛାଡ଼ପତ୍ର ଖବର ପ୍ରକାଶ ‌ଚାଲିଥିବା ବେଳେ ପତ୍ନୀ ସାନିଆ ମିର୍ଜାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇ ଚର୍ଚ୍ଚିତ ପାଲଟିଛନ୍ତି ସୋଏବ ମଲ୍ଲିକ। ସୋଏବ ଏକ ସୋସିଆଲ୍‌ ମିଡିଆ ପୋଷ୍ଟ୍‌ ଜରିଆରେ ସାନିଆଙ୍କୁ ଶୁଭେଚ୍ଛା ଜଣାଇବା ପରେ ଲୋକ‌େ ସେମାନଙ୍କ ଛାଡ଼ପତ୍ର ଖବରକୁ ଅବିଶ୍ବାସ…

ଭାରତୀୟ ମହିଳା ହକି ଦଳର ପ୍ରାଚୀର ଓଡ଼ିଆ ଝିଅ ଦୀପ ଗ୍ରେସ୍ ଏକ୍କା ପାଇବେ ଅର୍ଜୁନ ପୁରସ୍କାର

ଭୁବନେଶ୍ବର/ନୂଆଦିଲ୍ଲୀ : ଭାରତୀୟ ମହିଳା ହକି ଦଳର ପ୍ରାଚୀର ଓଡ଼ିଆ ଝିଅ ଦୀପ ଗ୍ରେସ୍ ଏକ୍କା ପାଇବେ ମର୍ଯ୍ୟାଦାଜନକ କ୍ରୀଡ଼ା ସମ୍ମାନ ଅର୍ଜୁନ ପୁରସ୍କାର। ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ମେଜର ଧ୍ୟାନ ଚାନ୍ଦ ଖେଳରତ୍ନ’ ପୁରସ୍କାର କିନ୍ତୁ ମିଳିବ ଟେବୁଲ ଟେନିସ କିଂବଦନ୍ତି ଅଚନ୍ତ ଶରତ…

‘ଆଇରନ୍‌ମ୍ୟାନ୍‌ ରିଲେ ଚାଲେଞ୍ଚ୍‌’ରେ ୯୦ କିଲୋମିଟର୍‌ ସାଇକେଲ୍‌ ଚଳାଇ ରେକର୍ଡ କଲେ ସାଂସଦ ତେଜସ୍ବୀ ସୂର୍ଯ୍ୟ

ନୂଆଦିଲ୍ଲୀ: ରବିବାର ଦିନ ଗୋଆରେ ୯୦ କିଲୋମିଟର୍‌ ସାଇକେଲ୍‌ ଚଳାଇ ‘ଆଇରନ୍‌ମ୍ୟାନ୍‌ ରିଲେ ଚାଲେଞ୍ଜ୍‌’ ସମ୍ପୂର୍ଣ୍ଣ କରି ବେଙ୍ଗାଲୁରୁ ସାଉଥ୍‌ ନିର୍ବାଚନ ମଣ୍ଡଳୀର ‘ବିଜେପି’ ସାଂସଦ ତେଜସ୍ବୀ ସୂର୍ଯ୍ୟ ରେକର୍ଡ ବୁକ୍ସ୍‌ରେ ସ୍ଥାନିତ ହୋଇଛନ୍ତି। ଏହି ଗୌରବ ଅର୍ଜନ କରିବାରେ ସେ…

ଟି-୨୦ ବିଶ୍ବକପ୍‌ ଫାଇନାଲ୍‌: ଟସ୍‌ ଜିଣି ପାକିସ୍ତାନ ବିପକ୍ଷରେ ବୋଲିଙ୍ଗ୍‌ କରୁଛି ଇଂଲଣ୍ଡ୍‌

ମେଲ୍‌ବର୍ଣ୍ଣ: ଆଜି ଅଷ୍ଟ୍ରେଲିଆର ମେଲ୍‌ବର୍ଣ୍ଣ କ୍ରି‌କେଟ୍‌ ଗ୍ରାଉଣ୍ଡ୍‌ରେ ଆୟୋଜିତ ‘ଟି-୨୦ ବିଶ୍ବକପ୍‌’ ଫାଇନାଲ୍‌ରେ ଟସ୍‌ ଜିଣିବା ପରେ ଇଂଲଣ୍ଡ୍‌ ପ୍ରଥମେ ବୋଲିଙ୍ଗ୍‌ କରୁଛି। ସଦ୍ୟତମ ସୂଚନା ଅନୁସାରେ, ପ୍ରଥମ ଓଭର୍‌ରେ ପାକସ୍ତାନ ୮ ରନ୍‌ କରି ଖେଳୁଛି। ପାକିସ୍ତାନ ତରଫରୁ…

ଆଇସିସି‌ ଟ୍ବେଣ୍ଟି-୨୦ ବିଶ୍ବକପ୍‌: ଇଂଲଣ୍ଡ-ପାକିସ୍ତାନ ଫାଇନାଲ୍‌ ଆଜି

ମେଲବର୍ଣ୍ଣ: ୪ ସପ୍ତାହ ଧରି ଅଷ୍ଟ୍ରେଲିଆରେ ଚାଲିଥିବା ଆଇସିସି‌ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଫାଇନାଲ୍ ମ୍ୟାଚ୍‌ ରବିବାର ଖେଳାଯିବ। ଟ୍ବେଣ୍ଟି-୨୦ ଫର୍ମାଟ୍‌ର ଦୁଇ ବଡ଼ ଦଳ ଇଂଲଣ୍ଡ ଓ ପାକିସ୍ତାନ ପରସ୍ପରକୁ ଭେଟିବେ ଏହି ସ୍ବପ୍ନର ଫାଇନାଲ୍‌ରେ। ଐତିହାସିକ ମେଲବର୍ଣ୍ଣ ଷ୍ଟାଡିୟମ୍‌ ବି…

ଫାଇନାଲ୍‌ ଦିନ ମେଲ୍‌ବର୍ଣ୍ଣରେ ପ୍ରବଳ ବର୍ଷା ଆଶଙ୍କା

ମେଲବର୍ଣ୍ଣ : ‌ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ମେଲବର୍ଣ୍ଣରେ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ। କିନ୍ତୁ ଏହି ମେଗା ଫାଇନାଲ୍‌ ପୂର୍ବରୁ ମ୍ୟାଚ୍‌ ଉପରେ ପ୍ରବଳ ବର୍ଷା ଆଶଙ୍କା ଦେଖାଦେଇଛି। ମ୍ୟାଚ୍‌ ଦିନ ସହିତ ସୋମବାର ସଂରକ୍ଷିତ ଦିନରେ ମଧ୍ୟ ପ୍ରବଳ ବର୍ଷା…

ବିଶ୍ରାମ ନେବେ ରାହୁଲ ଦ୍ରାବିଡ, ନ୍ୟୁଜିଲାଣ୍ଡ ଗସ୍ତରେ ଟିମ୍‌ ଇଣ୍ଡିଆର କୋଚ୍‌ ଦାୟିତ୍ବ ତୁଲାଇବେ ଲକ୍ଷ୍ମଣ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ହେଡ୍‌ କୋଚ୍‌ ରାହୁଲ ଦ୍ରାବିଡ୍‌ ବିଶ୍ରାମ ନେବେ। କାରଣ ଆଗାମୀ ନ୍ୟୁଜିଲାଣ୍ଡ୍‌ରେ ହେବାକୁ ଥିବା ସୀମିତ ଓଭର୍‌ ସିରିଜ୍‌ରେ ଏବେ ତାଙ୍କ ସ୍ଥାନରେ କୋଚ୍‌ ଦାୟିତ୍ବ ତୁଲାଇବେ ନେସ୍‌ନାଲ୍‌ କ୍ରିକେଟ୍‌ ଆକାଡେମୀ ମୁଖ୍ୟ ଭିଭିଏସ୍‌ ଲକ୍ଷ୍ମଣ। ଆପଣ ଜାଣିଥିବେ…

ଟି-୨୦ ବିଶ୍ବକପ୍ : ବାଂଲାଦେଶ ଆଗରେ ୧୮୫ ରନର ବିଜୟ ଲକ୍ଷ୍ୟ ରଖିଲା ଟିମ୍ ଇଣ୍ଡିଆ

ଆଡିଲେଡ୍ : ଆଡିଲେଡ୍ ଓଭାଲଠାରେ ଖେଳାଯାଇଥିବା ଟି-୨୦ ବିଶ୍ବକପର ଏକ ମ୍ୟାଚରେ ବାଂଲାଦେଶ ଆଗରେ ୧୮୫ ରନର ବିଜୟ ଲକ୍ଷ୍ୟ ରଖିଛି ଭାରତ । ଏହି ମ୍ୟାଚରେ ପୁଣି ବିରାଟ କୋହଲି ନିଜ ବ୍ୟାଟିଂ ଚମକ ଦେଖାଇଛନ୍ତି । ଏହି ମ୍ୟାଚରେ ବାଂଲାଦେଶ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି…