Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ବିଶ୍ବକପ୍ ମ୍ୟାଚ୍ରେ ବେଲ୍ଜିୟମ୍ ମୋରୋକୋଠାରୁ ହାରିଯିବାରୁ ବ୍ରସେଲ୍ଜ୍ରେ ଦଙ୍ଗା; ଜଣେ ଗିରଫ, ୧୨ ଅଟକ
ବ୍ରସେଲ୍ଜ୍: କତାର୍ରେ ଚାଲିଥିବା ‘ଫିଫା’ ବିଶ୍ବକପ୍ ଫୁଟ୍ବଲ୍ ମ୍ୟାଚ୍ରେ ବେଲ୍ଜିୟମ୍ ମୋରୋକୋଠାରୁ ହାରିଯିବାରୁ ରାଜଧାନୀ ବ୍ରସେଲ୍ଜ୍ରେ ଲୋକେ ଦଙ୍ଗାଗୋଳ କରି ଗୋଟାଏ କାର୍ ଓ କେତୋଟି ଇଲେକ୍ଟ୍ରିକ୍ କାର୍ ପୋଡ଼ି ପକାଇବାରୁ ରବିବାର ଦିନ ବେଲ୍ଜିୟମ୍ ପୁଲିସ ଜଣଙ୍କୁ…
ପ୍ରଥମ ଦିନିକିଆ : ଲଥାମଙ୍କ ବିସ୍ଫୋରକ ଶତକ, ଭାରତକୁ ୭ ଓ୍ବିକେଟରେ ହରାଇଲା ନ୍ୟୁଜିଲାଣ୍ଡ
ଅକଲାଣ୍ଡ୍ : ଅକଲାଣ୍ଡଠାରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତକୁ ୭ ଓ୍ବିକେଟରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ । ଭାରତ ପକ୍ଷରୁ ୩୦୭ ରନର ବଡ଼ ବିଜୟ ଲକ୍ଷ୍ୟ ରଖାଯାଇଥିଲେ ବି ତାହା ଯଥେଷ୍ଟ ହୋଇନଥିଲା ।
ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି…
ଭାରତ-ନିଉଜିଲାଣ୍ଡ୍ ପ୍ରଥମ ‘ଓଡିଆଇ’: ୫୦ ଓଭର୍ ଖେଳି ୭ ୱିକେଟ୍ ବିନିମୟରେ ୩୦୬ ରନ୍ ସଂଗ୍ରହ କଲା ଭାରତ
ନୂଆଦିଲ୍ଲୀ: ଆଜି ସକାଳେ ଅକ୍ଲାଣ୍ଡ୍ସ୍ଥିତ ଇଡେନ୍ ପାର୍କରେ ନିଉଜିଲାଣ୍ଡ୍ ଏବଂ ଭାରତ ମଧ୍ୟରେ ଆରମ୍ଭ ହୋଇଥିବା ପ୍ରଥମ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଙ୍ଗ୍ କରିଥିବା ଭାରତ ୫୦ ଓଭର୍ ଖେଳି ୭ ୱିକେଟ୍ ବିନିମୟରେ ୩୦୬ ରନ୍ ସଂଗ୍ରହ କରିଛି।
ଓପେନର୍ ଭାବେ ଆସି…
ଘରେ ପହଞ୍ଚି ପୁଅକୁ କାନ୍ଧରେ ନେଇ ସୋସିଆଲ୍ ମିଡିଆରେ ଫଟୋ ପୋଷ୍ଟ୍ କଲେ ପାଣ୍ଡ୍ୟା
ନୂଆଦିଲ୍ଳୀ: କ୍ରିକେଟର୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ଟିମ୍ ଇଣ୍ଡିଆ ଟି-୨୦ ସିରିଜ୍ରେ ନ୍ୟୁଜିଲାଣ୍ଡ୍କୁ ପରାସ୍ତ କରିଛି। ଏବେ ଭାରତୀୟ ଟିମ୍ ଦିନିକିଆ ମ୍ୟାଚ୍ ସିରିଜ୍ରେ କିୱି ଟିମ୍କୁ ମୁକାବିଲା କରିବ। ଦିନିକିଆ ମ୍ୟାଚ୍ ସିରିଜ୍ରେ ଟିମ୍ର ଅଧିନାୟିକତ୍ବ କରିବେ ଶିଖର…
ବର୍ଷା କାରଣରୁ ଅମିମାଂସିତ ରହିଲା ଭାରତ-ନ୍ୟୁଜିଲାଣ୍ଡ ୩ୟ ଟି-୨୦ : ୧-୦ରେ ସିରିଜ ଜିତିଲା ଭାରତ
ନାପିଏର : ନ୍ୟୁଜିଲାଣ୍ଡର ନାପିଏରଠାରେ ଚାଲିଥିବା ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ୩ୟ ଟି-୨୦ ବର୍ଷା କାରଣରୁ ଅମିମାଂସିତଭାବେ ଶେଷ ହୋଇଛି । ଏହା ଫଳରେ ଭାରତ ସିରିଜକୁ ୧-୦ରେ ଜିତି ନେଇଛି ।
ମଙ୍ଗଳବାରର ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି…
ପଏଣ୍ଟ ଭାଗ କଲେ ଆମେରିକା-ୱେଲ୍ସ
ଦୋହା: ଗତ ରୁଷିଆ ସଂସ୍କରଣକୁ ଯୋଗ୍ୟତା ଅର୍ଜନ କରିପାରିନଥିବା ଆମେରିକା ଏଥର କାତାରରେ ଭଲ ଖେଳିଥିଲେ ମଧ୍ୟ ୱେଲ୍ସ ସହ ପଏଣ୍ଟ ଭାଗ କରିଛି। ଅହମ୍ମଦ ବିନ୍ ଅଲ୍ଲୀ ଷ୍ଟାଡିୟମ୍ରେ ଗ୍ରୁପ୍ ବି’ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଉଭୟ ଦଳ ବିଶ୍ବକପ୍ରେ ପ୍ରଥମ ଥର ମୁହାଁମୁହିଁ ହେଉଥିଲେ।…
୨ୟ ଟି-୨୦: ନ୍ୟୁଜିଲାଣ୍ଡକୁ ୬୫ ରନ୍ରେ ପରାସ୍ତ କଲା ଭାରତ, ଦୀପକ ହୁଡ଼ାଙ୍କୁ ମିଳିଲା ୪ ୱିକେଟ୍
ମାଉଣ୍ଟ୍ ମୌଙ୍ଗନୁଇ: ନ୍ୟୁଜିଲାଣ୍ଡ ବିପକ୍ଷରେ ରବିବାର ଖେଳାଯାଇଥିବା ଦ୍ବିତୀୟ ଟି-୨୦ ମ୍ୟାଚରେ ଭାରତ ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରିଛି। ଭାରତ ଏହି ମ୍ୟାଚ୍କୁ ୬୫ ରନ୍ରେ ଜିତିଛି। ନ୍ୟୁଜିଲାଣ୍ଡକୁ ଭାରତ ୧୮.୫ ଓଭରରେ ଅଲ୍ଆଉଟ୍ କରିଛି। ନିଜ ମାଟିରେ ନ୍ୟୁଜିଲାଣ୍ଡ…
କାତାର ହେବ ତୃତୀୟ ଖରାପ ବିଶ୍ବକପ୍
ଦୋହା: ରବିବାରଠୁ କାତାରରେ ଫିଫା ବିଶ୍ବକପ୍ ଆରମ୍ଭ ହେବାକୁ ଯାଉଥିଲା ବେଳେ ଏହାର ଆୟୋଜକ ଦେଶ ଏବଂ ବିଶ୍ବ ଫୁଟ୍ବଲ୍ ପରିଚାଳନା ସଂସ୍ଥା (ଫିଫା) ବିବାଦରେ ଛନ୍ଦି ହୋଇ ରହିଛି। ୨୦୧୩ରେ ଯେତେବେଳେ ଦୋହାକୁ ବିଶ୍ବକପ୍ ଆୟୋଜକ ଅଧିକାର ମିଳିଲା ସେତେବେଳେ କାତାରରେ ମାନବ ଅଧିକାର…
ଦ୍ବିତୀୟ ‘ଟି୨୦’ କ୍ରିକେଟ୍ ମ୍ୟାଚ୍: ନିଉଜିଲାଣ୍ଡ୍ ବିପକ୍ଷରେ ପ୍ରଥମେ ବ୍ୟାଟିଙ୍ଗ୍ କରୁଛି ଭାରତ
ମାଉଣ୍ଟ୍ ମଙ୍ଗନୁଇ: ଆଜି ନିଉଜିଲାଣ୍ଡ୍ର ମାଉଣ୍ଟ୍ ମଙ୍ଗନୁଇସ୍ଥିତ ବେ’ ଓଭାଲ୍ରେ ଆୟୋଜିତ ଦ୍ବିତୀୟ ‘ଟି୨୦’ କ୍ରିକେଟ୍ ମ୍ୟାଚ୍ରେ ଟସ୍ ଜିଣିବା ପରେ ପ୍ରଥମେ ବୋଲିଙ୍ଗ୍ କରିବାକୁ ନିଉଜିଲାଣ୍ଡ୍ ନିଷ୍ପତ୍ତି ନେଇ ବ୍ୟାଟିଙ୍ଗ୍ କରିବା ଲାଗି ଭାରତକୁ ଆମନ୍ତ୍ରଣ କରିଛି।
ଭାରତ…
ଲଗାଣ ବର୍ଷା ଯୋଗୁଁ ସମ୍ଭବ ହେଲା ନାହିଁ ଭାରତ ଓ ନିଉଜିଲାଣ୍ଡ୍ ଟିମ୍ ଖେଳିବାକୁ ଥିବା ‘ଟି୨୦ଆଇ’ର ପ୍ରଥମ ମ୍ୟାଚ୍
ନୂଆଦିଲ୍ଲୀ: ୱେଲିଙ୍ଗ୍ଟନ୍ରେ ଅତି ପ୍ରବଳ ବର୍ଷା ଲାଗି ରହିବାରୁ ଆଜି ‘ସ୍କାଏ ଷ୍ଟାଡିୟମ୍’ରେ ଭାରତ ଓ ନିଉଜିଲାଣ୍ଡ୍ ମଧ୍ୟରେ ହେବାକୁ ଥିବା ପ୍ରଥମ ‘ଟି୨୦ଆଇ’ ଖେଳିବା ସମ୍ଭବପର ହୋଇନାହିଁ।
ଏହି ସିରିଜ୍ରେ ୩ଟି ମ୍ୟାଚ୍ ଖେଳାଯିବା କଥା। ପାଗ ଭଲ ଥିବାରୁ ଏହି ସିରିଜ୍ର ଦ୍ବିତୀୟ…