Sign in
Sign in
Recover your password.
A password will be e-mailed to you.
Browsing Category
କବିତା
ଦାରୁଣ ଶୀତକାଳ
ଦାରୁଣ ଶୀତକାଳ
===========
ହେମନ୍ତ ଶେଷେ ଓହ୍ଲାଇ ଆସେ
ଧରାକୁ ଶୀତରାଣୀ l
ବାପ ଆଳୟ ଯାଆନ୍ତି ମାଆ
ଶ୍ରୀକ୍ଷେତ୍ର ଠାକୁରାଣୀ ll
ମାଘ ମାସରେ ବାଘୁଆ ଜାଡ଼
ହାଡ଼ ଉଠଇ ଥରି l
ବର ଗଡ଼ରେ ଧନୁ ଯାତରା
କଂସ ମାରିଲେ ହରି ll
ବୁଢ଼ା କମ୍ବଳ ଘୋଡ଼ି ହୁଅନ୍ତି
ଶ୍ରୀକ୍ଷେତ୍ରେ ଶିରିପତି l…
ନବବର୍ଷର ଅଭିନନ୍ଦନ….
ନବବର୍ଷର ଅଭିନନ୍ଦନ....
ଆମ ଭିତରେ ଗଭୀର ଭାବନା..
ଗଭୀର ଏ ଉନ୍ମାଦନା କରେ ଅସ୍ତବ୍ୟସ୍ତ
ଭବ୍ୟତାର ସ୍ୱାଗତେ ଧରି ନବୀନର ହସ୍ତ...
ଅନନ୍ତ ବ୍ୟାପକ ନାନା ଦୁଃଖ କରି ନାଶ
ବିତରଣେ ସୁଖ ପଞ୍ଚଜନ୍ୟର ନିର୍ଘୋଷ...
ନୀଳକଣ୍ଠ ସମ ଶୋଷି ଜାଗତିକ ବିଷ
ପାବନୀ ସମ ସିଞ୍ଚି ପବିତ୍ର…
ଚାଲ ବୁଲିଯିବା ଚିଲିକା
ଚାଲ ବୁଲିଯିବା ଚିଲିକା
============
ମରାଳ ମାଳିନୀ ନୀଳାମ୍ବୁ ଚିଲିକା l
ନୀଳ ନୀରବେଣୀ ନୀଳେନ୍ଦ୍ରି ନାୟିକା ll
ଉତ୍କଳର ସେହି ଚାରୁ ଅଳଙ୍କାର l
ବର୍ଣ୍ଣିଥିଲେ ଦିନେ ଆମ କବିବର ll
ଅଙ୍କେ ତୋର କାଳିଜାଈ ପରବତ l
ବକ୍ଷେ ଭାସୁଥାଇ ଡଙ୍ଗା ଶତ ଶତ ll
ମାଆ କାଳିଜାଈ ସୁମରି ଧୀବରେ l…
ବିଦ୍ୟେ କମଳ ଲୋଚନୀ
ବିଦ୍ୟେ କମଳ ଲୋଚନୀ
=============
ଜୟ ମାଆ ବିଦ୍ୟେ କମଳ ଲୋଚନୀ
ଜୟ ମା ପରମେଶ୍ୱରୀ l
ତୋହର ବନ୍ଦନା ଦି ପଦ ଲେଖୁଛି
ତୋ ପୟରେ ଧ୍ୟାନ କରି ll
ଶ୍ୱେତ ପଦ୍ମାସନୀ ମରାଳ ବାହନୀ
ଜୟ ମା' ବୀଣା ବାଦିନୀ l
ଜୟ ଜ୍ଞାନମୟୀ ଜୟ ଜ୍ଞାନଦାୟୀ
ପୂଜା ତୋ ସାରା ଅବନୀ ll
ଦୟା ବଳେ ମୁର୍ଖ…
କଳିଯୁଗ କଳା ଠାକୁର
କଳିଯୁଗ କଳା ଠାକୁର
==============
କଳିଯୁଗ କଳା ଠାକୁର ଆହେ ବିଶ୍ଵସୁନ୍ଦର l
କିଏ କଳାକାର ଗଢ଼ିଲା କଳା ରୂପ ତୁମ୍ଭର ll
ଚକାନେତ୍ରେ ତବ ରଚିଲା ପୁଣି ଅପୁର୍ବଠାଣି l
ବାଙ୍କ ଅଧରରେ ଅପୁର୍ବହସ ବାଙ୍କଚାହାଣୀ ll
ସ୍କନ୍ଧରେ ସୁବର୍ଣ୍ଣପଇତା ଶିରେ କସ୍ତୁରୀଚିତା l
ପାଟ ପିତାମ୍ବରୀ…
ଶ୍ରୀୟା ସଜାଇଛି ଘର
ଶ୍ରୀୟା ସଜାଇଛି ଘର
============
ଶୁକ୍ଳ ଦଶମୀରେ ଶ୍ରୀୟା ସଜାଇଛି ଘର l
ମାଆ ଆସିବେ ତାହାର ଦରିଦ୍ର କୁଟୀର ll
ସୂର୍ଯ୍ୟ,ଚନ୍ଦ୍ର,ତାରା ଦିଶେ ଭଙ୍ଗା ଚାଳଘର l
ଗୋମୟେ ଲିପି କରିଛି ଅତି ପରିଷ୍କାର ll
ଗୁରୁବାର ପ୍ରଭାତରୁ ସ୍ନାନ ଶୌଚ ହୋଇ l
ସାତ ସିଆଁ ଧୁଆଶାଢ଼ୀ ପିନ୍ଧିଛି ବେଢ଼େଇ ll…
ନମଃ ନମଃ ପ୍ରଭୁ ବିଘ୍ନେଶ
ନମଃ ନମଃ ପ୍ରଭୁ ବିଘ୍ନେଶ
=============
ନମଃ ନମଃ ପ୍ରଭୁ ବିଘ୍ନେଶ
ଆହେ ବିଘ୍ନ ନାଶନ l
ବିଘ୍ନହର୍ତ୍ତା ପ୍ରଭୋ ଶଙ୍କର
ଗଉରୀଙ୍କ ନନ୍ଦନ ll
ନମ ନମ ବିଦ୍ୟାପତି ହେ
ପ୍ରଭୂ ବିଦ୍ୟାବାଗୀଶ l
ବିଦ୍ୟାଦାତା ପ୍ରଭୁ ହେରମ୍ଵ
ନମଃ ନମଃ ଗଣେଶ l
ନମଃ ନମଃ ବକ୍ରତୁଣ୍ଡ ହେ
ପ୍ରଭୁ ଗଜ ବଦନ…
ଗରୁଡ଼ ବନ୍ଦନା
ଗରୁଡ଼ ବନ୍ଦନା
===========
ନମସ୍ତେ ଦେବ ଗରୁଡ଼ ବିନତା ନନ୍ଦନ l
କଶ୍ୟପ ତୁମ୍ଭର ପିତା, ହରିଙ୍କ ବାହନ ll
ନମସ୍ତେ ନମସ୍ତେ ନମଃ ଖଗଙ୍କର ପତି l
ଅରୁଣ ତୁମ୍ଭର ଭ୍ରାତା ସୂର୍ଯ୍ୟଙ୍କ ସାରଥି ll
ବନ୍ଦନାକରଇ ପଦେ ଦେବ ଖଗେଶ୍ବର l
ବାୟୁବେଗ ଗତି ତବ ଅତୀବ ପ୍ରଖର ll
ପୃଷ୍ଠରେ ବିଜୟ ତବ…
ମହାପ୍ରଭୁଙ୍କ ଘୋଡ଼ଲାଗି ବେଶ
ମହାପ୍ରଭୁଙ୍କ ଘୋଡ଼ଲାଗି ବେଶ
================
ଶ୍ରୀନୀଳକନ୍ଦରେ ବିଜେ ମହାପ୍ରଭୁ
ଜଗତ ମଙ୍ଗଳ ହରି l
ଚଉଦ ବ୍ରହ୍ମାଣ୍ଡ କରତା ପ୍ରଭୁ ହେ
ଦାରୁ କଳେବର ଧରି ll
ବ୍ରହ୍ମଦାରୁ ପ୍ରଭୁ ଚତୁର୍ଦ୍ଧା ମୂରତି
ମାନବ ଲୀଳା ଆଚରି l
ମାନବଦେବତା ଲୀଳା ବିସ୍ତାରନ୍ତି
ବିପୁଳ ଭୁଜ ବିସ୍ତାରି ll…
ନମସ୍ତେ ମା’ ମହାଲକ୍ଷ୍ମୀ
ନମସ୍ତେ ମା' ମହାଲକ୍ଷ୍ମୀ
==============
ନମସ୍ତେ ମା' ମହାଲକ୍ଷ୍ମୀ ନମସ୍ତେ ସିନ୍ଧୁଜା l
ସୁରନର ବନ୍ଦ୍ୟା ମାତ ତିନିପୁରେ ପୂଜ୍ୟା ll
ନମସ୍ତେ ନମସ୍ତେ ମାତା ବିଷ୍ଣୁ ମନୋରମା l
ଶଦ୍ଦେ କେ ବର୍ଣିପାରିବ ତୋହର ମହିମା ll
ସାଗର ମନ୍ଥନେ ହେଲା ଉତ୍ପତ୍ତି ତୋହର l
କ୍ଷୀରୋଦଶୟନେ ମାତ…