ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସିଇଓ

ଲାଞ୍ଜିଗଡ଼: ଆଜି ଦିନିକିଆ ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ପଶ୍ଚିମ ଓଡ଼ିଶା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଅଜିତ କୁମାର ମିଶ୍ର। ଆଜି ଶ୍ରୀ ମିଶ୍ର ପ୍ରଥମେ ବ୍ଲକ ମୁଖ୍ୟାଳୟ ବିଶ୍ବନାଥପୁରରେ ପହଞ୍ଚିବା ପରେ ଫାଇଭ୍ ଟି ଯୋଜନା ତଥା…

ଜିଏସଟି ବିଭାଗର ଚଢାଉ

କାମାକ୍ଷାନଗର: କାମାକ୍ଷାନଗର ସହରର ଏକ ବ୍ୟବସାୟୀକ ପ୍ରତିଷ୍ଠାନ ଉପରେ ଜିଏସଟି ବିଭାଗର ଚଢାଉ। କଟକ ଡିଭିଜନର ଏକ ୭ଜଣିଆ ଟିମ କାମାକ୍ଷାନଗର ସ୍ଥିତ ଓଝା ଟ୍ରେଡର୍ସ ନାମକ ଏକ ସିମେଣ୍ଟ, ରଡ ଦୋକାନ ଉପରେ ଚଢାଉ କରିଛି। ଜିଏସଟି ଫାଙ୍କି ଥିବାର ହେଡ ଅଫିସକୁ ଏକ ଅଭିଯୋଗ ହୋଇଥିଲା। ଅଭିଯୋଗକୁ…

ସାପ କାମୁଡ଼ାରେ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟଣା: ପ୍ରଶାସନିକ ତଦନ୍ତ ପରେ କୋଚିଂ ସେଣ୍ଟର ବନ୍ଦ ସୁପାରିଶ

କେନ୍ଦୁଝର: ଚମ୍ପୁଆ ବ୍ଲକ ଜାଲି ପଞ୍ଚାୟତ ନିଶ୍ଚିନ୍ତପୁରସ୍ଥିତ ବଟକୃଷ୍ଣ ବିଦ୍ୟାପୀଠରେ ଶନିବାର ବିଳମ୍ବିତ ରାତିରେ ଶୋଇଥିବା ଅବସ୍ଥାରେ ୪ଜଣ ଛାତ୍ରଛାତ୍ରୀଙ୍କୁ ବିଷାକ୍ତ ଚିତି ସାପ କାମୁଡିବାରୁ ୨ଜଣ ଛାତ୍ରୀ ଓ ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଛାତ୍ର ଗୁରୁତର ଅବସ୍ଥାରେ କଟକ…

ଭାରତର ରୋମାଞ୍ଚକର ବିଜୟ, ଅଷ୍ଟ୍ରେଲିଆକୁ ୫ ଓ୍ବିକେଟରେ ହରାଇଲା ଭାରତ

ମୋହାଲି : ପ୍ରଥମ ଦିନିକିଆରେ ଭାରତର ରୋମାଞ୍ଚକର ବିଜୟ ହୋଇଛି। ଅଷ୍ଟ୍ରେଲିଆକୁ ୫ୱିକେଟରେ ହରାଇଛି ଭାରତ। ଓପେନିଂ ଯୋଡ଼ିରେ ୧୪୨ରନ ସଂଗ୍ରହ କରିଛନ୍ତି ଋତୁରାଜ ଓ ଶୁବମନ। ଋତୁରାଜ ୭୧, ଶୁବମନ ୭୪, ରାହୁଲ୬୮ ଓ ସୂର୍ଯ୍ୟଙ୍କ ୫୦ ରନ ସଂଗ୍ରହ କରିଛନ୍ତି। ଅଷ୍ଟ୍ରେଲିଆର ୨୭୬ ରନ ଜବାବରେ ଭାରତ…

ବାରିପଦା ମେଡ଼ିକାଲ କଲେଜ ଡାକ୍ତରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବାରିପଦା: ବାରିପଦା ମେଡ଼ିକାଲ କଲେଜ ଡାକ୍ତରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ହଷ୍ଟେଲ ରୁମର ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର ହୋଇଛି। ମୃତ ଡାକ୍ତର ସଚିନ ସାହୁ ଓ ପ୍ରଥମ ବର୍ଷ ହାଉସ ସର୍ଜନ ଥିଲେ। ମୃତ୍ୟୁର କାରଣ ଜଣାପଡ଼ିନି। କଲେଜ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା…

ଜାମ୍ମୁରୁ ୭ ଦିନ ପରେ ଗାଁରେ ପହଞ୍ଚିଲା ମରଶରୀର

ଗୋପାଳପୁର: ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତଥା ଗୋପାଳପୁର ଥାନା ଅଧୀନସ୍ଥ ନୂଆଗୋଳାବନ୍ଧ ଗ୍ରାମର ଅରୁଣ କୁମାର ଦାସ (୫୨)ଙ୍କ ମର ଶରୀର ଜାମ୍ମୁରୁ ଅଣାଯାଇ ଗାଁ ଶଶ୍ମାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ସୂଚନା ଯେ ମୁତ ଅରୁଣ ଦୀର୍ଘ ୩୫ ବର୍ଷ ହେଲା ଜାମ୍ମୁରେ ଦିପକ କୁମାର…

ପ୍ରେମମୟୀ ରାଧା

ନମଃ ବୃନ୍ଦାବନେଶ୍ୱରୀ ପ୍ରେମମୟୀ ରାଧା l ତୋର ପ୍ରେମବିନା ମାତ ଜୀବନଟା ଅଧା ll ତପ୍ତକାଞ୍ଚନ ଗୌରଙ୍ଗୀ ଶ୍ରୀମତୀ ରାଧିକା l ତଵ ନାମେ ବାଜେ ମଧୁବନ ବଂଶୀ ଏକା ll ରାଧାକୃଷ୍ଣ ଏକ ବିଜେ ଦୁଇ ଗୋଟି ଫାଳ l ରାଧା ବିନା କୃଷ୍ଣ କାହିଁ ଶ୍ରୀନନ୍ଦଗୋପାଳ ll କୃଷ୍ଣ ନ ମିଳନ୍ତି ଛାଡ଼ି ରାଧା…

ଏବେ ଠାରୁ କାର୍ଯ୍ୟକାରୀ ହୋଇପାରିବ ମହିଳା ସଂରକ୍ଷଣ – ରାହୁଲ ଗାନ୍ଧୀ

ଡେସ୍କ: କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ୨୦୧୦ରେ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ ଆଣିଥିବା ମହିଳା ସଂରକ୍ଷଣ ବିଲରେ ଓବିସି କୋଟା ପାଇଁ ସଂରକ୍ଷଣ ପ୍ରଦାନ କରାଯାଇ ନ ଥିବାରୁ ସେ ଦୁଃଖିତ। ଆଜି ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ଗାନ୍ଧୀ ଗତକାଲି ସଂସଦରେ…

ଲୋକପ୍ରିୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର

ଭୁବନେଶ୍ୱର: ଅନେକ ଓଡ଼ିଆ ଭଜନ ଗାଇଥିବା ଲୋକପ୍ରିୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଅଛି | ବର୍ତ୍ତମାନ ଏକ ଘରୋଇ ହସ୍ପିଟାଲର ଭେଣ୍ଟିଲେଟରରେ ତାଙ୍କର ଚିକିତ୍ସା ଚାଲିଥିବାବେଳେ ଦୀର୍ଘ ୭ ଦିନ ହେବ ଘରୋଇ ହସପିଟାଲରେ ଚିକିତ୍ସା ଚାଲିଛି | ଏବେ ସ୍ବାସ୍ଥ୍ୟାବସ୍ଥା…

ରାଜଧାନୀରେ ଗର୍ଜିଲେ ଅଙ୍ଗନବାଡି କର୍ମୀ

ଭୁବନେଶ୍ବର: ୧୦ ଦଫା ଦାବି ନେଇ ଶହଶହ ଅଙ୍ଗନବାଡି କର୍ମୀ ରାଜଧାନୀର ଲୋୟର୍ ପିଏମଜିରେ  ଆନ୍ଦୋଳନ କରୁଛନ୍ତି। ଅଙ୍ଗନବାଡି କର୍ମୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ସହିତ ମାସିକ ଦରମା ୧୮ହଜାର ଟଙ୍କା ଦେବାକୁ ଦାବି କରାଯାଇଛି । ଅଙ୍ଗନବାଡି ସହାୟିକାଙ୍କୁ ୯ହଜାର ଟଙ୍କା ଦରମା ଦେବାକୁ ଦାବି…