ରାୟଗଡ଼ ସହର ବିଦ୍ୟା ନଗର ଚତୁର୍ଥ ଗଳି ଓ ନାଳରୁ ଉଠୁନି ଅଳିଆ
ରାୟଗଡ଼ : ରାୟଗଡ଼ ସହର ବିଦ୍ୟା ନଗର ଚତୁର୍ଥ ଗଳି ରାସ୍ତା ଓ ନାଳଗୁଡିକରୁ ଉଠୁନି ଓଳିଆ ବୋଲି ସ୍ଥାନିୟ ଲୋକ ଅଭିଯୋଗ କରିଛନ୍ତି। "ସୁସ୍ଥ ରାୟଗଡ଼ ସ୍ବଚ୍ଛ ରାୟଗଡ଼" ନାରା ଦେଉଥିବା ପୌର ପରିଷଦର ବ୍ୟାନର ଓ କାଗଜ କଲମରେ ସୀମିତ ଥିଲା ଭଳି ମନେ ହେଉଛି। ରାୟଗଡ଼ ସହରରେ ଦିନକୁ ଦିନ ପରିମଳ…