ଖିଚିଂର ଐତିହାସିକ ମା’ କିଚକେଶ୍ୱରୀ ମନ୍ଦିରରୁ ହୁଣ୍ଡି କାଟି ଚୋରି କଲେ ଦୁର୍ବୃତ୍ତ

କରଞ୍ଜିଆ: ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ କିଚକେଶ୍ୱରୀ। ମା’ କିଚକେଶ୍ୱରୀ ମନ୍ଦିର ଖିଚିଂ ଠାରେ ଅବସ୍ଥିତ। ଗତକାଲି ବିଳମ୍ବିତ ରାତ୍ରରେ ଖିଚିଂର ଏହି ଐତିହାସିକ  ମନ୍ଦିରରେ ଥିବା ମୁଖ୍ୟ ହୁଣ୍ଡି କାଟି ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ।  ମୁଖ୍ୟ…

ପ୍ରମିଳା ହେଲେ ବାଚସ୍ପତି

ଓଡ଼ିଶା ବିଧାନସଭାକୁ ମିଳିଲା ପ୍ରଥମ ମହିଳା ବାଚସ୍ପତି। ଆଜି ବିଧିବଦ୍ଧ ଭାବେ ବାଚସ୍ପତି ଭାବେ ଆସନ ଗ୍ରହଣ କରିଛନ୍ତି ପ୍ରମିଳା ମଲ୍ଲିକା। ସର୍ବ ସମ୍ମତିକ୍ରମେ ପ୍ରମିଳାଙ୍କୁ ବାଚସ୍ପତି ଭାବେ ଚୟନ କରଯାଇଛିା ଗୃହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ନାଁରେ ପ୍ରସ୍ତାବ ରଖିଥିଲୋ…

ଆଜିଠୁ ଆରମ୍ଭ ହେବ ମୌସୁମୀ ଅଧିବେଶନ

ଭୁବନେଶ୍ୱର : ଆଜି ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ। ଅଧିବେଶନର ପ୍ରଥମ ଦିନ ୧୧ଟାରୁ ଗୃହ କାର୍ଯ୍ୟ ଆରମ୍ଭ ହେବ। ଦିବଂଗତ ନେତାଙ୍କ ଉଦ୍ଦେଶ୍ୟରେ ଶୋକପ୍ରସ୍ତାବ ଆଗତ ପରେ ପ୍ରଥମାର୍ଦ୍ଧ ମୁଲତବି ରହିବ। ଅକ୍ଟୋବର ୪ତାରିଖ ପର୍ଯ୍ୟନ୍ତ ବସିବାକୁ ଥିବା ଏହି ଅଧିବେଶନ ବେଶ୍ ସରଗରମ ହେବ…

ବାନ୍ଧିଦେ ମୋ ଶିରେ ମୟୁର ଚୂଳ

ବାନ୍ଧିଦେ ମୋ ଶିରେ ମୟୁର ଚୂଳ ମା' ବାନ୍ଧିଦେ ମୋ ଶିରେ ମୟୁର ଚୂଳ, ଅଳି କରୁଛନ୍ତି ବେଣୁ ଗୋପାଳ ll (ଘୋଷା ) ଯଶୋଦା ବୋଲନ୍ତି ଆରେ କହ୍ନାଇ, କଟାଳ କରୁଛୁ ତୁ କାହିଁ ପାଇଁ, ଦହିମୁହାଁ ସାରି ବେଶ କରିଦେବି ଭାଈ ବଳରାମେ ଯାଇ ତୁ ଖେଳ ll ଗୋବିନ୍ଦ ବୋଲନ୍ତି ଶୁଣ ଗୋ ମାତ, ଦ୍ୱାରେ…

ଉତ୍କଳବ୍ୟାସ ଜଗନ୍ନାଥ ଦାସ

ନମଇଁ ନୃସିଂହ ଚରଣ l ଅନାଦି ପରମ କାରଣ ll ଆଜି ପବିତ୍ର ରାଧା ଅଷ୍ଟମୀ,ରାସେଶ୍ୱରୀ ଶ୍ରୀମତୀ ରାଧାରାଣୀଙ୍କ ଜନ୍ମ ଦିବସ l ଏହି ଦିନଟି ଉତ୍କଳର ପ୍ରାତଃ ସ୍ମରଣୀୟ ବାଣୀ ପୁତ୍ର,ଓଡ଼ିଆ ଭାଗବତର ସ୍ରଷ୍ଟା ଶ୍ରୀଜଗନ୍ନାଥ ଦାସଙ୍କ ମଧ୍ୟ ପୁଣ୍ୟ ଜନ୍ମ ଦିନ l ଖ୍ରୀଷ୍ଟିୟ ପନ୍ଦରଶହ ଶତାବ୍ଦୀରେ…

ଓଡ଼ିଶାରେ ପାଣ୍ଡିଆନରାଜ୍ ଚାଲିବାକୁ ଦିଆଯିବ ନାହିଁ: କଂଗ୍ରେସ

ବରିଷ୍ଠ ନେତା ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେଡିରୁ ବହିଷ୍କାର କରାଯିବା ପରେ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛି । ରାଜ୍ୟରେ ଗଣତନ୍ତ୍ରର ଶାସନ ନାହିଁ । ବାବୁତନ୍ତ୍ରର ଶାସନ ଚାଲିଛି । ଓଡ଼ିଶାରେ ପାଣ୍ଡିଆନ ଶାସନ କି ତାମିଲ ଶାସନ ଚାଲିବାକୁ ଦିଆଯିବ ନାହିଁ…

ଭାଲିଆଗଡ ଗଣେଶ ପୂଜା ରେ ୧୨୨ କେଜି ଲଡୁ

ଗୋପାଳପୁର: ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଭାଲିଆଗଡ ଠାରେ ଯୁବକ ସଂଘ ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷ ଗଣେଶ ପୂଜା ପାଳିତ ହେଉଥିବା ବେଳେ ପୂଜାରେ ୧୨୨ କେଜି ଓଜନର ଲଡୁ ଗଣେଶଙ୍କ ଠାରେ ଭୋଗ ଲାଗିବା ଆକର୍ଷଣ ପାଲଟିଛି। ଦୀର୍ଘ ବର୍ଷ ହେଲା ଗାଁ ର ଯୁବକ ସଂଘ ପକ୍ଷରୁ ପ୍ରତିବର୍ଷ ୯ ଦିନ…

ଜୟ ବିନାୟକ

ଜୟ ବିନାୟକ ହେ ଗଣନାୟକ ଜୟ ଗିରିଜା ନନ୍ଦନ l ଜୟ ବିଦ୍ୟାନିଧି ବିଦ୍ୟାର ବାରିଧି ଜୟ ଇନ୍ଦୁର ବାହନ ll କୋଟିସୂର୍ଯ୍ୟ ସମ ତେଜ ଅନୁପମ ବକ୍ର ତୁଣ୍ଡ ଏକଦନ୍ତ l ଜୟ ମହାକାୟ ହେ ବିଦ୍ୟାବିନୟ ପାଶାଙ୍କୁଶ ବେନି ହସ୍ତ ll ଜୟ ଅଗ୍ରପୂଜ୍ୟ ପ୍ରଭୋ ବିଘ୍ନରାଜ ଜୟ ପ୍ରଭୁ ଲମ୍ବୋଦର l…

ନମସ୍ତେ ମାତା ପଦ୍ମାଳୟା

ନମସ୍ତେ ମାତା ପଦ୍ମାଳୟା l ଜଗଜ୍ଜନନୀ ବିଷ୍ଣୁ ଜାୟା ll ପଦ୍ମିନୀ ପଦ୍ମା ପଦ୍ମଗନ୍ଧା l ଜଗତ ତୋର ପଦେ ଛନ୍ଦା ll ଚାରୁ ହାସିନୀ ଚନ୍ଦ୍ର ମୁଖୀ l ସ୍ମରଣେ ଦୁଃଖ ଯାଏ ସୁଖି ll ପିତା ତୋହର ରତ୍ନାକର l ତୁ ଅଟୁ ରତନ ଭଣ୍ଡାର ll ପଦ୍ମ ଆସନୀ ପଦ୍ମାନନୀ l ଶ୍ୱେତ ଅମ୍ବରୀ ନାରାୟଣୀ ll…

ବୃନ୍ଦାବନରେ ତପସ୍ଵିନୀ ମହାଲକ୍ଷ୍ମୀ

ଦ୍ୱାପର ଯୁଗର କଥା l ଵର୍ଷା ଋତୁ ଯାଇ ଧରାରେ ପ୍ରବେଶ କରି ଥାଏ ଶରତ ଋତୁ l ନିର୍ମଳ ଶୋଭା ଧାରଣ କରି ଥାଏ ସମଗ୍ର ବୃନ୍ଦାବନର ବନ ଭୂମି l ନିର୍ମଳ ଶରତ ଚନ୍ଦ୍ରାଲୋକରେ ଉଦ୍ଭାସିତ, ସମଗ୍ର ବ୍ରଜଭୂମି l ଭାଗବତରେ ଅତିବଡ଼ି ଜଗନ୍ନାଥ ଦାସ ଲେଖିଲେ," ଶରଦ ଭୟେ ମେଘ ଗଲା l ଆକାଶ ନିର୍ମଳ ଦିଶିଲା…