ମୃତଦେହ ନେବାକୁ ଅରାଜି ହେଲେ ପରିବାର ଲୋକେ, ପୁଲିସ ହେପାଜତରେ ହେଲା ବ୍ୟବଛେଦ

ବୌଦ୍ଧ: ବୌଦ୍ଧଜିଲା ମୁଖ୍ୟ ଚିକିତ୍ସାଳୟରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି।  ଯୁବକଙ୍କ ମୃତ୍ୟୁ ପରେ  ବ୍ୟବଛେଦ ପାଇଁ ପରିବାରଲୋକ ରାଜି ହୋଇନଥିଲେ। ଫଳରେ ଚିକିତ୍ସାଳୟ ପକ୍ଷରୁ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇନଥିଲା। ତେଣୁ ଦୀର୍ଘ ସମୟ ଧରି ଚିକିତ୍ସାଳୟ ସମ୍ମୁୁଖରେ ମୃତଦେହ…

ସଚିବଙ୍କ ଜିଲ୍ଲା ଗସ୍ତରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି : ମୋହନ ମାଝୀ

ଭୁବନେଶ୍ବର: ଗୃହ ବାହାରେ ବିରୋଧୀଦଳ ମୂଖ୍ୟ ସଚେତକ ମୋହନ ଚରଣ ମାଝୀ ସୋମବାର କହିଛନ୍ତି ସଚିବଙ୍କ ଜିଲ୍ଲା ଗସ୍ତରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏ ସଂକ୍ରାନ୍ତରେ ବିଜେପି ସଦସ୍ୟମାନେ ପ୍ରଶ୍ନ ପଚାରିଥିବା ବେଳେ ରିଜେକ୍ଟ କରାଯାଇଛି। ମୁଲତବି ପ୍ରସ୍ତାବ ବି ଗ୍ରହଣ କରାଯାଇନାହିଁ କି…

ମାହାଙ୍ଗା ଡବଲ ମର୍ଡର ମାମଲା ନେଇ ପ୍ରତାପ ଜେନାଙ୍କ ପ୍ରତିକ୍ରିୟା- ରାଜନୈତିକ ଉଦେଶ୍ୟ ରଖି ବିଜେପି ମୋ ବିରୁଦ୍ଧରେ…

ଭୁବନେଶ୍ବର: ବହୁଚର୍ଚ୍ଚିତ କଟକ ଜିଲ୍ଲା ମାହାଙ୍ଗା ଡବଲ ମର୍ଡର ମାମଲାରେ ସାଲେପୁର ଜେଏମଏଫସି କୋର୍ଟଙ୍କ ନିର୍ଦ୍ଦେଶ ଆସିଲା ପରେ ବିଧାୟକ ପ୍ରତାପ ଜେନା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ବିରୋଧୀ ମୋ ବିରୁଦ୍ଧରେ ଷଡଯନ୍ତ୍ର କରୁଛନ୍ତି। ଯେଉଁମାନେ ମୋ ବିରୁଦ୍ଧରେ କରୁଛନ୍ତି…

ପାଞ୍ଚ ଦଫା ଦାବି ନେଇ କୁଜଙ୍ଗ ଉପ କାରାଗାର କର୍ମଚାରୀ ମାନେ ଆମରଣ ଅନଶନ ରେ !

କୁଜଙ୍ଗ : ଆଜି କୁଜଙ୍ଗ ଉପ କାରାଗାର ର କାରାରକ୍ଷୀ କର୍ମଚାରୀ ମାନେ ନିଖିଳ ଓଡିଶା କାରା କର୍ମଚାରୀ ମହାସଂଘ ଆହ୍ବାନ କ୍ରମେ ଉପ କମିଟି କୁଜଙ୍ଗ କାରାଗାର ର ସମସ୍ତ ସଭ୍ୟ ମାନେ କଳା ବ୍ୟାଚ୍ ପରିଧାନ ଓ ସମସ୍ତ କର୍ମଚାରୀ ଖାଦ୍ୟ ଗ୍ରହଣ ନକରି ଶାନ୍ତି ଶୃଙ୍ଖଳା ସହ ନିଜ ନିଜ କର୍ତ୍ତବ୍ୟ ସମ୍ପାଦନ…

ଜମ୍ମୁ ଓ କଶ୍ମୀରରେ ଗିରଫ ହେଲେ ୫ ‘ଲଶ୍କର୍‌-ଏ-ତୈବା’ର ଆତଙ୍କବାଦୀ

ଶ୍ରୀନଗର: ୨ଟି ଆତଙ୍କବାଦୀ ସହଯୋଗୀ ସଙ୍ଗଠନ ଠାବ କରିବା ପରେ ରବିବାର ଦିନ କୁଲ୍‌ଗାମ ପୁଲିସ ଜମ୍ମୁ ଓ କଶ୍ମୀରରେ ୫ଜଣ ‘ହାଇବ୍ରିଡ୍‌’ ଆତଙ୍କବାଦୀଙ୍କୁ ଗିରଫ କରିଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।ସୂଚନାଯୋଗ୍ୟ, ‘ହାଇବ୍ରିଡ୍‌’ ଆତଙ୍କବାଦୀମାନେ ସ୍ବାଭାବିକ ସାମାଜିକ ଜୀବନଯାପନ…

ଅପରାଧିଙ୍କ ପୁଲିସକୁ ଖୋଲା ଚ୍ୟାଲେଞ୍ଜ -ସ୍ପଷ୍ଟ ଦିବାଲୋକରେ ସୁନା ଦୋକାନରୁ ୨୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ ସୁନାଗହଣା ଲୁଟ…

ସମ୍ବଲପୁର: ସମ୍ବଲପୁର ପୁଲିସର ଢିଲା କାର୍ଯ୍ୟଶୈଳୀ ତାହା ଉପରେ ଦିନକୁ ଦିନ ଭାରି ପଡୁଛି ଏବଂ ଏଥିପାଇଁ ଜନତାଙ୍କ ସୁରକ୍ଷା ବାଜିରେ ଲାଗି ଯାଇଛି। ରବିବାର ପୁଲିସକୁ ୫ ଜଣ ଅପରାଧି ଖୋଲାଖୋଲି ଭାବରେ ଚ୍ୟାଲେଞ୍ଜ କରି ସହରର ଉପକଣ୍ଠସ୍ଥ ମାନେଶ୍ୱର ସ୍ଥିତ ମାନଧାତା ବାବା ଜ୍ୟୋଲେରୀ ଦୋକାନରୁ…

ମୌସୁମୀ ଅଧିବେଶନର ଦ୍ବିତୀୟ ଦିନ: ବିରୋଧୀଙ୍କ ହଙ୍ଗାମା, ସାଢେ ୧୧ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ବର: ଆଜି ମୌସୁମୀ ଅଧିବେଶନର ଦ୍ବିତୀୟ ଦିନ। ପ୍ରଶ୍ନକାଳ ଆରମ୍ଭରୁ ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ। ବିଜେପି ଆଣିଥିବା ଦୁୂଇଟି ମୁଲତବୀ ପ୍ରଶ୍ନକୁ ବାଚସ୍ପତି ଜାଣିଶୁଣି ପ୍ରତ୍ୟାଖ୍ୟାନ କରିବା ପ୍ରତିବାଦରେ ବିଜେପି ବିଧାୟକମାନେ ପୋଡିୟମ୍ ପାଖକୁ ଆସି ହଟ୍ଟଗୋଳ କରିଥିଲେ। ଏଣେ…

କନ୍ୟାରତ୍ନ

କନ୍ୟା ରତ୍ନ ଅଟେ ମହାଧନ ସାଧୁ ଶୁଣ l କନ୍ୟାକୁ ସଜ୍ଜନ କର ନାହିଁ ହୀନିମାନ ll ଦୁଇକୁଳ ହିତା ଯେଣୁ ନାମ ତା ଦୁହିତା l ଅବଳା ଦୁର୍ବଳା ନୁହେଁ ସୁବର୍ଣ୍ଣ ସଳିତା ll ତିନିରୂପେ ତାର ଅଟେ ମାତୃରୂପୀ କାୟା l ଜନନୀ,ଭଗୀନୀ ପୁଣି ସେହିଅଟେ ଜାୟା ll…

ଜଣେ ମାଓବାଦୀ ଗିରଫ, ବିସ୍ଫୋରକ ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ କରିଥିବା ଜଣାପଡିଛି। ସୂଚନା ଅନୁଯାୟୀ, ସୁକୁମା ଜିଲ୍ଲା ଭେଜି ଥାନା ଅଞ୍ଚଳରେ ପୁଲିସ ଓ ଡିଆରଜି ଯବାନମାନେ ଚେକ ପୋଷ୍ଟ…

ଭବାନୀପାଟଣା ସମେତ କଳାହାଣ୍ଡି ଗଡ଼ଜାତ ଅଞ୍ଚଳରେ ନୂଆଁଖାଇ ପାଳିତ

ଭବାନୀପାଟଣା: ମାଣିକେଶ୍ଵରୀଙ୍କ ପୀଠ ସ୍ଥଳୀ ଭବାନୀପାଟଣା ସହରରେ ରବିବାର ଲୋକେ ନୂଆଁ ଖାଉଛନ୍ତି । ସେଥିପାଇଁ ଆଜି ସକାଳୁ ସ୍ଥାନୀୟ ମା’ ମାଣିକେଶ୍ଵରୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା। ପୂର୍ବ ସ୍ଥିରୀକୃତ ଲଗ୍ନ ଅନୁଯାୟୀ, ସକାଳ ୬ ଟା ୩୦ ମିନିଟରୁ ୮ ଟା ୫୦ ମିନିଟ ମଧ୍ୟରେ ମା’ଙ୍କ…