କଲମ

ନିର୍ଜୀବ ଜୀବନ ଧାରଣ ଦେଖି ପାରେନି ଶୁଣି ପାରେନି କିନ୍ତୁ ,କହିପାରେ ଲେଖନୀର ତୀକ୍ଷ୍ଣ ମୁନରେ l ସହି ପାରେନି କାହାର ଦୁଃଖ,କଷ୍ଟ, ଯନ୍ତ୍ରଣାକୁ ଝରାଇ ଦିଏ ଦୁଇଟୋପା ଲୁହ ଦୁର୍ବାର ସାହସ ସୃଷ୍ଟି କରେ ଜୀବନକୁ ବାଜି ଲଗାଇ l ଭାଙ୍ଗି ପଡିନି ବନ୍ଧୁକର ଗୁଳିକୁ ଖାତିର ନାହିଁ ଭଲକୁ…

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ଚକ୍ରଧର ତ୍ରିପାଠୀ

କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡା ସ୍ଥିତ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ଭାବେ ପ୍ରଫେସର ଚକ୍ରଧର ତ୍ରିପାଠୀ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି। ଭାରପ୍ରାପ୍ତ କୁଳପତି ପ୍ରଫେସର ଏସକେ ପାଲିତାଙ୍କ ଠାରୁ ସେ ଦାୟିତ୍ଵ ଗ୍ରହଣ କରିଛନ୍ତି। ପ୍ରଫେସର ତ୍ରିପାଠୀ ପାଞ୍ଚ…

ପ୍ରକୃତିବନ୍ଧୁ ନବକିଶୋରଙ୍କ ସବୁଜ ବଳୟ ସୃଷ୍ଟି ଅଭିଯାନ ।

କଟକ : କଟକ ସଦର ୪୨ ମୌଜା,ଶ୍ରୀରାମ ମୌଜା ନିବାସୀ ପ୍ରକୃତିବନ୍ଧୁ ନବକିଶୋର ପଣ୍ଡା ଦୀର୍ଘ ତିରିଶ ବର୍ଷ ଧରି ଅବିରତ  ବୃକ୍ଷରୋପଣ,ପ୍ରାକୃତିକ ପରିବେଶ ଓ ଜଙ୍ଗଲ ସୃଷ୍ଟି ଅଭିଯାନ ଜାରି ରଖିଛନ୍ତି। ମହାମାରୀ କୋରୋନା ରୁ ମିଳିଥିବା ଶିକ୍ଷା ଅନୁସାରେ ସବୁଜ ବଳୟ ହିଁ ମାନବ ସମାଜର କଲ୍ୟାଣ ପାଇଁ…

ପରଲୋକରେ ଜୟନ୍ତୀ ପଟ୍ଟନାୟକ ।

ଭୁବନେଶ୍ୱର : ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଵ ପଟ୍ଟନାୟକଙ୍କ ପତ୍ନୀ ଶ୍ରୀମତୀ ଜୟନ୍ତୀ ପଟ୍ଟନାୟକ ଙ୍କ ୯୦ ବର୍ଷ ରେ ପରଲୋକ ସେ ଜଣେ ରାଜନେତ୍ରୀ, ସୁସାହିତ୍ୟକl  ଅନୁବାଦିକା ଥିଲେ l ୧୯୮୧ ମସିହା ରେ କଟକ ରୁ ନିର୍ବାଚିତ ହୋଇଥିଲେ,୧୯୯୬ରେ ମହିଳା ଗୌରବ ସନ୍ନମାନ ରେ ସାନମାନିତା…

ନାସା ରଚିଲା ଇତିହାସ : ପୃଥିବୀକୁ ଧ୍ୱଂସରୁ ରକ୍ଷା କରିବାର ମିଶନ ସଫଳ

ନାସା ରଚିଲା ଇତିହାସ : ପୃଥିବୀକୁ ଧ୍ୱଂସରୁ ରକ୍ଷା କରିବାର ମିଶନ ସଫଳ 🌍 – ଡାଇମରଫସ୍ ଗ୍ରହାଣୁର ଆକାର ୧୬୩ ମିଟର 🌍 – ୭୮୦ ମିଟର ବିଶିଷ୍ଟ ଡିଡିମାସ୍ ଗ୍ରହାଣୁର ଚାରିପଟେ ଘୁରି ବୁଲିଥିଲା 🌍 – ଡାଇମରଫସ୍ ଓ ଡିଡାମସ୍ ଭିତରେ ଦୂରତା ୧ ଦଶମିକ ୨ କିଲୋମିଟର 🌍 – ନାସା ପ୍ରସ୍ତୁତ…

ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ଦାବି:ନାଗରିକ କ୍ରିୟାନୁଷ୍ଠାନ କମିଟିର ଧାରଣା

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଜି ସମ୍ବଲପୁରର କଚେରୀ ଛକରେ ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଧାରଣା ଦିଆଯାଇଛି। ପ୍ରବଳ ବିରୋଧ ପରେ କଚେରି ଛକରୁ ବିଚାରପତିମାନେ କୋର୍ଟକୁ ନ ଯାଇ ଫେରିଯାଇଥିବାର ଖବର ମିଳିଛି। ସାଧାରଣ ନାଗରିକମାନେ…

ଚିଲିକାରେ ହେବ ଦେଶର ସବୁଠୁ ବଡ଼ ରୋପ୍‌ୱେ

ଭୁବନେଶ୍ବର: ଚିଲିକାରେ କାଳିଜାଇ ମନ୍ଦିରକୁ ସଂଯୋଗ କରିବା ଲାଗି ନିର୍ମାଣ ହେବ ଦେଶର ସବୁଠୁ ବଡ଼ ରୋପ୍‌ୱେ। ଉତ୍ତରାଖଣ୍ଡରେ ଅଲି ରୋପ୍‌ୱେ (୪କିମି) ଏବେ ଦେଶର ସବୁଠୁ ଲମ୍ବା ରୋପ୍‌ ୱେ ଭାବେ ଗଣାଯାଉଥିବା ବେଳେ ପ୍ରୟାଗି କୃଷ୍ଣପ୍ରସାଦ ରାସ୍ତାରୁ କାଳିଜାଇକୁ ସଂଯୋଗ କରି ଦେଶର ସବୁଠୁ ବଡ଼…

ନୀତିନ ଗଡ଼କରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ଚଣ୍ଡିଖୋଲ ଜାତୀୟ ରାଜପଥ ନଂ ୫-ଏକୁ ସଂଯୋଗ କରୁଥିବା ଓଳାଶୁଣି ଛକ ସ୍ଥିତ ବ୍ରିଜର ସମ୍ପ୍ରସାରଣ କରିବା ପାଇଁ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟି ଚିଠି ପ୍ରଦାନ କରିବା ସହ ଆଲୋଚନା କରିଛନ୍ତି କେନ୍ଦ୍ର ଉଚ୍ଚ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର…

ମନ୍ତ୍ରୀ ସମୀରରଞ୍ଜନ ଦାଶଙ୍କ ଘର ଆଗରେ ଛାତ୍ର କଂଗ୍ରେସର ବିକ୍ଷୋଭ

ଭୁବନେଶ୍ବର: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶଙ୍କ ଘର ଆଗରେ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସମୀରରଞ୍ଜନ ଦାଶଙ୍କ ଘର ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ କରିଛନ୍ତି ଛାତ୍ର କଂଗ୍ରେସ କର୍ମୀ। ବାସଭବନକୁ ଧସେଇ ପଶିବା ବେଳେ ପୁଲିସ ସହ ଧସ୍ତାଧସ୍ତି…

AIIMSର ବଡ଼ ଘୋଷଣା: ରୋଗୀଙ୍କ ଫୁସଫୁସ ପ୍ରତିରୋପଣ କରାଯିବ ମାଗଣାରେ

ନୂଆଦିଲ୍ଲୀ: ଆଜିର ସମୟରେ ଫୁସଫୁସ କ୍ୟାନସର ଏକ ଭୟଙ୍କର ରୋଗ । ପ୍ରତିବର୍ଷ ଏହି ରୋଗରେ ହଜାର ହଜାର ରୋଗୀ ମୃତ୍ୟୁବରଣ କରୁଛନ୍ତି । ଅନେକ ଲୋକ ଏଥିରେ ସଂକ୍ରମିତ ହୋଇ ଉପଯୁକ୍ତ ଚିକିତ୍ସାରୁ ବଞ୍ଚିତ ହେଉଛନ୍ତି । ତେବେ ସବୁଠାରୁ ମୁସ୍କିଲ କାର୍ଯ୍ୟ ହେଉଛି ଫୁସଫୁସ ପ୍ରତିରୋପଣ । ଏହା ଅଧିକ…