ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ସ୍ୱାସ୍ଥ୍ୟବସ୍ତା ଠିକ୍ ଅଛି; ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଡିସଚାର୍ଜ କରାଯିବ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ସ୍ୱାସ୍ଥ୍ୟବସ୍ତା ଠିକ୍ ଅଛି। ୪ ଜଣ ସ୍ପେଶାଲିଷ୍ଟ ଚାମେଲିଙ୍କ ଚିକିତ୍ସା କରୁଛନ୍ତି। ସମ୍ପୂର୍ଣ୍ଣ ସୁସ୍ଥ ପରେ ଡିସଚାର୍ଜ କରାଯିବ। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଏଡିଏମଓ। ଏପଟେ ଆଜି କୋର୍ଟରେ ଦାଖଲ ହେବ ଚାମେଲିଙ୍କ…

ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା

ଭୁବନେଶ୍ବର : ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଆଗାମୀ ଓଡ଼ିଶା ଗସ୍ତକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ କରି ସୁରକ୍ଷା ବ୍ୟବସ୍ଥା, କାର୍ଯ୍ୟକ୍ରମ ପରିଚାଳନା ଏବଂ ସାମଗ୍ରିକ…

ଭାରତୀୟ ମଜଦୂର ସଂଘ ପକ୍ଷରୁ ଶ୍ରମିକ ମାରଣ ନୀତି ପ୍ରତିବାଦରେ ଗଣ ଧାରଣା କୁ ନେଇ ସାମ୍ବାଦିକ ସମ୍ମିଳନୀ

ରାୟଗଡ଼ା, ୧୬/୦୬ ସାମ୍ବାଦିକ - ଭି ଗୌରୀ ଶଙ୍କର ରାଓ :  ଭାରତୀୟ ମଜଦୁର ସଙ୍ଘ ଦ୍ୱାରା ପରିଚାଳିତ ଓଡିଶା ଘରୋଇ ଉଦ୍ୟୋଗ ମଜଦୁର ମହାସଙ୍ଘ ତରଫରୁ ଆସନ୍ତା ଗୁରୁବାର ୧୮/୦୬/୨୦୨୬ ଦିନ ଶହ ଶହ କର୍ମଚାରୀ କଟକ ସ୍ଥିତ ଯୁଗ୍ମ ଶ୍ରମ ଆଯୁକ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନସନ ରେ ବସିରହିବେ ଏଠାରେ…

ରାୟଗଡ଼ା ଜିଲ୍ଲା କୋଲନରା ର ଚୋରି ଘଟଣାର ପର୍ଦ୍ଦାଫାଶ କଲା ଚାନ୍ଦିଲି ଥାନା ପୋଲିସ

ରାୟଗଡ଼ାଭି (ଗୌରି ଶଙ୍କର ରାଓ):  ରାୟଗଡା ଜିଲ୍ଲା କୋଲନରା ବ୍ଲକ ସରକାରୀ କ୍ୱାର୍ଟରରେ ଘଟିଥିବା ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ଚାନ୍ଦିଲି ପୋଲିସ। ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଚୋରି ହୋଇଥିବା ସାମଗ୍ରୀର କିଛି ଅଂଶ ଜବତ କରାଯାଇଛି। ସୂଚନା ଅନୁସାରେ,…

ମୁନିଗୁଡା ବ୍ଲକରେ ରାୟଗଡ଼ା ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ 

ମୁନିଗୁଡା/ରାୟଗଡ଼ା(ଭି, ଗୌରି ଶଙ୍କର ରାଓ):- ତା.୧୬-୦୬-୨୦୨୬ରିଖ ଦିନ ମୁନିଗୁଡା ବ୍ଲକ ସଦଭାବନା ସଭାଗୃହରେ ଜିଲ୍ଲାପାଳ ରାୟଗଡ଼ାଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି ।  ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ନିର୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର…

୨ ହାଇୱା ମୁହାଁମୁହିଁ ଧକ୍କା, ଜୀଅନ୍ତା ଜଳିଗଲେ ୨ ଡ୍ରାଇଭର

ସୁନ୍ଦରଗଡ଼ : ଦୁଇ ହାଇୱା ମୁହାଁମୁହଁ ଧକ୍କାରେ ଜଳିଗଲେ ଦୁଇ ଡ୍ରାଇଭର୍। ଦୁଇ ଡ୍ରାଇଭର ଜୀବନ୍ତ ଦଗ୍ଧ। ସୁନ୍ଦରଗଡ଼ ଜିଲ୍ଲା ଭଷ୍ମା ଥାନା ଏସ୍ ଏଚ୍  ୧୦ କଇସରା ନିକଟରେ ଆଜି ଭୋର ସମୟରେ ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ସୁନ୍ଦରଗଡ଼ ପଟୁ ଯାଉଥିବା ଏକ ହାଇୱାକୁ ସାମ୍ନା ପଟୁ ଆସୁଥିବା…

ଅସ୍ଥାୟୀ ଭାବେ ଭାରତରେ ବନ୍ଦ ହେବ ପ୍ରମୁଖ ସୋସିଆଲ୍ ମିଡ଼ିଆ ‘ଟେଲିଗ୍ରାମ୍ ‘ ।

ନୂଆଦିଲ୍ଲୀ: ନିଟ୍ ୟୁଜି ପୁନଃ ପରୀକ୍ଷା ପୂର୍ବରୁ କେନ୍ଦ୍ରର ବଡ଼ ନିଷ୍ପତ୍ତି। ଅସ୍ଥାୟୀ ଭାବେ ଭାରତରେ ବନ୍ଦ ହେବ ପ୍ରମୁଖ ସୋସିଆଲ୍ ମିଡ଼ିଆ 'ଟେଲିଗ୍ରାମ୍ ' । ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ବନ୍ଦ ଘୋଷଣା । ଆସନ୍ତା ୨୧ ତାରିଖରେ ନିଟ୍ ୟୁଜି-୨୦୨୬ ପୁନଃପରୀକ୍ଷା ଆୟୋଜିତ ହେବ । ଏହା ପୂର୍ବରୁ…

ପଶ୍ଚିମବଂଗ ଦିଘା ରୁ ‘ଧାମ’ ଶବ୍ଦ ଉଠିବା ପରେ ପୁରୀରେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ଗଣସମ୍ବର୍ଦ୍ଧନା

ପୁରୀ : ଜଗନ୍ନାଥ ସଂସ୍କୃତିର ସୁରକ୍ଷା ଏବଂ ଓଡ଼ିଆ ଅସ୍ମିତାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା ପାଇଁ ଦୃଢ଼ ପଦକ୍ଷେପ ନେଇଥିବାରୁ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ପୁରୀ ଟାଉନ ହଲ ଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ଭବ୍ୟ ଗଣସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।…

ସ୍ଲୋଭାକ ଗଣରାଜ୍ୟର ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସୋମବାର ଐତିହାସିକ ବ୍ରାଟିସ୍ଲାଭା ଦୁର୍ଗରେ ସ୍ଲୋଭାକ ଗଣରାଜ୍ୟର ପ୍ରଧାନମନ୍ତ୍ରୀ ରବର୍ଟ ଫିକୋ ଭବ୍ୟ ସ୍ୱାଗତ କରିଥିଲେ। ସେଠାରେ ପହଞ୍ଚିବା ପରେ ତାଙ୍କୁ ଆନୁଷ୍ଠାନିକ ସ୍ୱାଗତ କରାଯାଇଥିଲା। ଦୁଇ ନେତା ସିଧା ସଳଖ ଏବଂ…

ନିଟ୍‌ ପୁନଃପରୀକ୍ଷାର ସୁରକ୍ଷା ଏବଂ ଲଜିଷ୍ଟିକ୍ସ ପ୍ରସ୍ତୁତି ଉପରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ସଚିବ ସୋମବାର ନିଟ୍‌(ସ୍ନାତକ) ପୁନଃପରୀକ୍ଷା, ୨୦୨୬ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ବୈଠକରେ ଛାତ୍ରଛାତ୍ରୀଙ୍କ ସୁବିଧା, ସୁରକ୍ଷା ବ୍ୟବସ୍ଥା ଏବଂ ପରୀକ୍ଷା ପ୍ରକ୍ରିୟାର ବିଶ୍ୱସନୀୟତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ରେଳବାଇ…