କାନୀନ ପୁତ୍ର ରାଧେୟ

ଭଗବାନ୍ ଶ୍ରୀକୃଷ୍ଣଙ୍କ ପିତା ବସୁଦେବଙ୍କ ପିତା ଥିଲେ ଯଦୁଶ୍ରେଷ୍ଠ ସୁରସେନ l ସୁରସେନଙ୍କ ପୃଥା ନାମରେ ଏକ କନ୍ୟା ଥିଲା l ସୁରସେନଙ୍କ ପିଉସୀ ପୁଅ ଭାଇ ଥିଲେ, ନାଗରାଜ, କୁନ୍ତୀଭୋଜ l ତାଙ୍କର କୌଣସି ସନ୍ତାନ ସନ୍ତତି ନଥିବାରୁ ସେ ପୃଥାଙ୍କୁ ନିଜ ପାଳିତା କନ୍ୟା ଭାବେ ଗ୍ରହଣ କଲେ l ପୃଥା,…

ବାଣୀ ବନ୍ଦନା

ନମସ୍ତେ ମାତ ବୀଣାପାଣି l ବୀଣା ଝଂକାରେ ବେଦ ଭଣି ll ନମସ୍ତେ ମାତ ନାରାୟଣୀ l ତୁ କାବ୍ୟକଳା ଠାକୁରାଣି ll ନମସ୍ତେ ଗାୟତ୍ରୀ ସାବିତ୍ରୀ l ଗାୟତ୍ରୀ ଛନ୍ଦେ ତୋର ସ୍ତୁତି ll ନମସ୍ତେ ନମଃ ଆଦିମାତେ l କବି ଜନନୀ ନମସ୍ତୁତେ ll ନମସ୍ତେ ମାତ ତୁ ଶାରଦା l ବର ପ୍ରଦାନୀ ତୁ ବରଦା ll…

ସୁରମ୍ୟ ସ୍ବର୍ଣ୍ଣମୟୀ ଲଙ୍କା

ରାମଦୂତ ମହାବୀର ହନୁମାନ ସୀତା ଠାବକରିବା ପାଇଁ ମେଘ ସଦୃଶ ଏକ ପର୍ବତ ଆକାର ରୂପ ଧରି ମହା ବେଗରେ ଶତ ଯୋଜନ ଅତିକ୍ରମ କରି ଯାଇ ସାଗରର ଅପର ପାର୍ଶ୍ୱରେ ପହଞ୍ଚି ଗଲେ l ଲଙ୍କାର ରମଣୀୟ ବନରାଜି ତାଙ୍କର ଦୃଷ୍ଟିଗୋଚର ହେଲା l ରାକ୍ଷସ ମାନଙ୍କ ସନ୍ଦେହରେ ପଡ଼ିବେ ବୋଲି ଭାବି ସେ ନିଜର ବିଶାଳ…

ବନ୍ଦେ ପ୍ରଭୁ ହନୁମାନ

ବନ୍ଦେ ପ୍ରଭୁ ହନୁମାନ ଅଞ୍ଜନାର ବଳା l ମହା ବଳବନ୍ତ ପ୍ରଭୁ ସ୍ୱର୍ଣ୍ଣଲଙ୍କା ଜଳା ll ଜୟ ସଂକଟହରଣ ଜୟ ହେ ମାରୁତି l ପବନ ନନ୍ଦନ ତୁମ ବାୟୁବେଗ ଗତି ll ମହା ମେଘ ରୂପ ଧରି ସାଗର ଲଙ୍ଘିଲ l ଲଙ୍କାପୁର ଲଙ୍କିନିକୁ ଚାପୁଡ଼େ ମାରିଲ ll ଅଶୋକକାନନେ ପଶି ବନ ଉଜାଡ଼ିଲ l ସୀତା ଠାବକରି…

ରେଳଉପରେ କବିତା ଲିଖନ

ହଲି ହଲି ଚାଲି ବାଷ୍ପୀୟ ଶକଟ l ବିଳାଶପୂରର ହୋଇଛି ନିକଟ ll ଋଷିକେଶ ଠାରୁ ବିଳମ୍ୱେ ବହାରି l ହୋଇଅଛି ଏବେ ଦଶଘଣ୍ଟା ଡେରି ll ବୁଲି ବୁଲି ବୁଲି କେତେ ବାଟ ବୁଲି l ଚାଲିଅଛି ଯାନ ଧୀରେ ଝୁଲି ଝୁଲି ll ଯାନ ନାମ ଭାଇ କଳିଙ୍ଗ ଉତ୍କଳ l ଯାତାୟତେ କେବେ ନହୁଏ ଚଞ୍ଚଳ ll ଉତ୍କଳର ସାଥେ…

ମହନୀୟା ମନ୍ଥରା

ରାମାୟଣ ଯୁଗରେ ଆମ ଆର୍ଯ୍ୟଭୂମି ଭାରତବର୍ଷର ଉତ୍ତର ପଶ୍ଚିମ ଦିଗରେ କେକେୟ ବୋଲି ଗୋଟିଏ ଅତ୍ୟନ୍ତ ସମୃଦ୍ଧିଶାଳୀ ରାଜ୍ୟ ଥିଲା l ରାଜ୍ୟର ରାଜା ଥିଲେ ଅଶ୍ଵପତି l ସୂର୍ଯ୍ୟ ବଂଶୀ ମାନେ ରାଜତ୍ଵ କରୁ ଥିବା କୋଶଳ ସହିତ କେକେୟ ବହୁକାଳ ପର୍ଯ୍ୟନ୍ତ ମିତ୍ରତା ସୂତ୍ରରେ ଆବଦ୍ଧଥିଲା l ରାଜା…

କମଳା କାନ୍ତ ହେ କମଳା କାନ୍ତ 

କମଳାକାନ୍ତ ହେ କମଳାକାନ୍ତ l କମଳା ବଲ୍ଲଭ କଳା ସାଆନ୍ତ ll ଦଳିତ ଅଞ୍ଜନ ଚିକ୍କଣ କଳା l ସୁନ୍ଦର ବଦନ ଶ୍ରୀଚକାଡୋଳା ll କଳପ ବଟର ମୁଳରେ ବସି l ଦାରୁବ୍ରହ୍ମ ଅଛ ଲୀଳା ପ୍ରକାଶି ll କରେ ଶଙ୍ଖ ଚକ୍ର ସୁଦରଶନ l କୌମଦକୀ ଗଦା କି ଶୋଭାବନ ll ସରବ ସୌନ୍ଦର୍ଯ୍ୟ ଉପମା…

ମହାଲକ୍ଷ୍ମୀଙ୍କ ଭକ୍ତ ବଳରାମ ଦାସ

ସେଦିନ ଶ୍ରୀକ୍ଷେତ୍ରରେ ଘୋଷଯାତ୍ରା l ଭକ୍ତମାନଙ୍କ ହରିବୋଲ ଘଣ୍ଟ ଘଣ୍ଟା ଧ୍ୱନୀରେ ବଡ଼ ଦାଣ୍ଡ ଉଛୁଳି ପଡୁଛି l ମହାପ୍ରଭୁ ସଜ ହେଉଥାନ୍ତି, ଗୁଣ୍ଡିଚା ଯାତ୍ରା ପାଇଁ l ମା' ଲକ୍ଷ୍ମୀଙ୍କୁ ମହାପ୍ରଭୁ କହିଲେ, 'ଶୁଣିଲଣି ଆମେ ଭାଇ ଭଉଣୀ ରଥଚଢ଼ି ଗୁଣ୍ଡିଚା ମନ୍ଦିର ଯିବୁ ପଥରେ ମାଉସୀମାଆ ଘରେ…

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ଯୁବ ଓଡ଼ିଶା ନବୀନ ଓଡ଼ିଶା ଉଦଯାପନୀ ଉତ୍ସବ

ବୌଦ୍ଧ : ବୌଦ୍ଧ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଯୁବ ଓଡ଼ିଶା ଓ ନବୀନ ଓଡ଼ିଶା ଯୋଜନା ୨୦୨୩ ଅନ୍ତର୍ଗତ ସାଂସ୍କୃତିକ କାର୍ଯ୍ୟକ୍ରମର ଉଦଯାପନୀ ପୁରସ୍କାର ବିତରଣ ଉତ୍ସବ ମହାସମାରେହରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଜଙ୍ଗଲ ପରିବେଶ ଓ…

ଜିଲା ଦାବିରେ ଆଠଗଡ ବନ୍ଦ ସଫଳ, ଜୀବନଯାତ୍ରା ପ୍ରଭାବିତ

ଆଠଗଡ: ଆଠଗଡକୁ ଜିଲା ମାନ୍ୟତା ଦାବିରେ କ୍ରିୟାନୁଷ୍ଠାନ କମିଟିର ଆହ୍ୱାନକ୍ରମେ ଗୁରୁବାର ଡାକରା ଦିଆଯାଇଥିବା ବାରଘଣ୍ଟିଆ ଆଠଗଡ ବନ୍ଦ ସଫଳ ହୋଇଛି । ଗତକାଲିଠାରୁ ସମସ୍ତ ବଜାର କମିଟିର କର୍ମକର୍ତ୍ତା ଓ ବ୍ୟବସାୟୀମାନଙ୍କୁ ବନ୍ଦକୁ ସମର୍ଥନ କରି ଦୋକାନବଜାର ବନ୍ଦରଖିବାକୁ ନିବେଦନ କରିଥିଲେ।…