ଶରଦ ପୂର୍ଣ୍ଣିମା

ଶରଦ ପୂର୍ଣ୍ଣିମା ନିର୍ମଳ ଚନ୍ଦ୍ର l କୁଆଁରୀମାନଙ୍କ ମନ ଆନନ୍ଦ ll ଗୋଟାଥାଳି ପରି ମଲ୍ଲିଫୁଲିଆ l ଜହ୍ନିଫୁଲେ ପୁଜି ଏକ ମାସିଆ ll ବ୍ରତ କରିଛନ୍ତି କୁଆଁରୀ ମାନେ l ପତିଲାଭ ହେଉ ସ୍କନ୍ଧ ଯେସନେ ll ନିଶି ନାଥ ପ୍ରାୟେ ଚନ୍ଦ୍ର ଉଦିଆ l ଅବା ପନ୍ଦ୍ରନେତ୍ର ଦେବଙ୍କ ନାହା ll ମହାଯତି…

ସତ୍ୟେନ୍ଦ୍ର ଜୈନ ଆର୍ଥିକ ଅନିୟମିତତା ମାମଲା ଦିଲ୍ଲୀ ହାଇକୋର୍ଟରୁ କେନ୍ଦ୍ରସରକାରକୁ ଝଟକା ।

ବେନାମୀ ଆର୍ଥିକ କାରବାର ମାମଲାରେ ଇଡି ଦ୍ୱାରା ଗିରଫ ହୋଇଥିବା ଦିଲ୍ଲୀ ସରକାର ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ହାଇକୋର୍ଟରୁ ଅସ୍ବସ୍ତି ମିଳିଛି , ଏହି ମାମଲାର ଶୁଣାଣି କରିବା ପରେ ମାନ୍ୟବର ହାଇକୋର୍ଟ ଏହି ଆର୍ଥିକ ଅନିୟମିତତା ମମଲାଜୁ ରଦ୍ଦ କରି ଦେଇଛି।

ଚୌଦ୍ୱାର ରୂପଯାତ୍ରାର ନିଆରା ପରଂପରା, ‘ସୁଲତାନନଗର’ରେ ପୂଜା ପାଉଛନ୍ତି ମା’ ଲକ୍ଷ୍ମୀ

ଚୌଦ୍ୱାର: କଟକ ଏବଂ କଟକ ଉପକଣ୍ଠ ଚୌଦ୍ବାରର ଭାଇଚାରା ପରଂପରା ସାରା ରାଜ୍ୟରେ ଉଦାହରଣ ସୃଷ୍ଟି କରିଛି। କଟକର ଐତିହାସିକ ଦଶହରା ପୂଜା ଆୟୋଜନରେ ମୁସଲମାନ ସଂପ୍ରଦାୟର ବ୍ୟକ୍ତିବିଶେଷଙ୍କ ପ୍ରମୁଖ ଅବଦାନ ରହି ଆସିଥିବା ବେଳେ ଚୌଦ୍ବାର ରୂପଯାତ୍ରାରେ ସୁଲତାନ ନଗରର ଗଜଲକ୍ଷ୍ମୀ ମେଢ ଭାଇଚାରା…

ଯାଜପୁରରେ କ୍ଷେତ ପୋଖରୀ ଯୋଜନା ବିଫଳ

ଯାଜପୁର: ଚାଷୀମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ପାଇଁ ଜଳ ବିଭାଜିକା ଏବଂ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ କ୍ଷେତ ପୋଖରୀ ଯୋଜନା କରାଯାଇଥିଲା। ୨୦୧୯-୨୦ରୁ ୨୦୨୩-୨୪ ବର୍ଷ ମଧ୍ୟରେ ରାଜ୍ୟରେ ୫ ଲକ୍ଷ କ୍ଷେତ ପୋଖରୀ କରିବାକୁ ସରକାର ଲକ୍ଷ୍ୟ ରଖିଥିଲେ। ସେ ମଧ୍ୟରୁ ଏହି ୫ବର୍ଷ ମଧ୍ୟରେ…

ତ୍ରୁଟିପୂର୍ଣ୍ଣ ମଣ୍ଡି ବ୍ୟବସ୍ଥା,ଶୋଷଣର ଶିକାର ଚାଷୀ

ଜଳେଶ୍ବର: ୨୦୨୧ ମସିହା ନଭେମ୍ବର ମାସରେ ଓଡ଼ିଶା ରାଜ୍ୟ କୃଷି ବିପଣନ ସଂଶୋଧିତ ଆଇନ ସମ୍ପର୍କରେ ଗେଜେଟ୍‌ ନୋଟିଫିକେସନ୍‌ ପରେ ବାଲେଶ୍ବର ଜିଲ୍ଲାର ଚାଷୀମାନେ ବ୍ୟବସାୟୀଙ୍କ ଦ୍ବାରା ଶୋଷିତ ହେଉଥିବା ଅଭିଯୋଗ ହୋଇଛି। କେବଳ ଯେ ଚାଷୀ ଶୋଷିତ ହେଉଛନ୍ତି ତାହା ନୁହେଁ, ଉତ୍ତର ବାଲେଶ୍ବର ଅଞ୍ଚଳରେ…

ମଦ୍ୟପାନଜନିତ ସଡ଼କ ଦୁର୍ଘଟଣା ରୋକିବାକୁ ନିଶାସକ୍ତ ଗ୍ରାହକମାନଙ୍କ ପାଇଁ କ୍ୟାବ୍‌ ବ୍ୟବସ୍ଥା କରିବେ ଗୋଆ ବାର୍‌

ପାନାଜୀ: ଉପକୂଳବର୍ତ୍ତୀ ରାଜ୍ୟ ଗୋଆରେ ମଦ୍ୟପାନଜନିତ ସଡ଼କ ଦୁର୍ଘଟଣା ରୋକିବା ଲାଗି ରାଜ୍ୟ ସରକାର ଗୋଟାଏ ନୂଆ ନିୟମ ଲାଗୁ କରିବେ। ଏହି ନିୟମ ଅନୁସାରେ, ମାତାଲ ଗ୍ରାହକମାନଙ୍କୁ ସେମାନଙ୍କ ଘରେ ଛାଡ଼ି ଦେବା ପାଇଁ ବାର୍‌ ଓ ରେସ୍ତୋରାଁ ମାଲିକମାନେ କ୍ୟାବ୍‌ ବ୍ୟବସ୍ଥା କରିବେ। ଯଦି…

ବ୍ଲାକ୍‌ମେଲର୍‌ ଅର୍ଚ୍ଚନା ନାଗ ଗିରଫ ମାମଲା: ବରବାଦ୍‌ ହୋଇଯିବ ନେତାଙ୍କ ଭବିଷ୍ୟତ

ଭୁବନେଶ୍ବର: ନଗ୍ନ ଭିଡିଓ ଭାଇରାଲ୍‌ କରିବାର ଧମକରେ ବଡ଼ବଡ଼ିଆଙ୍କୁ ବ୍ଲାକ୍‌ମେଲିଂ କରିଥିବା ଅର୍ଚ୍ଚନା ନାଗ୍‌ ଗିରଫ ମାମଲା ଏବେ ରାଜ୍ୟ ରାଜନୀତିକୁ ହଲ୍‌ଚଲ୍‌ କରିରଖିଛି। ବିଭିନ୍ନ ରାଜନୈତିକ ଦଳର ନେତାମାନେ ଅର୍ଚ୍ଚନା ଅଳିନ୍ଦରେ ଅତିଥି ହୋଇଥିବାର ଫଟୋ ଓ ଭିଡିଓ ଏବେ ସମଗ୍ର ରାଜ୍ୟରେ…

ଅନ୍ୟକୁ ବାଛୁଥିଲେ, ନିଜେ ବଛାହେଲେ

ପରଦା ପଛରେ ଥାଇ କୌଣସି ଚଳଚ୍ଚିତ୍ର ପାଇଁ ନାୟିକା ପସନ୍ଦ କରିବା ଅବସରରେ ନିଜେ ସେହି କାହାଣୀର ନାୟିକା ଭାବେ ମନୋନୀତ ହେବାଠାରୁ ବଳି ଆନନ୍ଦ ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି କ୍ରମରେ ଅଭିନେତ୍ରୀ ଭୂମି ପେଡ଼ନେକରଙ୍କ ଜୟଯାତ୍ରା ବେଶ୍ ରୋଚକ। ମୁମ୍ବାଇରେ ୧୯୮୯ ଜୁଲାଇ ୧୮ରେ ଏକ…

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯୫ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ଏବେ କ୍ରମାଗତ ଶହେ ତଳେ ରହୁଛି। ଗତକାଲି ୭୯  କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ରହିଛି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷ ବୟସ୍କଙ୍କ ମଧ୍ୟରେ…

ଅସାଧାରଣ ଚଳଚ୍ଚିତ୍ର ବ୍ୟକ୍ତିତ୍ବ ଅମିତାଭ ବଚ୍ଚନଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ଭାରତର ଶ୍ରେଷ୍ଠ ଚଳଚ୍ଚିତ୍ର ବ୍ୟକ୍ତିତ୍ବମାନଙ୍କ ମଧ୍ୟରୁ ଅମିତାଭ ଜଣେ ବୋଲି କହି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଲିଉଡ୍‌ ସୁପରଷ୍ଟାର୍‌ ଅମିତାଭ ବଚ୍ଚନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି: ଅମିତାଭ ବଚ୍ଚନଙ୍କୁ…