ଖୁବ ଶୀଘ୍ର ପୂରଣ ହେବ ହାଇକୋର୍ଟ ବିଚାରପତି ପଦବୀ

ଭୁବନେଶ୍ୱର: ହାଇକୋର୍ଟରେ ବିଚାରପତିଙ୍କ ଅଭାବ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ହାଇକୋର୍ଟରେ ଖାଲି ପଡ଼ିଥିବା ବିଚାରପତି ପଦବୀ ସମ୍ପର୍କରେ ସରକାର ଅବଗତ ଅଛନ୍ତି ଏବଂ ଏହାର ସମାଧାନ ପାଇଁ କେନ୍ଦ୍ର ସହ ଆଲୋଚନା ହୋଇଥିବା ସେ କହିଛନ୍ତି। ମନ୍ତ୍ରୀଙ୍କ କହିବା…

କେନ୍ଦ୍ରୀୟ ରାଜନୀତିକୁ ଆସିବେ ଫଡନାଭିସ୍?: ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ପରେ ସ୍ପଷ୍ଟ ହେଲା ଚିତ୍ର

ନୂଆଦିଲ୍ଲୀ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କେନ୍ଦ୍ରୀୟ ରାଜନୀତିରେ ପ୍ରବେଶ କରିବା ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ କରିବା ପରେ ସେ ତାଙ୍କୁ କେନ୍ଦ୍ରୀୟ ମନ୍ତ୍ରୀ ଭାବରେ ନିଯୁକ୍ତ କରାଯିବା ନେଇ ଗୁଜବ ବିଷୟରେ ସ୍ପଷ୍ଟୀକରଣ…

ଶ୍ରୀମୟୀ ମିଶ୍ରଙ୍କ ଅଭିନିତ ଚଳଚ୍ଚିତ୍ର “ପଶାପାଲି-ଖେଳ ରାଜନୀତିର” ପୋଷ୍ଟର ଉନ୍ମୋଚନ

ଭୁବନେଶ୍ବର: ବିକଳାନନ୍ଦ କର କେବଳ ଏକ ନାଁ ନୁହେଁ ଏକ ବ୍ରାଣ୍ଡ ବୋଲି ସମସ୍ତେ ଜାଣନ୍ତି। ଯାହାଙ୍କ ରସଗୋଲା ପୃଥିବୀ ବିଖ୍ୟାତ କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ, ଏବେ ସେହି ବ୍ରାଣ୍ଡ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପ୍ରଯୋଜନା କ୍ଷେତ୍ରରେ ପାଦ ଥାପିଛି। ପ୍ରଥମ ଅବଦାନ ସ୍ୱରୂପ “ପଶାପାଲି, (ଖେଳ…

ଖୋର୍ଦ୍ଧା ଜିଲ୍ଲାର ବିଭାଗୀୟ କାର୍ଯ୍ୟକ୍ରମ ଅଗ୍ରଗତି ସମୀକ୍ଷା କଲେ ଜାତୀୟ ଅନୁସୁଚିତ ଜାତି କମିଶନ ଟିମ୍

ଖୋରଧା: ଆଜି ଅପରାହ୍ନରେ ଡ଼ଃ ପାର୍ଥ ସାରଥୀ ବିଶ୍ୱାସଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ଜାତୀୟ ଅନୁସୂଚିତ ଜାତି ଟିମ୍ ଖୋରଧା ଜିଲ୍ଲା ପରିଦର୍ଶନ କରି ଜିଲ୍ଲା କାର୍ଯ୍ୟାଳୟ ଜୟୀ ରାଜଗୁରୁ ସମ୍ମିଳନୀ କକ୍ଷରେ ସମୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କ ସହ ଅନୁସୂଚିତ ଜାତି ଯୋଜନା ଗୁଡିକ ଜିଲ୍ଲାରେ…

ଅନ୍ଧାରରେ ବାଂଲାଦେଶ!: ସାହାଯ୍ୟ ପାଇଁ ଭାରତକୁ ନିବେଦନ,

ନୂଆଦିଲ୍ଲୀ: ବଂଲାଦେଶରେ ଶକ୍ତି ସଙ୍କଟ ଏବଂ ଭାରତରୁ ସହାୟତା ପାଇଁ ଅନୁରୋଧ ସମ୍ପର୍କରେ ରିପୋର୍ଟ ଉପରେ ବୈଦେଶିକ ମନ୍ତ୍ରଣାଳୟ ପ୍ରତିକ୍ରିୟା ଦେଇଛି। ବାଂଲାଦେଶ ଗତ କିଛି ଦିନ ଧରି ଏକ ଗମ୍ଭୀର ଶକ୍ତି ସଙ୍କଟ ସହିତ ଗତି କରୁଛି, ଯାହା ଫଳରେ ମନ୍ତ୍ରୀ ଇକବାଲ ହାସନ ମହମୁଦ ଭାରତରୁ ଅଧିକ ଡିଜେଲ…

ତୃତୀୟ ଦିବସରେ ଅହୋରାତ୍ର ଧାରଣା: ଗାନ୍ଧିମାର୍ଗରେ ନ୍ୟାୟ ମାଗୁଛନ୍ତି ଶିକ୍ଷକ ଓ ଶିକ୍ଷାକର୍ମଚାରୀ

ଭୁବନେଶ୍ୱର: ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତିର ଆହ୍ୱାନ କ୍ରମେ ରାଜଧାନୀର ଗାନ୍ଧିମାର୍ଗରେ ଚାଲିଥିବା ଅହୋରାତ୍ର ଗଣଧାରଣା ଆଜି ତୃତୀୟ ଦିବସରେ ଉପନୀତ। ଗାନ୍ଧୀମାର୍ଗର ଦୃଶ୍ୟ ଯିଏ ଦେଖିବ ମୁହଁରେ ପ୍ରକାଶ କରୁ ବା ନକରୁ ରାଜ୍ୟର ଶିକ୍ଷା ଓ ଶିକ୍ଷକଙ୍କର ପ୍ରକୃତ ମାର୍ମିକ…

‘ନିଶାମୁକ୍ତ ଭାରତ ଅଭିଯାନ’ ପାଇଁ ଓମ୍ଫେଡ୍ ର ଶପଥ ଗ୍ରହଣ

ଭୁବନେଶ୍ୱର: ନିଶାମୁକ୍ତ ଭାରତ ଗଠନ ଦିଗରେ ଓମ୍ଫେଡ୍ ଏକ ପ୍ରଶଂସନୀୟ ପଦକ୍ଷେପ ନେଇଛି। ଆଜି ଭୁବନେଶ୍ୱର ସହିଦନଗରସ୍ଥିତ ଓମ୍ଫେଡ୍ ମୁଖ୍ୟାଳୟରେ ‘ନଶା ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ଏକ ସ୍ୱତନ୍ତ୍ର ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଓମ୍ଫେଡ୍‌ର ସମସ୍ତ…

ବାଲେଶ୍ୱରରେ ଗୁଞ୍ଜରିତ ହେଲା ‘ବନ୍ଦେ ମାତରମ୍’ ଧ୍ଵନି : ଦେଶପ୍ରେମ ଓ ଜାତୀୟ ଏକତାର ବାର୍ତ୍ତା ଦେଲା ସ୍ୱଦେଶ ସଂଗ୍ରାମ…

ବାଲେଶ୍ୱର, ୧୮/୦୮ (କୃଷ୍ଣ କୁମାର ମହାନ୍ତି): ସ୍ୱାଧୀନତା ଦିବସ ଅବସରରେ ବାଲେଶ୍ୱର ଓଟି ରୋଡ୍‌ସ୍ଥିତ ହୋଟେଲ ହରିପ୍ଲାଜାରେ ସ୍ୱଦେଶ ସଂଗ୍ରାମ ଫାଉଣ୍ଡେସନ୍ ପକ୍ଷରୁ ‘ବନ୍ଦେ ମାତରମ୍’ କାର୍ଯ୍ୟକ୍ରମ ଉତ୍ସାହ ଓ ଗରିମାର ସହ ଆୟୋଜିତ ହୋଇଯାଇଛି। ଦେଶପ୍ରେମ, ଜାତୀୟ ଏକତା ଏବଂ ସ୍ୱାଧୀନତା…

ସ୍ୱାଧୀନତା ଦିବସ ଉତ୍ସବରେ ଚମକିଲେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ।

ଗଜପତି,୧୮.୮(ମନୋଜ ପାଢୀ):-୮୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ପାରଳାଖେମୁଣ୍ଡିସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ବିଭିନ୍ନ କାର୍ଯ୍ୟକ୍ରମରେ ଉତ୍କୃଷ୍ଟ ପ୍ରତିଭା ପ୍ରଦର୍ଶନ କରି ବିଦ୍ୟାଳୟ ପାଇଁ ଗୌରବ ଆଣିଦେଇଛନ୍ତି।ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ…

ଚାଷୀଙ୍କ ଦୁଃଖ ବୁଝିବାକୁ ଜମିରେ ବିଧାୟକ, ଲଙ୍ଗଳ ଧରି କଲେ ଚାଷ।

ଗଜପତି,୧୮.୮(ମନୋଜ ପାଢ଼ୀ) :- ସ୍ୱାଧୀନତା ଦିବସ ଅବସରରେ ରାଜଧାନୀ କିମ୍ବା ସହରରେ ରହି ଉତ୍ସବ ପାଳନ କରିବା ପରିବର୍ତ୍ତେ ଆଦିବାସୀ ଅଧ୍ୟୁଷିତ ଗ୍ରାମାଞ୍ଚଳକୁ ଯାଇ ସାଧାରଣ ଲୋକଙ୍କ ସହ ସମୟ ବିତାଇ ସେମାନଙ୍କର ସୁଖଦୁଃଖ ବୁଝି ଚର୍ଚ୍ଚାରେ ରହିଛନ୍ତି ପାରଳାଖେମୁଣ୍ଡି ବିଧାୟକ ଇଂ ରୂପେଶ କୁମାର…