ସଂଘ ପ୍ରତିଷ୍ଠା ଉଚ୍ଛବ ବିଜୟା ଦଶମୀ ପାଳିତ
ପୋଲସରା : ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ପୋଲସରା ଖଣ୍ଡ ଅନ୍ତର୍ଗତ ଚି.ଶାସନ ଶ୍ରୀ ତୁମ୍ବେଶ୍ଵର ପ୍ରଭାତ ଶାଖାରେ ବିଜୟା ଦଶମୀ (ସଂଘ ପ୍ରତିଷ୍ଠା )ଉଚ୍ଛବ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଉକ୍ତ ଗ୍ରାମର ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜେନା ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ସଂଘର…