ଉପାନ୍ତ ପ୍ରହରୀଙ୍କ ଦ୍ୱାରା ‘କଥାମୃତ’ ପୁସ୍ତିକା ଉନ୍ମୋଚନ ।
ଗଜପତି, ତା.୩୧.୦୭.୨୦୨୬:(ମନୋଜ ପାଢ଼ୀ)-: ସମାଜସେବୀ ଲେଖକ ଶ୍ରୀ ଲାଜର ଲିମାଙ୍କ ରଚିତ ‘କଥାମ୍ବୃତ’ ପୁସ୍ତିକା ଆଜି ଗଜପତି ଜିଲ୍ଲାର ଉପାନ୍ତ ପ୍ରହରୀ ଶ୍ରୀ ପୁର୍ଣ୍ଣ ଚନ୍ଦ୍ର ମହାପାତ୍ର(ଓ.ଏ.ଏସ)(୧)ଅବସର ପ୍ରାପ୍ତ ତହସିଲ୍ ଦାର୍ ,ବରିଷ୍ଠ ସମାଜସେବୀ ଓ ଇତିହାସ ଲେଖକଙ୍କ କର କମଳରେ ଉନ୍ମୋଚିତ…