ପିଏମ୍-ସେତୁ: ଓଡ଼ିଶାର ୫ ଆଇଟିଆଇ ପାଇଁ ୨୪୦ କୋଟି ମଞ୍ଜୁର
ଭୁବନେଶ୍ଵର: ପିଏମ୍-ସେତୁ ଅଧୀନରେ ଓଡ଼ିଶାର ୫ ଆଇଟିଆଇ ବିକାଶ ପାଇଁ କେନ୍ଦ୍ର ସରକାର ୨୪୦ କୋଟି ୫୦ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି। କଟକ ସରକାରୀ ଆଇଟିଆଇ ହେବ କ୍ଲଷ୍ଟରର ମୁଖ୍ୟକେନ୍ଦ୍ର। ପିଏମ୍-ସେତୁ କାର୍ଯ୍ୟକ୍ରମର ୬ଷ୍ଠ ଜାତୀୟ ଷ୍ଟିଅରିଂ କମିଟି ବୈଠକରେ ଏହି ନିଷ୍ପତ୍ତି…