ନୂଆ ଟିମ୍ ଘୋଷଣା କଲେ ନୀତିନ ନବୀନ: ବୈଜୟନ୍ତ ପଣ୍ଡା ଏବଂ ସମ୍ବିତ ପାତ୍ରଙ୍କୁ ବଡ଼ ଦାୟିତ୍ଵ
ନୂଆଦିଲ୍ଲୀ: ବିଜେପି ସଭାପତି ନୀତିନ ନବୀନ ନୂଆ ଟିମ୍ ଘୋଷଣା କରିଛନ୍ତି। ବୈଜୟନ୍ତ ପଣ୍ଡାକୁ ପୁଣିଥରେ ବଡ଼ ଦାୟିତ୍ଵ ମିଳିଛି। ବୈଜୟନ୍ତଙ୍କୁ ଉପ-ସଭାପତି ଭାବରେ ନିଯୁକ୍ତ କରାଯାଇଛି। ସେହିଭଳି ପୁରୀ ସାଂସଦ ଡା ସମ୍ବିତ ପାତ୍ରଙ୍କୁ ଉତ୍ତର-ପୂର୍ବ ସଂଯୋଜକ ଭାବରେ ନିଯୁକ୍ତି ମିଳିଛି। ସ୍ମୃତି…