ବ୍ରାହ୍ମଣୀ, ଖରସ୍ରୋତା ଓ କାଣୀ ନଦୀରେ ତୃତୀୟ ବନ୍ୟା :ଆଳି ଧୋୟା ଅଞ୍ଚଳର ୧୦ଟି ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ

ଭୁବନେଶ୍ୱର : ବ୍ରାହ୍ମଣୀ, ଖରସ୍ରୋତା ଓ କାଣୀ ନଦୀରେ ତୃତୀୟ ବନ୍ୟା। ପାଣି ଘେରରେ ୧୬ ପଞ୍ଚାୟତ। ହୁଲି ଡଙ୍ଗା ହିଁ ଭରସା। କେନ୍ଦ୍ରାପଡା ଜିଲ୍ଲା ଆଳିର ବ୍ରାହ୍ମଣୀ, ଖରସ୍ରୋତା ଓ କାଣୀ ନଦୀରେ ବନ୍ୟା ଆସି ୧୬ ପଞ୍ଚାୟତ ଜଳମଗ୍ନ ହୋଇଛି। ଆଳି ଧୋୟା ଅଞ୍ଚଳର ୧୦ଟି ପଞ୍ଚାୟତ ବାହ୍ୟ ଜଗତରୁ…

ଶ୍ରାବଣ ସୋମବାରରେ କାଉଡ଼ିଆଙ୍କ ମୃତ୍ୟୁ, ଜଳଲାଗି କରିବାର କିଛି ସମୟ ପରେ ଚାଲିଗଲା ଜୀବନ

କନ୍ଧମାଳ : ଶ୍ରାବଣ ସୋମବାରରେ କାଉଡିଆଙ୍କ ମୃତ୍ୟୁ। ମହାଦେବଙ୍କ ପାଖରେ ଜଳଲାଗି ପରେ ଘରକୁ ଫେରିବା ସମୟରେ ଚାଲିଗଲା ଜୀବନ। କନ୍ଧମାଳ ଜିଲ୍ଲା ରାଇକିଆର ଲିଚୁ ବିନ୍ଧାଣି ଗଞ୍ଜାମ ଜିଲ୍ଲା ଆସିକା ନିକଟ ଋଷିକୂଲ୍ୟା ନଦୀକୁ ଜଳ ସଂଗ୍ରହ ପାଇଁ ଆସିଥିଲେ। ସଙ୍ଗମ ସ୍ଥଳରୁ ଜଳ ନେଇ କବିସୂର୍ଯ୍ୟନଗର…

ସମାଜ ର ନୂଆ ସଂପାଦକ ହେଲେ ବାମାପଦ ତ୍ରିପାଠୀ, ଗୋପୀନାଥ ବାରିକ ମୁଖ୍ୟ ପରିଚାଳକ

କଟକ: ଓଡିଶାର ପ୍ରତିଷ୍ଠିତ ଦୈନିକ ଖବରକାଗଜ ସମାଜର ସଂପାଦକ ହେଲେ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ବାମାପଦ ତ୍ରିପାଠୀ। ଗତକାଲି ରବିବାର ଦିନ ସେ ସଂପାଦକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଏହି ଦାୟିତ୍ବରେ ଅନ୍ୟତମ ସାମ୍ବାଦିକ ଶ୍ରୀଯୁକ୍ତ ତପନ ମିଶ୍ର କାର୍ଯ୍ୟ କରୁଥିଲେ। ଗୋପବନ୍ଧୁ ଭବନରେ…

ଜଳବନ୍ଦୀ ପ୍ରବଣ ଅଞ୍ଚଳଗୁଡ଼ିକରେ ଟ୍ରେନ୍ ଚଳାଚଳ ସୁଗମ କରିବା ପାଇଁ ରେଳ ମନ୍ତ୍ରୀଙ୍କ ସମୀକ୍ଷା

ନୂଆଦିଲ୍ଲୀ: ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୂର୍ବ ଉପକୂଳ ବର୍ତ୍ତୀ ଅଞ୍ଚଳରେ ହେଉଥିବା ବର୍ଷା ଏବଂ ରେଳ ପରିଚାଳନା ସ୍ଥିତିର ସମୀକ୍ଷା କରିଛନ୍ତି। ଜଳବନ୍ଦୀ ପ୍ରବଣ ଅଞ୍ଚଳଗୁଡ଼ିକ ଉପରେ ନଜର ରଖିବା ସହ ଟ୍ରେନ୍ ଚଳାଚଳକୁ ସୁଗମ ଭାବେ ଜାରି ରଖିବା ପାଇଁ ଦକ୍ଷିଣ ପୂର୍ବ ରେଳପଥର…

ଛାତ୍ରଛାତ୍ରୀମାନଙ୍କ ନିକଟରେ ମୁଣ୍ଡ ନୁଆଁଇଲେ ଝାଡ଼ଖଣ୍ଡ ସରକାର!: ରଦ୍ଦ ହେବ ୧୪ତମ JPSC ପରୀକ୍ଷା

ନୂଆଦିଲ୍ଲୀ: ରାଞ୍ଚିରେ JPSC-JSSC ପରୀକ୍ଷାର୍ଥୀଙ୍କ ବିରୋଧ ମଧ୍ୟରେ ଝାଡ଼ଖଣ୍ଡ ମନ୍ତ୍ରୀ ଦୀପିକା ପାଣ୍ଡେ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଛାତ୍ରଛାତ୍ରୀମାନଙ୍କର ସମସ୍ତ ନ୍ୟାୟପୂର୍ଣ୍ଣ ଦାବି ପୂରଣ ପାଇଁ ନିରନ୍ତର ପ୍ରୟାସ କରାଯାଉଛି। ଛାତ୍ରଛାତ୍ରୀମାନଙ୍କ ସହିତ ଦୁଇ…

ବଢ଼ିଲା ବନ୍ୟା ବିତ୍ପାତ ; ବ୍ରାହ୍ମଣୀରେ ବନ୍ୟା, ଖସୁନି ବୈତରଣୀ

ଭୁବନେଶ୍ବର : ଆଗକୁ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ନେଇ ବାଲେଶ୍ବର, ଭଦ୍ରକ ଏବଂ ଯାଜପୁର ଜିଲା ପାଇଁ ଆସନ୍ତା ୨ଦିନ ଗୁରୁତ୍ବପୂର୍ଣ୍ଣ। ଏହି ତିନି ଜିଲାରେ ବନ୍ୟାସ୍ଥିତି ଅନୁଧ୍ୟାନ ଓ ପରିଚାଳନାରେ ସମ୍ପୃକ୍ତ ଜିଲାର ଜିଲାପାଳଙ୍କ ପରାମର୍ଶ ଓ ସହଯୋଗ କରିବା ପାଇଁ ରାଜ୍ୟ ସରକାର ୩ଜଣ…

ଯାଜପୁରରେ ପ୍ରକୃତିର ତାଣ୍ଡବ ; ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ

ଯାଜପୁର : ଯାଜପୁର ଧର୍ମଶାଳାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୋମବାର ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି। ଯାଜପୁରରେ ପ୍ରକୃତିର ତାଣ୍ଡବ ସହ ବନ୍ୟାର ବିତ୍ପାତ ଦେଖାଯାଇଛି। ଜଳବନ୍ଦୀରେ ଅନେକ ଗାଁ। ଦଶରଥପୁରରେ ପହଞ୍ଚି ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି। ବୈତରଣୀ ଓ ବ୍ରାହ୍ମଣୀର ବନ୍ୟାରେ…

ବକେୟା ବିଲ୍ ପୈଠ କଲାନି ପଞ୍ଚାୟତ; ବିଦ୍ୟୁତ କାଟିଲା ବିଭାଗ, ରାଶନ ହିତାଧିକାରୀ ହନ୍ତସନ୍ତ

ମୋହନା,୧୭ା୮( ମନୋଜ ପାଢ଼ୀ): ବିଦ୍ୟୁତ ବକେୟା ପାଇଁ ପଞ୍ଚାୟତର ବିଦ୍ୟୁତ ସଂଯୋଗ କାଟିଲା ବିଦ୍ୟୁତ ବିଭାଗ । ଆଉ ବିଦ୍ୟୁତ ନଥିବାରୁ ଠପ୍‌ ହୋଇଗଲା ରାଶନ ବଣ୍ଟନ। ଫଳରେ ରାଶନ ପାଇଁ ହିତାଧିକାରୀ ହନ୍ତସନ୍ତ ହେଉଛନ୍ତି । ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ…

ପ୍ରଶ୍ନପତ୍ର ତ୍ରୁଟି ପରେ NTAର ବଡ଼ ନିଷ୍ପତ୍ତି, ହେବ ପୁନଃ ପରୀକ୍ଷା

ନୂଆଦିଲ୍ଲୀ: NTA ଦ୍ୱାରା ପରିଚାଳିତ UGC NET ପରୀକ୍ଷାକୁ ନେଇ ସାମ୍ନାକୁ ଆସିଛି ବଡ଼ ଖବର। ପ୍ରଶ୍ନପତ୍ରରେ ତ୍ରୁଟି ନେଇ ଅନେକ ଅଭିଯୋଗ ଆସିବା ପରେ କିଛି ବିଷୟରେ ପୁନଃ ପରୀକ୍ଷା କରାଇବାକୁ ନିଷ୍ପତ୍ତି ନେଇଛି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA)। NTAର ଘୋଷଣା ଅନୁସାରେ, ସେପ୍ଟେମ୍ବର ୯…

ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥିରେ ୨୧ ଫୁଟ ଉଚ୍ଚ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ଗୃହମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ରାଜସ୍ଥାନର ଚିତ୍ତୋଡ଼ଗଡ଼ଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ତାଙ୍କର ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି। ଏହାସହିତ କେନ୍ଦ୍ର ଗୃହମନ୍ତ୍ରୀ ରାଜସ୍ଥାନ ସରକାରଙ୍କ ବିଭିନ୍ନ…