ପରମାଣୁ ଯୁଦ୍ଧ ଆଶଙ୍କା ମଧ୍ୟରେ ଆଣବିକ ସମରାଭ୍ୟାସ କରିବାକୁ ରୁଷର ଘୋଷଣା

ମସ୍କୋ : ୟୁକ୍ରେନ ଯୁଦ୍ଧରେ ଆଣବିକ ବୋମାର ପ୍ରୟୋଗ ଆଶଙ୍କା ମଧ୍ୟରେ ରୁଷ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ନିଜର ଆଣବିକ ବାହିନୀର ସମରାଭ୍ୟାସ କରିବ । ଏ ନେଇ ରୁଷ ପକ୍ଷରୁ ଆମେରିକାକୁ ଅବଗତ କରାଯାଇଛି । ରୁଷ ଓ ଆମେରିକା ମଧ୍ୟରେ ହୋଇଥିବା ଷ୍ଟାର୍ଟ ଚୁକ୍ତି ଅନୁସାରେ ଉଭୟ…

ନକଲି ଔଷଧ କାରବାର ମାମଲା: ପୁଣି ୨ ଅଭିଯୁକ୍ତ ଗିରଫ, ୮ ହଜାର ଷ୍ଟ୍ରିପ ନକଲି ଟେଲମା୪୦ ଜବତ

କଟକ: ନକଲି ଔଷଧ କାରବାର ମାମଲାରେ କଟକ କମିସନରେଟ ପୁଲିସ କଟକରୁ ଆଉ ଦୁଇ ଜଣକୁ ଗିରଫ କରିଛି। ନୟାସଡ଼କ ଏବଂ ନିମଚଉଡି ଅଞ୍ଚଳରେ ଦୁଇ ଷ୍ଟକିଷ୍ଟି ସିବ କୁମାର କୟାଲ ଓ ମହେନ୍ଦ୍ର କୁମାର ମୋଦୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୮ ହଜାର ଷ୍ଟ୍ରିପ ନକଲି ଟେଲମା୪୦ ଔଷଧ ଜବତ କରାଯାଇଛି,…

ସୋନାଲିଙ୍କ ପାନୀୟରେ କିଛି ମିଶାଇ ଜବରଦସ୍ତ ପିଆଇ ଦିଆଯାଇଥିଲା: ପୁଲିସ

ପାଣାଜୀ :ବିଜେପି ନେତ୍ରୀ ତଥା ସୋସିଆଲ ମିଡିଆ ତାରକା ସୋନାଲି ଫୋଗାଟଙ୍କ ମୃତ୍ୟୁ ମାମଲାରେ ପୁଲିସ ଏକ ବଡ ଖୁଲାସା କରିଛି। ସୋନାଲି ଫୋଗାଟଙ୍କ ପାନୀୟରେ କିଛି ମିଶ୍ରିତ କରାଯାଇଥିଲା ବୋଲି ଗୋଆ ପୁଲିସ ଦାବି କରିଛି। କେବଳ ଏତିକି ନୁହେଁ, ପୁଲିସ କହିଛି ଯେ, ଏପରି କରିଥିବା ଦୁଇ ଜଣଙ୍କୁ ଶୀଘ୍ର…

କେନ୍ଦ୍ରାପଡାରେ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ କ୍ୟାରିଅର କାଉନସେଲିଂ

କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଏକ କ୍ୟାରିଅର କାଉନସେଲିଂ ସଭା ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଦାୟୀତ୍ୱରେ ଥିବା ରସାୟନ ବିଭାଗର ମୁଖ୍ୟ ଡଃ. ଦେବେନ୍ଦ୍ର ଗୋଛାୟତ ଏହି ସଭାରେ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ…

ଜୟ ଜୟ ବୈଷ୍ନୋଦେବୀ

ଜୟଜୟ ବୈଷ୍ନୋଦେବୀ ପରମ ବୈଷ୍ଣବୀ l ହିମାଦ୍ରୀକନ୍ଦରେ ବିଜେ ମାଆ ମହାଦେବୀ ll କାଳୀ, ଲକ୍ଷ୍ମୀ, ସରସ୍ବତୀ, ତ୍ରି ଶକ୍ତି ରୂପରେ l ବାସ ତୋ'ର ମାତା ଗିରି ଗୁହା ଅନ୍ଧକାରେ ll ମୋଡ଼ି,ମୋଡ଼ି,ପାହାଡ଼ିଆ ଉଚ୍ଚରାସ୍ତା ଚଢ଼ି l ସର୍ପିଳ ରାସ୍ତାରେ ଭକ୍ତେ, ପିପିଲିକା ଧାଡ଼ି ll କେତେ…

ଶ୍ରୀରାମଙ୍କ ବୈଷ୍ଣବଧନୁ ପ୍ରାପ୍ତି

ପ୍ରଭୁ ଶ୍ରୀରାମଙ୍କ ଚଉଦ ବର୍ଷ ବନବାସ ଅବଧିରୁ ଦଶବର୍ଷ କଟି ଯାଇ ଥାଏ l ଦଣ୍ଡକ ବନରେ ପ୍ରଭୁ ଦିନେ ଭ୍ରମଣ କରୁ କରୁ ଯାଇ ମହର୍ଷି ସୁତୀକ୍ଷ୍ମଙ୍କ ଆଶ୍ରମରେ ପହଞ୍ଚିଲେ l ଶ୍ରୀରାମ ସେଠାରେ କିଛି ଦିନ ରହି,ଦିନେ ମୁନି ସୁତୀକ୍ଷ୍ମଙ୍କୁ ପଚାରିଲେ,ହେ ମହାଭାଗ ! ଏହି ଅରଣ୍ୟରେ ମୁଁ ମହର୍ଷି…

ସୂର୍ଯ୍ୟପରାଗ ପାଇଁ ବନ୍ଦ ରହିବ ଘଟଗାଁ ମା ତାରିଣୀ ମନ୍ଦିର

ଆସନ୍ତା ୨୫ ତାରିଖ ସୂର୍ଯ୍ୟପରାଗ ପାଇଁ  କେନ୍ଦୁଝର ଜିଲ୍ଲା ଘଟଗାଁ ସ୍ଥିତ ମା ତାରିଣୀ ମନ୍ଦିର ବନ୍ଦ ରହିବ । ୨୪ ତାରିଖ ସନ୍ଧ୍ୟା ଆଳତୀ ପରେ ମନ୍ଦିର ବନ୍ଦ ରହିବ ବୋଲି ସ୍ଥିର କରାଯାଇଛି । ୨୬ ତାରିଖ ପ୍ରାତଃ ସମୟରେ ମାଙ୍କ ଦୈନନ୍ଦିନ ନୀତିକାନ୍ତି ସ୍ନାନ, ମାଜଣା, ବଡ଼ସିଂହାର ବେଶ ସମ୍ପନ୍ନ…

ମିଠା ଦୋକାନରେ ଅଗ୍ନିକାଣ୍ଡ: ଜଣେ ମୃତ, ୨ ଆହତ

ରାଉରକେଲା: ଧନତେରସ ଓ ଦୀପାବଳୀ ପାଇଁ ମିଠା ଦୋକାନରେ ମିଠା ତିଆରି ବେଳେ ଅଗ୍ନିକାଣ୍ଡ ଘଟି ଜଣେ କାରିଗରଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇଜଣ କର୍ମଚାରୀ ଆହତ ହୋଇଛନ୍ତି। ପାନପୋଷ ଛକ ନିକଟରେ ଥିବା ଓମ୍‌ ସୁଇଟସ ଦୋକାନରେ ଏହି ଅଘଟଣ ଘଟିଛି। ଗ୍ୟାସ ଲିକ୍‌ରୁ ଅଗ୍ନିକାଣ୍ଡ ଘଟିଥିବା…

ଅଯୋଧ୍ୟାରେ ରବିବାର ଭବ୍ୟ ଦୀପୋତ୍ସବ ସମାରୋହ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଳୀ :  ଦୀପାବଳିର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର (ଆସନ୍ତାକାଲି) ଉତ୍ତର ପ୍ରଦେଶର ଅଯୋଧ୍ୟା ଗସ୍ତରେ ଯିବେ । ଅପରାହ୍ନରେ ପ୍ରଧାନମନ୍ତ୍ରୀ ବିରାଜମାନ ପ୍ରଭୁ ଶ୍ରୀରାମ ଲାଲାଙ୍କ ଦର୍ଶନ ଓ ପୂଜା କରିବା ପରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ପରିସର…

କୂଅରେପଡି ଶିଶୁ ମୃତ୍ୟୁ ଘଟଣା : ବିଭିନ୍ନ ସ୍ତରରୁ ତଦନ୍ତ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ଥାନା ଅର୍ନ୍ତଗତ ତଳଗାଁ ପଂଚାୟତ ଗୋଛାବାରି ଗ୍ରାମରେ ଶୁକ୍ରବାର କୂଅରେ ପଡି ଶୁଭଙ୍କର ପ୍ରଧାନ (୪ବର୍ଷ୪ମାସ) ବୟସର ଜଣେ ପ୍ରାକ୍ ବିଦ୍ୟାଳୟ ତଥା ଅଙ୍ଗନୱାଡିରେ  ପାଠପଢୁଥିବା ଶିଶୁର ମୃତ୍ୟୁ ଘଟିଥିଲା । ଏଭଳି ସ୍ପର୍ଶକାତର ଘଟଣା ପରେ ବୌଦ୍ଧ ଉପଜିଲ୍ଲାପାଳ…