ଭାରତ-ଚୀନ୍ କାରବାର ୧୦,୦୦୦ କୋଟି ଡଲାର ଟପିଲା

ନୂଆଦିଲ୍ଲୀ: ଚଳିତ ବର୍ଷର ପ୍ରଥମ ନଅ ମାସରେ ଭାରତ ଓ ଚୀନ୍ ମଧ୍ୟରେ ଦ୍ବିପାକ୍ଷିକ କାରବାର ୧୦,୦୦୦ କୋଟି ଡଲାରରୁ ଅଧିକ ହୋଇଛି। ଭାରତକୁ ଚୀନ୍‌ର ରପ୍ତାନି ୩୧ ପ୍ରତିଶତ ବୃଦ୍ଧି ପାଇ ୮୯୬୬ କୋଟି ଡଲାର ହୋଇଥିବା ବେଳେ ଚୀନ୍‌କୁ ଭାରତର ରପ୍ତାନି ୩୬ ପ୍ରତିଶତ ହ୍ରାସ ପାଇ ମାତ୍ର ୧୩୯୭…

ରୁପା କଢ଼ାଯାଇ ସମ୍ପୂର୍ଣ୍ଣ ସୁନା ଛାଉଣି ହେଲା କେଦାରନାଥ ମନ୍ଦିରର ଗର୍ଭଗୃହ

ଡେରାଡୁନ୍‌: ବୁଧବାର ଦିନ ପରମ ଆରାଧ୍ୟ କେଦାରନାଥଙ୍କ ମନ୍ଦିରର ଗର୍ଭଗୃହର ସୁନା ଛାଉଣି କାର୍ଯ୍ୟ ଶେଷ ହୋଇଛି। ଦୀପାବଳିର କିଛି ଦିନ ପୂର୍ବରୁ ଏହି କାର୍ଯ୍ୟ ଆରମ୍ଭ ହୋଇଥିଲା। ଭାରତର ପ୍ରତ୍ନତାତ୍ତ୍ବିକ ସର୍ଭେର ଦୁଇଜଣ ଉଚ୍ଚସ୍ତରୀୟ ଅଧିକାରୀଙ୍କ ତତ୍ତ୍ବାବଧାନରେ ୧୯ଜଣ ଶ୍ରମିକ ସୁନା…

ପ୍ରେମିକା ବନାଇବାକୁ ରାସ୍ତା କଡ଼ରେ ବଡ଼ ଫଟୋ ଲଗାଇ ‘ଡେଟ୍‌ ମି’ ବୋଲି ଲେଖି ଚର୍ଚ୍ଚାରେ ଯୁବକ

ମୁମ୍ବାଇ: ଆଜିକାଲି ପିଲା ସ୍କୁଲ୍‌ ସମୟରୁ ହିଁ ଡେଟିଂ ଆରମ୍ଭ କରି ଦେଉଛନ୍ତି। ମାତ୍ର ଯେ‌ତେବେଳେ ୨୩ ବର୍ଷ ହେବା ପରେ ବି ଜଣେ ଯୁବକ ଡେଟିଂରେ ଯାଇପାରିନାହାନ୍ତି ତ ସେ ଏକ ନିଆରା ଉପାୟ ଆପଣେଛନ୍ତି। ସେ ତାଙ୍କ ସହ ଡେଟ୍‌ରେ ଯିବାକୁ ଏକ ବିଜ୍ଞାପନ ଦେଇଛନ୍ତି। ଯୁବକ ଜଣକ ଏକ ବିଲ୍‌ ବୋର୍ଡ…

ଜୟା ବଚ୍ଚନଙ୍କ ମିମିକ୍ରି କରି ଭାଇରାଲ୍‌ ହେଲେ ମହିଳା

ମୁମ୍ବାଇ: ସୋସିଆଲ୍‌ ମିଡିଆରେ ବଲିଉଡ୍‌ ଅଭିନେତା ଅଭିନେତ୍ରୀମାନଙ୍କର ଅନେକ ଭିଡିଓ ଆପଣ ଦେଖିଥିବେ। ସେମାନଙ୍କ କଥା କହିବାର ଶୈଳୀ ଅନେକ ସମୟରେ ଲୋକଙ୍କ ମନକୁ ଛୁଇଁ ଥାଏ ତ ପୁଣି କେବେ ଲୋକଙ୍କୁ ଖରାପ ବି ଲାଗିଥାଏ। ସେମାନଙ୍କୁ କିଛି ‌ଲୋକ ଅନୁକରଣ ବି କରିଥାନ୍ତି। କିଛି ଡିଜିଟାଲ୍‌…

ଅମିତ ଶାହଙ୍କ ‘ଚିନ୍ତନ ଶିବିର’ରେ ଯୋଗ ଦେବେ ନାହିଁ ମମତା ବାନାର୍ଜୀ

କୋଲ୍‌କାତା: ଗୃହ ବିଭାଗ ଦାୟିତ୍ବରେ ଥିବା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହରିୟାଣାର ସୂରଜକୁଣ୍ଡରେ କେନ୍ଦ୍ର ସରକାର ଆହୂତ କରିଥିବା ରାଜ୍ୟ ଗୃହମନ୍ତ୍ରୀଙ୍କ ଦୁଇଦିନିଆ ସମାବେଶ ‘ଚିନ୍ତନ ଶିବିର’ରେ ଯୋଗ ଦେବେନାହିଁ। ପଶ୍ଚିମବଙ୍ଗ ସରକାରଙ୍କର ଜଣେ ଉଚ୍ଚସ୍ତରୀୟ ଅଧିକାରୀ କହିଛନ୍ତି,…

ବାଇକ୍ ଓ ପିକଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା: ଚାଲିଗଲା ବାପ ଓ ଝିଅଙ୍କ ଜୀବନ

କଟକ: ଗତକାଲି ବିଳମ୍ବିତ ରାତିରେ କଟକ-ଚାନ୍ଦବାଲି ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଜଗତପୁର ଥାନା କାଜି ବଜାର ନିକଟରେ ବାଇକ୍ ଓ ପିକଅପ୍ ଭ୍ୟାନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଘଟଣାରେ ଦୁଇ ଜଣଙ୍କର ମୃତ୍ୟଚ ଘଟିଛି। ମିଳିଥିବା ସୂଚନା ମୁତାବକ ସତ୍ୟଭାମାପୁର…

ଏଆର୍‌ସିଏସ୍‌ଙ୍କୁ ପ୍ରାଣାନ୍ତକ ଆକ୍ରମଣ, କାର୍ଯ୍ୟାଳୟ ଭଙ୍ଗାରୁଜା

ଆଠଗଡ଼: ଆଠଗଡ଼ସ୍ଥିତ ସହକାରୀ ନିବନ୍ଧକ ସମବାୟ ସମିତି ସମୂହ (ଏଆର୍‌ସିଏସ୍‌) ଅଶୋକ କୁମାର ପାଣିଙ୍କୁ ଆଜି ତାଙ୍କ କାର୍ଯ୍ୟାଳୟ ପରିସରରେ ପ୍ରାଣାନ୍ତକ ଆକ୍ରମଣ କରାଯାଇଛି। ଅପରାହ୍ଣରେ ବଡ଼ମ୍ବା ବ୍ଲକ୍‌ ଗୋପପୁର ସେବା ସମବାୟ ସମିତି ସମ୍ପାଦକ ସୂର୍ଯ୍ୟମଣି ସାମନ୍ତରାୟ ଏଆରସିଏସ୍‌ଙ୍କ…

ବାଧା ଦେବା ପରିବର୍ତ୍ତେ ସ୍ତ୍ରୀ ଫାଶୀ ଦେବା ଦୃଶ୍ୟ ସୁଟିଙ୍ଗ୍‌ କରି ପରିବାର ଲୋକଙ୍କୁ ଦେଖାଇଲେ ସ୍ବାମୀ

କାନପୁର: ଫାଶୀ ଦେଉଥିବା ସ୍ତ୍ରୀକୁ ବାଧା ନ ଦେଇ ତାଙ୍କ ଆତ୍ମହତ୍ୟାକାଳୀନ ଦୃଶ୍ୟର ଭିଡିଓ ଉତ୍ତୋଳନ କରି ଉତ୍ତର ପ୍ରଦେଶର ଜଣେ ବ୍ୟକ୍ତି ପରିବାର ଲୋକଙ୍କୁ ଦେଖାଇଥିବା କଥା ‘ଏନ୍‌ଡିଟିଭି’ ରିପୋର୍ଟ କରିଛି। ସଂଗୃହୀତ ତଥ୍ୟ ଅନୁସାରେ, ସଞ୍ଜୟ ଓ ଶୋବିତା ଗୁପ୍ତା ୪ ବର୍ଷ ହେବ ବିବାହ…

ବଦଳିବ ସ୍ବାସ୍ଥ୍ୟ ଭିତ୍ତିଭୂମି: ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଲେ ରାଜ୍ୟ ସରକାର; ନିର୍ମାଣ ହେବ ୩୩୮ ଡାକ୍ତରଖାନା ଓ…

ଭୁବନେଶ୍ବର: ରାଜ୍ୟର ସ୍ବାସ୍ଥ୍ୟ ଭିତ୍ତିଭୂମି‌ରେ ଉନ୍ନତି ଆସିବ। ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ଲୋକଙ୍କୁ ସହଜରେ ସ୍ବାସ୍ଥ୍ୟ ସେବା ମିଳିବ। ଉପାନ୍ତ ଓ ଦୁର୍ଗମ ଅଞ୍ଚଳରେ ଥିବା ଅସୁବିଧାକୁ ଦୂର କରିବା ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି। ଏଥି ପାଇଁ ସରକାର ଆଗାମୀ…

ଦିଲ୍ଲୀରେ ପାର୍କିଂକୁ ନେଇ ଝଗଡ଼ା; ବିଚ୍‌ ରାସ୍ତା ଉପରେ ଯୁବକଙ୍କୁ ପିଟିପିଟି ହତ୍ୟା: ଭିଡିଓ ହେଲା ଭାଇରାଲ

ନୂଆଦିଲ୍ଲୀ: ଦିଲ୍ଲୀ ଉପକଣ୍ଠ ଗାଜିଆବାଦ ଅଞ୍ଚଳରେ ଥିବା ଏକ ଭୋଜନାଳୟ ବାହାରେ ଗାଡ଼ି ପାର୍କିଂକୁ ନେଇ ଦୁଇ ପକ୍ଷଙ୍କ ମଧ୍ୟରେ ଯୁକ୍ତିତର୍କ ପରେ ଝଗଡ଼ା ହେବାରୁ ଗତକାଲି (ମଙ୍ଗଳବାର) ରାତିରେ ଜଣେ ୩୫ ବର୍ଷିୟ ଯୁବକଙ୍କୁ ବିଚ୍‌ ରାସ୍ତା ଉପରେ ନିର୍ମମ ଭାବେ ପିଟିପିଟି ହତ୍ୟା କରାଯାଇଛି। ଜଣେ…