ଛଟ୍ ପୂଜା ପାଇଁ ପ୍ରସାଦ ପ୍ରସ୍ତୁତି ବେଳେ ଲିକ୍ ହେଲା ଗ୍ୟାସ୍; ଅଗ୍ନିକାଣ୍ଡରେ ୩୦ରୁ ଊର୍ଧ୍ବ ଆହତ
ଔରଙ୍ଗାବାଦ୍: ବିହାର ଔରଙ୍ଗାବାଦ୍ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଏକ ୨ ମହଲା ବିଶିଷ୍ଟ ଘରେ ଗ୍ୟାସ୍ ସିଲିଣ୍ଡର୍ ବସ୍ଫୋରଣ ଘଟିବାରୁ ୭ ଜଣ ପୁଲିସ୍ଙ୍କ ସମେତ ସମୁଦାୟ ୩୦ ଜଣ ଆହତ ହୋଇଛନ୍ତି। ଏହି ଦୁଇ ମହଲା କୋଠାଟି ସହରର ଓଡ଼ିଆ ଗଳିସ୍ଥିତ ଏକ ଅଣଓସାରିଆ ରାସ୍ତାରେ ଥିବା…