ଝିଅ ହେବା ପୂର୍ବରୁ ‘ସୁପର ଡ୍ୟାନ୍ସ-୩’ ମଞ୍ଚରେ ଆଲିଆ କହିଥିଲେ ଏଭଳି କଥା
ମୁମ୍ବାଇ: ଆଲିଆ ଭଟ୍ଟ ଓ ରଣବୀର କପୁର ବଲିଉଡ ପ୍ରଶଂସକଙ୍କ ପସନ୍ଦର ଦମ୍ପତି ବୋଲି ଜଣାଶୁଣା। ‘ବ୍ରହ୍ମାସ୍ତ୍ର’ ଭଳି ହିଟ ସିନେମା ଦେଇଥିବା ଏହି ଯୋଡ଼ିଙ୍କୁ ପ୍ରଶଂସକମାନେ ସେବେଠାରୁ ଭଲ ପାଇବା ଦେଉଛନ୍ତି, ଯେବେଠାରୁ ଦୁହେଁ ଡେଟ କରିବା ଆରମ୍ଭ କରିଛନ୍ତି।
ବିବାହର ୭ମାସ ପରେ ବଲିଉଡ…