ପ୍ରଧାନମନ୍ତ୍ରୀ ରାହତ କୋଷ ଯୋଜନା ନାଆଁରେ ଠକେଇ: ୨ କୋଟି ୩୫ ଲକ୍ଷ ଟଙ୍କା ହଡ଼ପ, ଜଣେ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ରାହତ କୋଷ ଯୋଜନା ନାଆଁରେ ଠକେଇ ମାମଲାର ଜଣେ ଅଭିଯୁକ୍ତଙ୍କୁ ଇଓଡବ୍ଲୁ ଗିରଫ କରିଥିବା ଜଣାଯାଇଛି। ପ୍ରଧାନମନ୍ତ୍ରୀ ରାହତକୋଷ ଯୋଜନାରେ ୩ କୋଟି ଟଙ୍କା ମିଳିବ କହି ଇନ୍ସୁରାନ୍ସ ପଲିସି ହୋଲଡରଙ୍କଠାରୁ ୨ କୋଟି ୩୫ ଲକ୍ଷ ଟଙ୍କା ଲୁଟିନେଲେ ବିଜୟ ଭରଦ୍ୱାଜ। …

ମନରୁ ଭୟ ହଟିଗଲେ ଘୃଣା ଆସିବନି, ଭାଇଚାରା ଭାବ ରଖି ଦେଶ ପାଇଁ କାମ କର: ରାହୁଲ

ନାନ୍ଦେଡ଼: ମହାରାଷ୍ଟ୍ରରେ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରାକୁ ୪ର୍ଥ ଦିନ ହୋଇସାରିଛି। ଏନ୍‌ସିପିର ଅନେକ ପ୍ରମୁଖ ନେତା ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସହ ଭାରତ ଯୋଡ଼ୋ ଯାତ୍ରାରେ ଯୋଗ ଦେଇଛନ୍ତି। ତେବେ ଏଠାରେ ରାହୁଲ ଦେଶର ଯୁବପିଢ଼ିଙ୍କ ଉଦ୍ଦେଶ୍ୟରେ ଯେଉଁ ବାର୍ତ୍ତା ଦେଇଛନ୍ତି…

ବିଶ୍ରାମ ନେବେ ରାହୁଲ ଦ୍ରାବିଡ, ନ୍ୟୁଜିଲାଣ୍ଡ ଗସ୍ତରେ ଟିମ୍‌ ଇଣ୍ଡିଆର କୋଚ୍‌ ଦାୟିତ୍ବ ତୁଲାଇବେ ଲକ୍ଷ୍ମଣ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ହେଡ୍‌ କୋଚ୍‌ ରାହୁଲ ଦ୍ରାବିଡ୍‌ ବିଶ୍ରାମ ନେବେ। କାରଣ ଆଗାମୀ ନ୍ୟୁଜିଲାଣ୍ଡ୍‌ରେ ହେବାକୁ ଥିବା ସୀମିତ ଓଭର୍‌ ସିରିଜ୍‌ରେ ଏବେ ତାଙ୍କ ସ୍ଥାନରେ କୋଚ୍‌ ଦାୟିତ୍ବ ତୁଲାଇବେ ନେସ୍‌ନାଲ୍‌ କ୍ରିକେଟ୍‌ ଆକାଡେମୀ ମୁଖ୍ୟ ଭିଭିଏସ୍‌ ଲକ୍ଷ୍ମଣ। ଆପଣ ଜାଣିଥିବେ…

ରାଜୀବ ଗାନ୍ଧୀ ହତ୍ୟା ମାମଲା: ସମସ୍ତ ଦୋଷୀଙ୍କୁ ଜେଲ୍‌ରୁ ମୁକ୍ତ କରିବାକୁ ନିର୍ଦ୍ଦେଶ‌ ଦେଲେ ଅଦାଲତ

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡ ଭୋଗୁଥିବା ସମସ୍ତ ଦୋଷୀଙ୍କୁ ମୁକ୍ତ କରିବାରୁ ଶୁକ୍ରବାର ସର୍ବୋଚ୍ଚ ନ୍ୟୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟ କୌଣସି ମାମଲାରେ ସଂପୃକ୍ତ ନଥିଲେ ଉକ୍ତ ୬ ଜଣ ଯାକ ଦୋଷୀଙ୍କୁ…

ମାତୃଭାଷାରେ ଶିକ୍ଷା ପାଇଲେ ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ବୃଦ୍ଧି ପାଇବ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ମାତୃଭାଷାରେ ଶିକ୍ଷାଦାନ ଲାଗି ନୂତନ ଜାତୀୟ ଶିକ୍ଷାନୀତିରେ ପ୍ରାଧାନ୍ୟ ଦେଇଛନ୍ତି ସରକାର। ତୃଣମୂଳ ସ୍ତରରେ ମେଧା ବିକାଶ ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। ମାତୃଭାଷା ପ୍ରତି ସମସ୍ତଙ୍କର ଏକ ସ୍ବତନ୍ତ୍ର ଆକର୍ଷଣ ଥାଏ। ମାତୃଭାଷାରେ ଶିକ୍ଷା ପାଇଲେ ଛାତ୍ରଛାତ୍ରୀମାନଙ୍କର ଦକ୍ଷତା…

୧୦ ବର୍ଷରେ ଥରେ ଆଧାର ଅପ୍‌ଡେଟ୍‌ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ପ୍ରତି ୧୦ ବର୍ଷରେ ଥରେ ଆଧାରକାର୍ଡ ସଂପର୍କିତ ଦସ୍ତାବିଜ୍‌ ଅପଡେଟ୍ / ସଂଶୋଧନ କରିବା ବାଧ୍ୟତାମୂଳକ। ସରକାର ଏଥିପାଇଁ ଆଧାର ନିୟମରେ ସଂଶୋଧନ ଆଣିଛନ୍ତି। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ପକ୍ଷରୁ ଏ ନେଇ ଗେଜେଟ୍ ବିଜ୍ଞପ୍ତି ଜାରି ହୋଇଛି।…

‘ଦମନ’କୁ କରମୁକ୍ତ କରିବାକୁ ଜନସ୍ବାର୍ଥ ମାମଲା

କଟକ : ଓଡ଼ିଆ ଚଳଚ୍ଚିତ୍ର ‘ଦମନ’କୁ କର ମୁକ୍ତ ପ୍ରସଙ୍ଗ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଛି। ହାଇକୋର୍ଟର ଆଇନଜୀବୀ ଆଶିଷ କୁମାର ମିଶ୍ରଙ୍କ ତରଫରୁ ଦାୟର ଆବେଦନରେ ଦର୍ଶାଯାଇଛି ଯେ ‘ଦମନ’ ଚଳଚ୍ଚିତ୍ର ସାରା ରାଜ୍ୟର ବିଭିନ୍ନ ସିନେମା ହଲ୍‌ରେ ମୁକ୍ତିଲାଭ କରିଛି। ଏହି…

ସମ୍ପତ୍ତି ଘୋଷଣା କଲା ‘ତିରୁପତି ଟେମ୍ପଲ୍‌ ଟ୍ରଷ୍ଟ୍‌’

ଅମରାବତୀ: ଶନିବାର ଦିନ ‘ତିରୁମାଲା ତିରୁପତି ଦେବସ୍ଥାନମ୍‌ସ୍’ (ଟିଟିଡି) ସୂଚନା ସମ୍ବଳିତ ବିଜ୍ଞପ୍ତି ଏବଂ ମିଆଦି ଜମା ଓ ସୁନା ସମେତ ସମ୍ପତ୍ତି ତାଲିକା ପ୍ରକାଶ କରିଛି। ‘ଟିଟିଡି’ କହିଛି ଯେ, ୨୦୧୯ରୁ ଏବର ବୋର୍ଡ ତା’ର ନିବେଶ ମାର୍ଗଦର୍ଶିକାକୁ ସୁଦୃଢ଼ କରିଛି। ବଳକା ପାଣ୍ଠିକୁ…

ଓଡ଼ିଶାରେ ଇନ୍ଦିରା ଗ୍ୟାସର ଏଲ୍‌ପିଜି ସେବା

ଭୁବନେଶ୍ବର: ଦିଲ୍ଲୀଭିତ୍ତିକ ଇନ୍ଦିର ଗ୍ୟାସ ଆଣ୍ଡ୍ ପେଟ୍ରୋଲିୟମ ପ୍ରାଇଭେଟ ଲିମିଟେଡ ଓଡ଼ିଶାରେ ଏହାର ଏଲ୍‌ପିଜି ସେବା ଆରମ୍ଭ କରିଛି। ଇନ୍ଦିରା ଗ୍ୟାସ ନାମରେ ଏହା ଆରମ୍ଭ କରାଯାଇଛି। ୨୦୨୧ ଜାନୁଆରିରେ ପ୍ରତି‌ଷ୍ଠା ହୋଇଥିବା ଏହି କମ୍ପାନି ଡୋମେଷ୍ଟିକ ବର୍ଗରେ ୧୪ କିଗ୍ରା ଏବଂ…

କ୍ରିପ୍ଟୋରେ ରଖୁଛନ୍ତି କଳାଧନ, ନିୟାମକ ସଂସ୍ଥା ନାହିଁ

ଭୁବନେଶ୍ବର: ପୂର୍ବରୁ ଅସାଧୁ ବ୍ୟକ୍ତିମାନେ ସେମାନଙ୍କ କଳାଟଙ୍କାକୁ ବ୍ୟାଙ୍କରେ ଜମା ରଖୁଥିଲେ କିମ୍ବା ସୁନା ଓ ଜମି ଭଳି ସଂପତ୍ତି କିଣୁଥିଲେ। ତଦନ୍ତକାରୀ ସଂସ୍ଥାଙ୍କ ନଜର ଆଢ଼ୁଆଳରେ ରହିବା ପାଇଁ ସେମାନେ ନିଜର ସଂପର୍କୀୟମାନଙ୍କ ମାଧ୍ୟମରେ ବି ଏପ୍ରକାର କାରବାର କରି ସେମାନଙ୍କ…