‘ଫାଶୀଠାରୁ ବି ଯଦି କଠିନ ଦଣ୍ଡାଦେଶ ଅଛି ଅଫତାବକୁ ସେ ଦଣ୍ଡ ମିଳୁ‘: ଶ୍ରଦ୍ଧାଙ୍କ ବାପା
ମୁମ୍ବାଇ: ନିଜ ଝିଅର ନିର୍ମମ ହତ୍ୟାକୁ କୋଉ ବା ବାପା ସହ୍ୟ କରିପାରିବେ? ନିଜ ଝିଅର ହତ୍ୟାକାରୀକୁ ଫାଶୀ ଦଣ୍ଡ ମିଳୁ ବୋଲି କିଏ ବା ଚାହିଁବନି? ଅଦାଲତକୁ ଏମିତି ଏକ ନିବେଦନ କରିଛନ୍ତି ବହୁଚର୍ଚ୍ଚିତ ଶ୍ରଦ୍ଧା ୱାକରଙ୍କ ବାପା ବିକାଶ ୱାକର। ସେ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖି…