ରାୟଗଡ ଜିଲ୍ଲାପାଳଙ୍କ ଗୁଣପୁର ଗସ୍ତ ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମୀକ୍ଷା 

ରାୟଗଡ: ଗୁଣପୁର ତା ୮/୦୯ ରିଖ ଦିନ ରାୟଗଡ ଜିଲ୍ଲାପାଳ ଶ୍ରୀମତୀ ସ୍ୱାଧ।ଦେଵ ସିଂ ଗୁଣପୁର ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟର ପରିଦର୍ଶନ ଓ ସମୀକ୍ଷା କରିଥିଲେ । ଗୁଣପୁର ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟରେ ପହଁଚି ଆଦିବାସୀ ଉନ୍ନୟନ ସଂସ୍ଥା ଅଧିନସ୍ଥ ୪୨ ଟି…

ଉତ୍କଳ ବିଶ୍ବବିଦ୍ୟାଳୟର ରୋଜଗାର ଓ କୌଶଳ ବିକାଶ ଶିବିର

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ଏଣ୍ଟରପ୍ରିନରସିପ୍‌ ଆଣ୍ଡ କ୍ୟରିୟର ହବ(ୟୁଇସିଏଚ) ପକ୍ଷରୁ ରୋଜଗାର ଓ କୌଶଳ ବିକାଶ ଶିବିର କଟକ ସ୍ଥିତ ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନ ଉତ୍ସବରେ ବାଙ୍କୀ ଉପଜିଲାପାଳ ରଞ୍ଜନ କୁମାର ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ…

ବିଜୁ ପଟ୍ଟନାୟକ ଖେଳ ପଡିଆଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ବର : ଭୁବନେଶ୍ବରକୁ ସବୁଜ ସୁନ୍ଦର କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଦେଖିବା ସ୍ବପ୍ନକୁ ସାକାର କରିବା ପାଇଁ ଆଜି ବିଜୁ ଜନତା ଦଳ ବଦ୍ଧପରିକର ବୋଲି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ ରାଉତ ନିଜର ମତ ରଖିଥିଲେ ଏବଂ ପ୍ରତ୍ୟକ ୱାର୍ଡରେ ବୃକ୍ଷରୋପଣ ସହିତ ରକ୍ତଦାନ ଶିବିର…

ଓଡିଶା ଅଭିଭାବକ ମହାସଂଘର ସମ୍ପୂର୍ଣ ସାକ୍ଷରତା ଅଭିଯାନ ଆରମ୍ଭ, ଖୋର୍ଦ୍ଧା ଜିଲ୍ଲାରୁ ଆରମ୍ଭ l

ଭୁବନେଶ୍ୱର: ତା ୮/୦୯ ରିଖ l ରାଜ୍ୟରେ ଶିକ୍ଷାର ବିକାଶ ପାଇଁ ସଦା ସର୍ବଦା ନିରନ୍ତର ପ୍ରୟାସ ଚାଲୁ ରଖିବା ସହ କାର୍ଯ୍ୟ ଜାରି ରଖିଛି ଓଡିଶା ଅଭିଭାବକ ମହାସଂଘ l ରାଜ୍ୟରେ ତିନି ବର୍ଷର ସମସ୍ତ ପିଲା ପାଠ ପଢିବେ, ଅଧାରୁ ପାଠ ପଢ଼ା ଛାଡୁଥିବା ସବୁ ପିଲାମାନେ ପୁଣି ସ୍କୁଲକୁ ଫେରି ପାଠ ପଢିବେ,…

ବିଦ୍ୟୁତ କାଟକୁ ନେଇ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ।

ଆଠଗଡ଼: ଆଠଗଡ ବ୍ଲକ ନଦୀକୂଳ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ କାଟ ସାଙ୍ଗକୁ ଲୋ ଭୋଲଟେଜକୁ ନେଇ ଉପଭୋକ୍ତାଙ୍କ ମଧ୍ୟ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଆଜି ନଦୀକୂଳ କଖଡି ଅଞ୍ଚଳର ଶ୍ରୀରାମ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଆଠଗଡ ଉପଜିଲ୍ଲାପାଳ ଓ ଟାଟା ପାୱାରର ଏକ୍ୟୁଜିଟିଭ ଇଂଞ୍ଜିନିୟରଙ୍କୁ ଏକ…

ମହାଲକ୍ଷ୍ମୀ ଓ ଶିରୁଳି ମହାବୀର

ତ୍ରେତୟାରେ ପ୍ରଭୁ ଧରି ରାମ ଅବତାର l ହନୁମାନଙ୍କୁ ରଖିଲେ ସେବକ ତାଙ୍କର ll ମହାପ୍ରଭୁଙ୍କ ଠି ହନୁ କଲେ ନିବେଦନ l ସେବକ ପଣେ ରଖିବ ପ୍ରଭୁ ଚିରଦିନ ll କଳିଯୁଗେ ନୀଳାଚଳେ ଚତୁର୍ଦ୍ଧା ମୂରତି l ଚତୁର୍ଦ୍ଦିଗେ ହନୁମାନ ସେବାରେ ଖଟନ୍ତି ll ଏକ ହନୁମାନ ମହାପ୍ରଭୁ ଆଦେଶରେ l ସେବକ…

ବ୍ରଜଭୂମିରେ ତପସ୍ୱିନୀ ମହାଲକ୍ଷ୍ମୀ

ଦ୍ୱାପର ଯୁଗର କଥା l ଵର୍ଷା ଋତୁ ଯାଇ ଧରାରେ ଶରତଋତୁ ପ୍ରବେଶକଲା l ଅପୂର୍ଵ ନିର୍ମଳ ଶୋଭା ଧାରଣ କରି ଥାଏ ସମଗ୍ର ବୃନ୍ଦାବନର ବନ ଭୂମି l ନିର୍ମଳ ଶରତ ଚନ୍ଦ୍ରାଲୋକରେ ଉଦ୍ଭାସିତ ସମଗ୍ର ବୃନ୍ଦାବନ l ଶୋଭାକୁ ବର୍ଣ୍ଣନାକରି ଭାଗବତକାର ଜଗନ୍ନାଥ ଦାସ ଲେଖିଲେ :- ଶରଦ ଭୟେ ମେଘ ଗଲା l ଆକାଶ…

ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟିର ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ

ସୁବର୍ଣ୍ଣପୁର : ଓଡିଶା ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟିର ତିନି ଜଣିଆ ପ୍ରତିନିଧି ମଣ୍ଡଳୀ କମିଟିର ଅଧ୍ୟକ୍ଷ ତଥା ବରିଷ୍ଠ ବିଧାୟକ ଶ୍ରୀଯୁକ୍ତ ନରସିଂହ ମିଶ୍ର ଙ୍କ ନେତୃତ୍ୱରେ ଆଜି ସୁବର୍ଣ୍ଣପୁର ଜିଲ୍ଳା ଗସ୍ତରେ ପହଂଚିଥିଲେ l ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ପ୍ରଥମେ ଜିଲ୍ଲାପାଳଙ୍କ…

OPSC ଅଧ୍ୟକ୍ଷଙ୍କ ସୂଚନା, ଚଳିତ ସପ୍ତାହରେ ପ୍ରକାଶ ପାଇବ ଓସିଏସ୍-୨୦୨୦ ଲିଖିତ ପରୀକ୍ଷା ରେଜଲ୍ଟ ।

ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବା (ଓଏସିଏସ) ଲିଖିତ ପରୀକ୍ଷା ଦେଇଥିବା ପ୍ରାର୍ଥୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ଚଳିତ ସପ୍ତାହରେ ପ୍ରକାଶ ପାଇବ ଓସିଏସ୍-୨୦୨୦ ଲିଖିତ ପରୀକ୍ଷା ରେଜଲ୍ଟ । ଏନେଇ ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି) ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି ଟ୍ୱିଟ୍ କରି ସୂଚନା…

ଶିକ୍ଷକଙ୍କ ବଦଳି ଆବେଦନ ଜାଲିଆତି ପର୍ଦ୍ଦାଫାଶ କରିବ ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶିକ୍ଷକଙ୍କ ପାଇଁ ରାଜ୍ୟ ସରକାର ନୂଆ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ଅନେକ ସମୟରେ ଶିକ୍ଷକମାନେ ଟର୍ମିନାଲ ଇଲନେସ ବା ଦୂରାରୋଗ୍ୟ ଅସୁସ୍ଥତା ଆଳରେ ବଦଳି ଆବେଦନ କରିଥାନ୍ତି । ରୋଗ ସହଜରେ ଆରୋଗ୍ୟ ହେଉ ନାହିଁ, ଘର ଠାରୁ ଦୂରରେ ରହି ଶିକ୍ଷାଦାନ କରିବା…