ମୁଦ୍ରା କାରବାର ପାଇଁ ‘ସତର୍କ ତାଲିକା’ ଜାରି କଲା ରିଜର୍ଭ ବ୍ୟାଙ୍କ
ନୂଆଦିଲ୍ଲୀ : ବିନିମୟ ମୁଦ୍ରା କାରବାର ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ‘ସତର୍କ ତାଲିକା’ ଜାରି କରିଛନ୍ତି। ସ୍ବୀକୃତି ପାଇନଥିବା ସଂସ୍ଥାଗୁଡ଼ିକ ସହ କାରବାର ନକରିବା ଲାଗି ଏହା ଜରିଆରେ ସମସ୍ତଙ୍କୁ ବାତରଣ କରାଯାଇଛି। ଭେଣ୍ଡରମାନଙ୍କ ଲାଗି ଜାରି କରାଯାଇଥିବା ଏହି ତାଲିକାରେ ଆଲ୍ପରୀ,…