୧୩୦ ଜୁନିଅର ଏସ୍ଇଏସ୍ ଶିକ୍ଷକଙ୍କୁ ପଦୋନ୍ନତି ।
ରାଜ୍ୟର ୧୩୦ ଜୁନିୟର ଏସ୍ଇଏସ୍ ଶିକ୍ଷକଙ୍କୁ ପଦୋନ୍ନତି ମିଳିଛି। ଏନେଇ ଅନ୍ୟପକ୍ଷରେ ୬୩ଜଣ ସିନିଅର ଏସ୍ଇଏସ୍ ପ୍ରଧାନଶିକ୍ଷକଙ୍କୁ ଭିତରେ ବଦଳି କରାଯାଇଛି। ଜିଲା ସେମାନଙ୍କୁ ସିନିଅର ଏସ୍ଇଏସ୍ ଭାବେ ପଦୋନ୍ନତି ଦିଆଯିବା ସହ ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ପ୍ରଧ।ନଶି କ୍ଷୟତ୍ରୀ / ପ୍ରଧାନଶିକ୍ଷକ…