ଛେଣ୍ଡିପଦାରେ ଚାଞ୍ଚଲ୍ୟ: ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟାକାଣ୍ଡ ସନ୍ଦେହ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଜୟପଙ୍ଗା ଗ୍ରାମରେ ଜଣେ ମହିଳାଙ୍କ ମୃତଦେହ ପୁଲିସ ଉଦ୍ଧାର କରି ତଦନ୍ତ ଚଳାଇଛି। ପାରିପାର୍ଶ୍ବିକ ସ୍ଥିତିରୁ ହତ୍ୟାକାଣ୍ଡ ସନ୍ଦେହ ହେଉଥିବା ବେଳେ ସ୍ୱାମୀ ନିଖୋଜ ରହିଛି। ପଡୋଶୀଙ୍କ ସୂତ୍ରରୁ ପ୍ରକାଶ ଆଜି ସକାଳେ ପତିପତ୍ନୀଙ୍କ ମଧ୍ୟରେ…

ହତ୍ୟା ଉଦ୍ୟମ ମାମଲାରେ ୫ ବର୍ଷ ସଶ୍ରମ କାରାଦଣ୍ଡ

ଜଳେଶ୍ୱର: ଜଳେଶ୍ୱର ସହକାରୀ ଦୌରାଜଜ୍ ସୁଶିଲ କୁମାର ସାହୁଙ୍କ ଅଦାଲତ ଏକ ହତ୍ୟା ଉଦ୍ୟମ ମାମଲାରେ ରାୟ ଶୁଣାଇଛନ୍ତି। ଜଳେଶ୍ୱର ବ୍ଲକ୍‌ ତଥା ରାଇବଣିଆ ଥାନା ରାଜନଗର ପାଟଣା ଗ୍ରାମର ଅରବିନ୍ଦ ନାୟକ (୪୬)ଙ୍କୁ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି। ସେହିପରି ୧୦ ହଜାର…

ଚାରି ବର୍ଷ ପରେ ବାହାରକୁ ଆସିଲା ସତ: ସ୍ବାମୀଙ୍କୁ ହତ୍ୟା କରି ପ୍ରେମିକ ଘ‌ରେ ପୋତିଥିଲା ମହିଳା

ଗାଜିଆବାଦ୍‌: ପ୍ରେମ ପାଇଁ ହତ୍ୟା ଆଜିକାଲି ଏକ ସାଧାରଣ କଥା ପାଲଟି ଗଲାଣି। ପ୍ରେମିକ ସହ ମିଶି ସ୍ବାମୀର ହତ୍ୟା ବି ଅଧିକାଂଶ ମହିଳାଙ୍କ ପାଇଁ ଏକ ପିଲା ଖେଳ ପାଲଟିଛି। ନିକଟରେ ଗାଜିଆବାଦ୍‌ ପୁଲିସ୍‌ ସେପରି ଏକ ଘଟଣାର ତଦନ୍ତ କରିଛି। ଜାଣିବାକୁ ମିଳିଛି ଯେ ଜଣେ ମହିଳା ନିଜ ପ୍ରେମିକ ସହ…

ସନ୍ଦେହ ହେବନି ବୋଲି ଶ୍ରଦ୍ଧାଙ୍କ ବନ୍ଧୁଙ୍କ ସହ ଇନ୍‌ଷ୍ଟାରେ କଥା ହେଉଥିଲା ଅଫ୍‌ତାବ, ଗୁଗୁଲ୍‌ରେ ଖୋଜୁଥିଲା ‘ଖୁନ୍‌…

ନୂଆଦିଲ୍ଲୀ: ଦିଲ୍ଲୀରେ ଅଫତାବ ନାମକ ଯୁବକ ନିଜ ଲିଭ୍‌-ଇନ୍‌ ପାର୍ଟନର୍‌ ଶ୍ରଦ୍ଧା ୱାକରଙ୍କୁ ଖଣ୍ଡ ଖଣ୍ଡ କରି ଫ୍ରିଜ୍‌ ଭିତରେ ରଖିଥିବା ଖବର ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଥିବା ବେଳେ ସେହି ଘଟଣାକୁ ନେଇ ନୂଆ ନୂଆ ତଥ୍ୟ ହସ୍ତଗତ ହେଉଛି। ଅଫତାବର ବର୍ବର କାଣ୍ଡ ରୋମଟାଙ୍କୁରା ଥିବା ବେଳେ ତା…

ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ାରେ ଧାଡ଼ି ବୃକ୍ଷ ରୋପଣ ଅଭିଯାନ ପରିଚାଳିତ

ଝାରସଗୁଡ଼ା: ବେଦାନ୍ତ ଆଲୁମିନିୟମ, ଭାରତର ବୃହତ ଆଲୁମିନିୟମ ନିର୍ମାତା ରାଜ୍ୟ ରାଜମାର୍ଗ ପାଶ୍ୱର୍ରେ ୧୦ କିମି ବ୍ୟାପୀ ଧାଡ଼ି ବୃକ୍ଷରୋପଣ କରିଛି । ଜିଲ୍ଲା ପ୍ରଶାସନ ସହିତ ସହଯୋଗରେ କଂପାନି ରାସ୍ତାର ଉଭୟ ପାଶ୍ୱର୍ରେ ୩୨୦୦ ଚାରା ରୋପଣ କରାଯାଇଥିଲା । ଏହି ଅଭିଯାନ…

ଐତିହାସିକ କଟକ ବାଲିଯାତ୍ରା: କମୁନି ଭିଡ଼, ପୁଲିସ ନାକେଦମ୍

କଟକ : ନୂଆଢଙ୍ଗରେ ଐତିହାସିକ କଟକ ବାଲିଯାତ୍ରାର ଆୟୋଜନକୁ ନେଇ ସୃଷ୍ଟି ହୋଇଥିବା ପ୍ରବଳ ଉତ୍ସାହ ଯୋଗୁଁ ଭିଡ଼ କମିବାର ନାଁ ଧରୁନି। ଗଲା ୩ ଦିନ ଧରି ରେକର୍ଡ ଭିଡ଼ ଦେଖିବାକୁ ମିଳିଥିଲା। ଆଜି ଭିଡ଼ ଟିକେ କମିବ ବୋଲି ଯାହା ଆକଳନ କରାଯାଇଥିଲା, ତାହା ଭୁଲ୍‌ ପ୍ରମାଣିତ ହୋଇଛି। ଯଦିଓ…

ଭାରତୀୟ ମହିଳା ହକି ଦଳର ପ୍ରାଚୀର ଓଡ଼ିଆ ଝିଅ ଦୀପ ଗ୍ରେସ୍ ଏକ୍କା ପାଇବେ ଅର୍ଜୁନ ପୁରସ୍କାର

ଭୁବନେଶ୍ବର/ନୂଆଦିଲ୍ଲୀ : ଭାରତୀୟ ମହିଳା ହକି ଦଳର ପ୍ରାଚୀର ଓଡ଼ିଆ ଝିଅ ଦୀପ ଗ୍ରେସ୍ ଏକ୍କା ପାଇବେ ମର୍ଯ୍ୟାଦାଜନକ କ୍ରୀଡ଼ା ସମ୍ମାନ ଅର୍ଜୁନ ପୁରସ୍କାର। ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ମେଜର ଧ୍ୟାନ ଚାନ୍ଦ ଖେଳରତ୍ନ’ ପୁରସ୍କାର କିନ୍ତୁ ମିଳିବ ଟେବୁଲ ଟେନିସ କିଂବଦନ୍ତି ଅଚନ୍ତ ଶରତ…

ଖସୁଛି ପାରଦ: ଜି.ଉଦୟଗିରି ସବୁଠୁ ଥଣ୍ଡା ସହର

ଭୁବନେଶ୍ବର : ଖସୁଛି ପାରଦ। ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଆରମ୍ଭ ହୋଇଯାଇଥିବା ବେଳେ ଆଜି ରାଜ୍ୟର ୧୪ ସହରର ତାପମାତ୍ରା ୧୫ ଡିଗ୍ରି ତଳେ ରହିଛି। ରାଜ୍ୟର ସର୍ବନିମ୍ନ ତାପମାତ୍ରା କନ୍ଧମାଳ ଜିଲ୍ଲା ଜି. ଉଦୟଗିରିରେ ୯.୬ ଡିଗ୍ରି ରେକର୍ଡ ହୋଇଛି। ଏଥିସହ ସମତଳ ଅଞ୍ଚଳମାନଙ୍କ ମଧ୍ୟରେ…

କୋଭିଡ ପରେ ନୂଆ ବିଶ୍ବ ଗଠନ ଦାୟିତ୍ବ ଆମର: ଜି୨୦ ବୈଠକରେ ମୋଦୀ

ନୂଆଦିଲ୍ଲୀ: ଇଣ୍ଡୋନେସିଆ ଗସ୍ତରେ ଯାଇ ବ‌ାଲିରେ ଅନୁଷ୍ଠିତ ହୋଇଥିବା ଜି୨୦ ଶିଖର ବୈଠକରେ ମଙ୍ଗଳବାର ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ସେଠାରେ ନିଜର ଉଦ୍‌ବୋଧନ ଦେଇ ଜି-୨୦ର ନେତୃତ୍ବ ନେଇଥିବା ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କୁ ନିଜର କୃତଜ୍ଞତା…

ବାଲିଯାତ୍ରାରେ ଅଶ୍ଳୀଳ ଗୀତ ଗାଇଲେ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଟିମ୍

କଟକ: ସପ୍ତମ ସନ୍ଧ୍ୟାରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସୋରେ କମ୍ପିଲା କଟକର ବାଲିଯାତ୍ରା। ପ୍ରଥମେ ସେ ମୋ ମା… ଗୀତରୁ ଆରମ୍ଭ କରିଥିଲେ ସୋମବାର ସଂଧ୍ୟାର ଏହି ସୋ। ପରେ ନିଶ୍ୱାସ ତୋ ବିନା ମୋର ଚାଲେନା, ତତେ ଗାଇଦେଲେ ତୁ ଗୀତା ହେଇଯାଉ, ହାଏରେ ଶର୍ମିଲି, ତୋର ସବୁ ନଜର ଲାଗେ ପ୍ରେମ ନଜର,…