ବଞ୍ଚୋ ବାଲିଘାଟରେ ୧୪୪ ଧାରା ଜାରି

ହାଟଡିହି : ହାଟଡିହି ତହସିଲ ଅଧୀନ ବଞ୍ଚୋ ବାଲିଘାଟରେ ବାଲି ଚୋରା ଚାଲାଣ ରୋକିବାକୁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ତରଭା ବାଲିଘାଟ ବନ୍ଦ ହେବା ପରେ ଏହି ଘାଟରୁ ନିୟମିତ ବାଲି ଚାଲାଣ ହେଉଥିଲା। ଏନେଇ ପ୍ରଶାସନ ପକ୍ଷରୁ ବାରମ୍ବାର ତାଗିଦ କରାଯିବା ପରେ ମଧ୍ୟ ମାଫିଆମାନେ ଖାତିର…

ଝିରିପାଣି ହତ୍ୟାକାରୀକୁ ଏନକାଉଣ୍ଟର: ଅଭିଯୁକ୍ତ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି

ରାଉରକେଲା: ପୁଲିସ ସହ ଗୁଳି ବିନିମୟରେ ବାଞ୍ଛାନିଧି ତନ୍ତିଙ୍କ ହତ୍ୟାକାରୀ ଅଜିତ ଓରାମ ଆହତ ହୋଇଛି। ପୁଲିସ ଅଜିତ ନିକଟରୁ ଗୋଟିଏ ପିସ୍ତଲ ଦୁଇ ରାଉଣ୍ଡ ଗୁଳି ଜବତ କରିଛି। ଆହତ ଅଜିତକୁ ରାଉରକେଲା ସରକାରୀ ହସପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ,  ଝିରିପାଣିରେ ଗତକାଲି ଗୁଳିମାଡରେ…

ମନ୍ତ୍ରୀ, ବିଧାୟକଙ୍କ ସହ ଆଲୋଚନା ବିଫଳ

ପଦ୍ମପୁର : ପଦ୍ମପୁର ଜିଲ୍ଲା ଗଠନ ଦାବିରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଚଳାଇଥିବା ଧାରଣାସ୍ଥଳକୁ ରବିବାର ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ବିଧାୟକ ସୁଶାନ୍ତ ସିଂହ ପହଞ୍ଚି ଆଲୋଚନା କରିଥିଲେ। ତେବେ ଏହି ଆଲୋଚନା ଫଳପ୍ରଦ ହୋଇ ନାହିଁ। ମନ୍ତ୍ରୀ ଶ୍ରୀ ପୂଜାରୀ ମୁଖ୍ୟମନ୍ତ୍ରୀଙ୍କ…

ଭାଲୁ ଆକ୍ରମଣରେ ଦୁଇ ମହିଳାଙ୍କ ସମେତ ତିନି ଗୁରୁତର

ଉତ୍କେଲା: ବିଲକୁ ଧାନ କାଟିବାକୁ ଯାଉଥିବା ବେଳେ ଭାଲୁ ଆକ୍ରମଣରେ ତିନିଜଣ ଗୁରୁତର ହେବା ଘଟଣା ଏଠାରେ ଚାଞ୍ଚଲ୍ୟ ଖେଳି ଯାଇଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ମାଟିଆ ଗ୍ରାମରେ ଆଜି ସକାଳେ ବିଲକୁ ଧାନ କାଟିବାକୁ ଯାଉଥିବା ସମୟରେ ତିନି ଜଣଙ୍କୁ ଭାଲୁ…

ରାଗିଲେ ଦକ୍ଷିଣୀ ସିନେମାର ଏବେକାର ଚର୍ଚ୍ଚିତ ଅଭିନେତ୍ରୀ ରଶ୍ମିକା ମନ୍ଦାନା

ଅନେକ ମୋତେ ପ୍ରଶଂସା କରୁଥିଲେ ମଧ୍ୟ କେହି କେହି ସୋସିଆଲ୍ ମିଡିଆରେ ମୋତେ ପରିହାସ କରୁଛନ୍ତି। ସମୟ ଓ ସୁଯୋଗକୁ ଅପେକ୍ଷା କରିଛି, ସେମାନଙ୍କୁ ମୁଁ ଆଦୌ ଛାଡ଼ିବିନି। ନିଜକୁ ମିଳିଥିବା କିଛି ବ୍ୟଙ୍ଗାତ୍ମକ ମନ୍ତବ୍ୟକୁ ନେଇ ରାଗିପାଚି ଲାଲ୍ ପଡ଼ିଯାଇଛନ୍ତି ଦକ୍ଷିଣୀ ସିନେମାର ଏବେକାର…

ଅକ୍ଷୟ ମହାନ୍ତି ମଞ୍ଚରେ ଜାଭେଦ୍ ଅଲ୍ଲୀଙ୍କ କମାଲ୍‌, କଟକକୁ ସବୁ କଳାକାର ଆସିବାକୁ ଚାହାନ୍ତି: ଜାଭେଦ୍ ଅଲ୍ଲୀ

କଟକ: କଟକ ଭାଇଚାରାର ସହର। ଏଠିକା ଲୋକମାନେ ବେଶ୍ ସ୍ନେହୀ ଓ କଳା-ସଂସ୍କୃତିପ୍ରେମୀ। କଟକବାସୀଙ୍କର ସଂଗୀତ ପ୍ରତି ଶ୍ରଦ୍ଧା, ଆଉ କଳାକାରଙ୍କ ପ୍ରତି ସମ୍ମାନ ରହିଛି। ଏଥିପାଇଁ କଟକ ସହରକୁ ସବୁ କଳାକାର ଆସିବାକୁ ମନ ବଳାନ୍ତି। ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ କଟକ ସହରରେ…

ଓଏମ୍‌ସି କଲୋନିରେ ହାତୀ ଆତଙ୍କ

କାଳିଆପାଣି: ସୁକିନ୍ଦା ରେଞ୍ଜ୍ ରାଁସୋଳ ସେକ୍ସନ ଓଡ଼ିଶା ଖଣି ନିଗମ(ଓଏମ୍‌ସି) କାଳିଆପାଣି ଟାଉନସିପ୍ କଲୋନିରେ ଆଜି ରାତିରେ ଏକ ହାତୀ ଉପଦ୍ରବକୁ ନେଇ ଆତଙ୍କ ଖେଳିଯାଇଛି। ରାତି ପ୍ରାୟ ୮ଟାରେ କାଳିଆପାଣି ହାଇସ୍କୁଲ ସମ୍ମୁଖ ଜଙ୍ଗଲରେ ହାତୀ ଦେଖାଯାଇଥିଲା। କୁକୁରମାନେ ଭୁକିବା ଦେଖି…

ଯୁବକଙ୍କ କଙ୍ଗାରୁ କୋର୍ଟ: ପ୍ରେମିକାଙ୍କ ସହ କଥା ହେଉଥିବା ନାବାଳକଙ୍କୁ ନିସ୍ତୁକ ମାଡ଼

ଜଗତସିଂହପୁର ଟାଉନ୍ : ଜଗତସିଂହପୁର ଥାନା ଅନ୍ତର୍ଗତ ରସଲପୁର ଗାଁରେ ପ୍ରେମିକାଙ୍କ ସହ କଥା ହେଉଥିବା ଏକ ନାବାଳକୁ ନିସ୍ତୁକ ମାଡ଼ ଓ ନିର୍ଯାତନା ଦିଆଯିବା, ୫୨୦୦ ଟଙ୍କା ଦାଦା ବଟି ଆଦାୟ ଓ ବାର୍ତାଳାପର ଭିଡିଓ ଭାଇରାଲ୍‌ କରିବା ଘଟଣାରେ ପୁଲିସ୍‌ ୫ ଜଣଙ୍କୁ ଗିରଫ କରିଛି।  ଗିରଫ…

ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା, ଟିକେଟ କଟିବାରୁ ଇସ୍ତଫା ଦେଲେ ୬ ଥରର ବିଧାୟକ

ଅହମ୍ମଦାବାଦ: ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଏକ ଝଟକା ଲାଗିଛି | ଭଦୋଦରା ଜିଲ୍ଲାର ୱାଘୋଡିଆ ଆସନରୁ ବିଧାୟକ ଥିବା ମଧୁ ଶ୍ରୀବାସ୍ତବ ଦଳରୁ ଇସ୍ତଫା ଦେଇଛନ୍ତି। ମଧୁ ୬ଥର ବିଜେପି ବିଧାୟକ ଥିବାବେଳେ ଏଥର ବିଜେପି ମଧୁ ଶ୍ରୀବାସ୍ତବଙ୍କୁ ଟିକେଟ୍ ଦେଇନଥିଲା, ଯେଉଁ କାରଣରୁ…

ଟିଟର୍‌ ବ୍ୟବହାରକାରୀଙ୍କୁ କ୍ଷମା ମାଗିଲେ ଏଲନ ମସ୍କ

ନୂଆଦିଲ୍ଳୀ: ଟ୍ବିଟର୍‌ରେ ଅନେକ କିଛି ଖୁବ୍ ଜଲ୍‌ଦି ବଦଳିବାରେ ଲାଗିଛି। ଏଲନ ମସ୍କ ଏହାକୁ କିଣିବା ପରେ ଲଗାତର କିଛି ନା କିଛି ପରିବର୍ତ୍ତନ କରି ଚାଲିଛନ୍ତି। କମ୍ପାନି ତା’ର କର୍ମଚାରୀମାନଙ୍କୁ ଛଟେଇ କରିବାରୁ ନେଇ ଡିଜାଇନ୍‌ ପରିବର୍ତ୍ତନ ଆଦି କରିବାରେ ଲାଗିଛି। ନିକଟରେ ମସ୍କ କହିଛନ୍ତି…