‘ଆଇରନ୍ମ୍ୟାନ୍ ରିଲେ ଚାଲେଞ୍ଚ୍’ରେ ୯୦ କିଲୋମିଟର୍ ସାଇକେଲ୍ ଚଳାଇ ରେକର୍ଡ କଲେ ସାଂସଦ ତେଜସ୍ବୀ ସୂର୍ଯ୍ୟ
ନୂଆଦିଲ୍ଲୀ: ରବିବାର ଦିନ ଗୋଆରେ ୯୦ କିଲୋମିଟର୍ ସାଇକେଲ୍ ଚଳାଇ ‘ଆଇରନ୍ମ୍ୟାନ୍ ରିଲେ ଚାଲେଞ୍ଜ୍’ ସମ୍ପୂର୍ଣ୍ଣ କରି ବେଙ୍ଗାଲୁରୁ ସାଉଥ୍ ନିର୍ବାଚନ ମଣ୍ଡଳୀର ‘ବିଜେପି’ ସାଂସଦ ତେଜସ୍ବୀ ସୂର୍ଯ୍ୟ ରେକର୍ଡ ବୁକ୍ସ୍ରେ ସ୍ଥାନିତ ହୋଇଛନ୍ତି। ଏହି ଗୌରବ ଅର୍ଜନ କରିବାରେ ସେ…