ମୁମ୍ବାଇ ବିମାନବନ୍ଦରରେ ଶାହରୁଖ ଅଟକ
ମୁମ୍ବାଇ : ବଲିଉଡ୍ ଅଭିନେତା ଶାହରୁଖ ଖାନ୍ଙ୍କୁ ଶନିବାର ସକାଳେ ମୁମ୍ବାଇ ବିମାନବନ୍ଦରରେ ହଟହଟା ହେବାକୁ ପଡ଼ିଛି। ତାଙ୍କ ବ୍ୟାଗ୍ରେ କେତେକ ବିଳାସପୂର୍ଣ୍ଣ ଘଣ୍ଟା ଥିବାର ଦେଖି ତାଙ୍କୁ କଷ୍ଟମ୍ସ ଡ୍ୟୁଟି (ବହିଃଶୁଳ୍କ) ବିଭାଗର ଅଧିକାରୀମାନେ ୪ ଘଣ୍ଟା ଧରି ଅଟକାଇଥିଲେ। ସେ ୬ ଲକ୍ଷ ୮୩…