ଉପକୂଳ ରାଜପଥ ନକ୍ସା ପରିବର୍ତ୍ତନକୁ ବିରୋଧ: କୁନି ଛାତ୍ରଙ୍କ ଚିଠିକୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ

ମାଛଗାଁ : ଉପକୂଳ ରାଜପଥ ନକ୍ସାକୁ ବିରୋଧ କରି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଜଣେ କୁନିଛାତ୍ର। ଏହି କୁନିଛାତ୍ରଙ୍କ ଚିଠି ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେଉଁ ଭିତ୍ତିରେ ଏହି ରାଜପଥ ସ୍ଥାନାନ୍ତର ହେଲା, ତାହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରି…

୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୨ ଯୁବକ ମୃତ

ମାର୍ଶାଘାଇ: କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୨ ଯୁବକଙ୍କ ମୃତ୍ୟୁ ଘଟିଥିବାର ଖବର ମିଳିଛି। ମାର୍ଶାଘାଇ ଥାନା ଅନ୍ତର୍ଗତ ଜୟଚନ୍ଦ୍ରପୁର ଛକ ନିକଟରେ ବିଳମ୍ବିତ ରାତିରେ ବାଇକ ଦୁର୍ଘଟଣା ଘଟି ୨ ଜଣ ଯୁବକ…

କଳାସଂସ୍କୃତିକୁ ବଞ୍ଚାଇ ରଖିବା ପ୍ରତ୍ୟେକଙ୍କ ଦାୟିତ୍ୱ ହେବା ଉଚିତ

କର୍ଲାମୁଣ୍ଡା : ଗୋଟିଏ ଅଞ୍ଚଳର କଳା, ସଂସ୍କୃତି ସେହି ଅଞ୍ଚଳର ପରିଚୟ। ସଂସ୍କୃତି ବିନା ପରିଚୟର କିଛି ମାନେ ହିଁ ନ ଥାଏ। ତେଣୁ କଳାସଂସ୍କୃତିକୁ ବଞ୍ଚାଇ ରଖିବା ପ୍ରତ୍ୟେକଙ୍କ ଦାୟିତ୍ୱ ହେବା ଉଚିତ ବୋଲି ସ୍ଥାନୀୟ ସାହିତ୍ୟ ଓ ସଂସ୍କୃତି ସଂସଦର ପ୍ରଥମ ବାର୍ଷିକ ଉତ୍ସବରେ ଯୋଗଦେଇ ଅତିଥିମାନେ…

ଯେତେ ବୋହୁଛନ୍ତି, ସେତେ ବାହାରୁଛି ଆବର୍ଜନା

ଭୁବନେଶ୍ବର: ଅଳିଆକୁ ନେଇ ଚିନ୍ତା କମୁନାହିଁ। ଠିକାଦାର ନିୟୋଜିତ ହେବା ସତ୍ତ୍ବେ ବିଏମ୍‌ସି ନିଜ ଖର୍ଚ୍ଚରେ ଗାଡ଼ି ଲଗାଇ ଅଳିଆ ଉଠାଉଛି। ହେଲେ ଯେତେ ବୋହୁଛନ୍ତି, ଅଳିଆ ସେତେ ବାହାରୁଛି। ରାସ୍ତାଘାଟ ପରିଷ୍କାର ହୋଇପାରୁନାହିଁ। ମୁଖ୍ୟ ରାସ୍ତା ସଫା ଦିଶୁଥିବା ବେଳେ ଗଳିକନ୍ଦି ଅବସ୍ଥା…

ଆଇଟମ୍ ନମ୍ବର ନେଇ ଫେରୁଛନ୍ତି ମଲାଇକା

ଦୀର୍ଘ ଚାରିବର୍ଷ ହେଲା ଦର୍ଶକେ ମଲାଇକା ଅରୋଡ଼ାଙ୍କୁ ବଡ଼ ପରଦାରେ ଦେଖିବାକୁ ପାଇ ନ ଥିଲେ। ଶେଷ ଥର ପାଇଁ ୨୦୧୮ରେ ମୁକ୍ତିଲାଭ କରିଥିବା ‘ପଟାଖା’ ଚଳଚ୍ଚିତ୍ରର ‘ହ୍ୟାଲୋ ହ୍ୟାଲୋ’ ଗୀତରେ ତାଙ୍କର ମନୋମୁଗ୍ଧକର ନୃତ୍ୟ ଦେଖିବାକୁ ମିଳିଥିଲା। ଚାରି ବର୍ଷରୁ ଅଧିକ ସମୟ ପରେ ସେ ‘ଆନ୍ ଆକ୍‌ସନ…

ପ୍ରଦୀପ ପୁରୋହିତ ପଦ୍ମପୁରର ବିଜେପି ପ୍ରାର୍ଥୀ, କେନ୍ଦ୍ରୀୟ ନିର୍ବାଚନ କମିଟିର ବିଧିବଦ୍ଧ ଘୋଷଣା

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ପାଇଁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ହେବେ ବିଜେପି ପ୍ରାର୍ଥୀ। ଏନେଇ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବିଧିବଦ୍ଧ ଘୋଷଣା କରିଛି। ପଦ୍ମପୁର ଉପନିର୍ବାଚନ ପାଇଁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ବିଜେପି ପ୍ରାର୍ଥୀ ହେବେ ବୋଲି ଆପାତତଃ…

ଭାରତ ରୁଷ୍‌ରୁ ଶସ୍ତାରେ ଯେତେ ଇଚ୍ଛା ସେତେ ତୈଳ ଖରିଦ କରିପାରେ: ଆମେରିକା

ନୂଆଦିଲ୍ଲୀ: ଭାରତ ରୁଷ୍‌ରୁ ଶସ୍ତାରେ ଯେତେ ଇଚ୍ଛା ସେତେ ତୈଳ ଖରିଦ ଜାରି ରଖିଲେ ଆମେରିକା ଆନନ୍ଦିତ ବୋଲି ଶୁକ୍ରବାର ଦିନ ଆମେରିକାର ‘ଟ୍ରେଜରି ସେକ୍ରେଟେରି’ ଜେନେଟ୍‌ ୟେଲେନ୍‌ କହିଛନ୍ତି। ଆମେରିକା-ଭାରତ ଅର୍ଥନୈତିକ ସମ୍ବନ୍ଧ ଦୃଢ଼ତର କରାଯିବା ସଂକ୍ରାନ୍ତ‌ରେ ଆୟୋଜିତ ସମ୍ମିଳନୀ…

ଫାଇନାଲ୍‌ ଦିନ ମେଲ୍‌ବର୍ଣ୍ଣରେ ପ୍ରବଳ ବର୍ଷା ଆଶଙ୍କା

ମେଲବର୍ଣ୍ଣ : ‌ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ମେଲବର୍ଣ୍ଣରେ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ। କିନ୍ତୁ ଏହି ମେଗା ଫାଇନାଲ୍‌ ପୂର୍ବରୁ ମ୍ୟାଚ୍‌ ଉପରେ ପ୍ରବଳ ବର୍ଷା ଆଶଙ୍କା ଦେଖାଦେଇଛି। ମ୍ୟାଚ୍‌ ଦିନ ସହିତ ସୋମବାର ସଂରକ୍ଷିତ ଦିନରେ ମଧ୍ୟ ପ୍ରବଳ ବର୍ଷା…

ବିଚାରପତି ନିଯୁକ୍ତି ନେଇ କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟଙ୍କ ପ୍ରଶ୍ନ: ନାମ ସୁପାରିସ ସତ୍ତ୍ବେ ମଂଜୁରିରେ ବିଳମ୍ବ…

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଏବଂ ହାଇକୋର୍ଟରେ ବିଚାରପତିଙ୍କ ନିଯୁକ୍ତିରେ ବିଳମ୍ବ ହେଉଥିବାରୁ ସୁପ୍ରିମକୋର୍ଟ ଶୁକ୍ରବାର ଦିନ କେନ୍ଦ୍ର ସରକାରଙ୍କ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସୁପ୍ରିମକୋର୍ଟ ଏବଂ ବିଭିନ୍ନ ଉଚ୍ଚ ନ୍ୟାୟାଳ‌ୟରେ ବିଚାରପତି ନିଯୁକ୍ତି ପାଇଁ କଲେଜିୟମ…

ଖ୍ୟାତି ହରାଇଛି ୪୦ ବର୍ଷର ହୋମିଓପାଥିକ୍ ସ୍ବାସ୍ଥ୍ୟକେନ୍ଦ୍ର

ବାଲିପାଟଣା: ସମୟ ଥିଲା, ସ୍ଥାନୀୟ ଆଳିସି ପଞ୍ଚାୟତ ଭୈରିପୁର ହୋମିଓପ୍ୟାଥିକ ସ୍ବାସ୍ଥ୍ୟକେନ୍ଦ୍ରର ଖ୍ୟାତି ଏକପ୍ରକାର ଶିଖର ଛୁଇଁଥିଲା। ବାଲିପାଟଣା ଓ ବାଲିଅନ୍ତା ବ୍ଲକ୍‌ର ବହୁ ରୋଗୀଙ୍କ ପାଇଁ ଏହା ଭରସାଯୋଗ୍ୟ ଡାକ୍ତରଖାନା ଥିଲା। ଦୈନିକ ଶହଶହ ରୋଗୀ ଲମ୍ବା ଧାଡ଼ି‌ରେ ଅପେକ୍ଷା କରି ଭଲ…