ମହିଳାଙ୍କ ହାତରେ ନାକ ବିକଶିତ କରି ମୁହଁରେ ପ୍ରତିରୋପଣ କଲେ ଫ୍ରାନ୍ସର୍ ସର୍ଜନ୍
ପ୍ୟାରିସ୍: ଜଣେ ମହିଳାଙ୍କ ହାତରେ ନାକ ବିକଶିତ କରି ଫ୍ରାନ୍ସର ଶଲ୍ୟ ଚିକିତ୍ସକମାନେ ସଫଳତାର ସହିତ ତାଙ୍କ ନାକରେ ପ୍ରତିରୋପଣ କରିଛନ୍ତି। କର୍କଟ ରୋଗ ଚିକିତ୍ସା ସମୟରେ ମହିଳାଜଣକ ତାଙ୍କ ନାକର ବହୁଳାଂଶ ହରାଇଥିଲେ।
ସୂଚନାଯୋଗ୍ୟ, ନାସିକା ଗହ୍ବର କର୍କଟ ରୋଗରେ ଆକ୍ରାନ୍ତ…