ମାଲିପଦର ଜଙ୍ଗଲରେ ଫେକ୍ ଏନକାଉଣ୍ଟର ଘଟଣା: ମୃତକର ଶବ ଦିଆନଯିବାରୁ ଜାତୀୟ ରାଜପଥ ଅବରୋଧ

ମାଲକାନଗିରି: କୋରାପୁଟ ମାଲିପଦର ଜଙ୍ଗଲରେ ପୁଲିସ ପକ୍ଷରୁ ଫେକ୍ ଏନକାଉଣ୍ଟର କରାଯାଇଥିବାର ଅଭିଯୋଗ ହୋଇଛି। ଗତ ୯ ତାରିଖ ରାତିରେ ଘଟିଥିବା ଏନକାଉଣ୍ଟରରେ ପ୍ରାଣ ହରାଇଥିଲେ ମାଲକାନଗିରି ସର୍ଗୀଗୁଡା ଗାଁର ଧନ କମାର। ମୃତକ ଧନ କମାର ମାଓବାଦୀ ନୁହଁନ୍ତି ବୋଲି ଗ୍ରାମବାସୀମାନେ କହିଛନ୍ତି।…

କର୍ମଚାରୀଙ୍କୁ ଛଟେଇ କରିବାକୁ ଏଲନ୍‌ ମସ୍କ୍‌ କହିବା ପରେ ବାନ୍ତି କରିପକାଇଲେ ‘ଟୁଇଟର୍‌’ ମ୍ୟାନେଜର୍‌: ରିପୋର୍ଟ

ନୂଆଦିଲ୍ଲୀ: କର୍ମଚାରୀମାନଙ୍କୁ ଛଟେଇ କରିବା ଲାଗି ନୂଆ ମାଲିକ ଏଲନ୍‌ ମସ୍କ୍‌ କହିବାରୁ ‘ଟୁଇଟର୍‌’ର ଜଣେ ମ୍ୟାନେଜର୍‌ ବାନ୍ତି କରିପକାଇଥିବା କଥା ‘ନ୍ୟୁୟର୍କ ଟାଇମ୍ସ୍’ ରିପୋର୍ଟ କରିଛି। ‘ଦୁଇ ସପ୍ତାହର ଗୋଳମାଳ: ଏଲନ୍‌ ମସ୍କ୍‌ ଟୁଇଟର୍‌ ଗ୍ରହଣ କରିବା ଭିତରେ’ ଶୀର୍ଷକ ରିପୋର୍ଟରେ…

ପାରାଦୀପଗଡ଼ ଜରାଶ୍ରମ ପରିଚାଳକଙ୍କୁ ହତ୍ୟା

ଜଗତସିଂହପୁର : ପାରାଦୀପ ଲକ୍ ଥାନା ଅଧୀନ ଗଡ଼ ଗାଁରେ ଥିବା ରତ୍ନମାଳି ଜେନା ଜରାଶ୍ରମରେ ଶନିବାର ଦିନ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ସାମାନ୍ୟ କଥାକୁ ନେଇ ଜରାଶ୍ରମର ମ୍ୟାନେଜର ସନ୍ତୋଷ ବେହେରାଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ସେଠାରେ କାର୍ଯ୍ୟରତ ଜଣେ କର୍ମଚାରୀ କୀର୍ତ୍ତନ ପରିଡ଼ା।…

ଅଭୟାରଣ୍ୟରେ ଶିକାରର ସାଙ୍ଘାତିକ ଚିତ୍ର: ବାଘ ମାରିଲେ, ସମ୍ବର ଖାଇଲେ!

ଅନୁଗୁଳ : ସାତକୋଶିଆ ଅଭୟାରଣ୍ୟ କୁଲାଙ୍ଗୀ ଗାଁରୁ ଦୁଇଟା କଲରାପତରିଆ ବାଘ ହତ୍ୟା ଘଟଣାରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍‌ନାକୁ ଆସିଛି। ବିଦ୍ୟୁତ୍‌ ଫାଶ ପକାଇ ଖାଲି ବାଘକୁ ହତ୍ୟା କରାଯାଇନି, ସେହି ଫାଶରେ ବି ଏକ ସମ୍ବରକୁ ବି ହତ୍ୟା କରାଯାଇଛି। ଏଥିସହିତ, ସମ୍ବର ମାଂସ କାଟି ଶିକାରୀ…

ବାସ୍‌‌ ୩ଟି ସରଳ ଉପାୟ ; ଦୂର କରିବ ମୋଟାପଣ

ବିଭିନ୍ନ ପ୍ରକାର ଖାଦ୍ୟ ଶରୀରରେ କ୍ୟାଲୋରୀର ମାତ୍ରା ବୃଦ୍ଧି କରିଥାଏ। ଫଳରେ ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟ ପାଇଁ ମୋଟାପଣ ବୃଦ୍ଧି ହୋଇଥାଏ। ମାତ୍ର ଆପଣ କିଭଳି ଭୋଜନ ଗ୍ରହଣ କରୁଛନ୍ତି,ତାହା ଓଜନ ବୃଦ୍ଧି କରିବାର କାରଣ ପାଲଟିଥାଏ। କିଛି ଏଭଳି ଅଭ୍ୟାସ ରହିଛି,ଯାହା ଶରୀରରେ ମେଟାବୋଲିଜିୟମକୁ…

ଜାତୀୟ ରାଜପଥ ଦେଇ କଟକ ବାଲିଯାତ୍ରାକୁ ଆସିବାକୁ ଡିସିପିଙ୍କ ପରାମର୍ଶ

କଟକ: କଟକ ବାଲିଯାତ୍ରାକୁ ନେଇ ଡିସିପି ପିନାକ ମିଶ୍ର ପରାମର୍ଶ ଦେଇଛନ୍ତି। ଭୁବନେଶ୍ବର ପଟୁ ବାରଙ୍ଗ ଦେଇ ବାଲିଯାତ୍ରାକୁ ଆସୁଥିବା ଜନସାଧାରଣଙ୍କୁ ପରାମର୍ଶ ଦେଇ ସେ କହିଛନ୍ତି, ଆଜି ବାରଙ୍ଗରେ କାର୍ତ୍ତିକେଶ୍ଵର ଭସାଣୀ ଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ବିକଳ୍ପ…

ଉତ୍ତମ ନିଦ ପାଇଁ ଶୋଇବା ପୂର୍ବରୁ ଖାଆନ୍ତୁ ଏହି ଜିନିଷ

ଦିନଯାକ ପରିଶ୍ରମ ପରେ ରାତିରେ ସଠିକ ପରିମାଣରେ ନିଦ ହେବା ନିତାନ୍ତ ଆବଶ୍ୟକ। ତେବେ ଶୋଇବା ପୂର୍ବରୁ ଏପରି କିଛି ସ୍ୱତନ୍ତ୍ର ଖାଦ୍ୟପେୟ ରହିଛି,ଯାହାର ସେବନ କରିବା ଦ୍ୱାରା ଅନିଦ୍ରା ସମସ୍ୟା ଦୂର ହେବା ସହ ଉତ୍ତମ ନିଦ ହେବାରେ ବେଶ ସହାୟକ ହୋଇଥାଏ। ପୋଟାସିୟମ ଓ ମେଗ୍ନିସିୟମରେ ଭରପୁର ଥିବା…

ଅଣ୍ଡା ସହ ଖାଆନ୍ତୁ ନାହିଁ ଏହି ୫ଟି ଜିନିଷ

କଥାରେ ଅଛି ସଣ୍ଡେ ହୋ ୟା ମଣ୍ଡେ, ରୋଜ୍‌‌ ଖାଓ ଅଣ୍ଡେ। ସ୍ୱାସ୍ଥ୍ୟ ପାଇଁ ଅଣ୍ଡା ବେଶ ଉପକାରୀ ହୋଇଥିବା କାରଣରୁ ଏହାକୁ ନିୟମିତ ଭାବେ ସେବନ କରିବାକୁ ପରାମର୍ଶ ଦିଆଯାଇଥାଏ। ଅଣ୍ଡାରେ ଭିଟାମିନ ଏ, ବି୬,ବି୧୨,ପ୍ରୋଟିନ, ଆଇରନ, ଏମିନୋ ଏସିଡ,ଫସଫରସ ଓ ସେଲେନିୟମ ଭଳି ଅନେକ ପୋଷକ ତତ୍ତ୍ୱ…

ନିୟମିତ ଖାଆନ୍ତୁ ତୁଳସୀପତ୍ର

ତୁଳସୀ ବୃକ୍ଷର ଧାର୍ମିକ ସହ ଔଷଧୀୟ ମହତ୍ତ୍ୱ ମଧ୍ୟ ରହିଛି। ସଭିଁଙ୍କ ଘରର ଅଗଣାରେ ତୁଳସୀ ବୃକ୍ଷ ନିଶ୍ଚୟ ରହିଥାଏ। ସ୍ୱାସ୍ଥ୍ୟ ପାଇଁ ଏହା ଖୁବ ଉପକାରୀ। ଆୟୁର୍ବେଦରେ ତୁଳସୀ ବୃକ୍ଷକୁ ମନୁଷ୍ୟ ପାଇଁ ବରଦାନ ବୋଲି ମଧ୍ୟ କୁହାଯାଇଛି। ଏହାର ପତ୍ରର ବ୍ୟବହାର ଅନେକ ଔଷଧ ପାଇଁ କରାଯାଇଥାଏ।…

ମୁମ୍ବାଇ ବିମାନବନ୍ଦରରେ ଶାହରୁଖ ଅଟକ

ମୁମ୍ବାଇ : ବଲିଉଡ୍ ଅଭିନେତା ଶାହରୁଖ ଖାନ୍‌ଙ୍କୁ ଶନିବାର ସକାଳେ ମୁମ୍ବାଇ ବିମାନବନ୍ଦରରେ ହଟହଟା ହେବାକୁ ପଡ଼ିଛି। ତାଙ୍କ ବ୍ୟାଗ୍‌ରେ କେତେକ ବିଳାସପୂର୍ଣ୍ଣ ଘଣ୍ଟା ଥିବାର ଦେଖି ତାଙ୍କୁ କଷ୍ଟମ୍ସ ଡ୍ୟୁଟି (ବହିଃଶୁଳ୍କ) ବିଭାଗର ଅଧିକାରୀମାନେ ୪ ଘଣ୍ଟା ଧରି ଅଟକାଇଥିଲେ। ସେ ୬ ଲକ୍ଷ ୮୩…