ସ୍ୱାତୀ ମାଲିୱାଲ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ପଦରୁ ଇସ୍ତଫା ଦେବା ପରେ ଆମ୍ ଆଦମୀ ପାର୍ଟି ତାଙ୍କୁ ରାଜ୍ୟସଭା…

ନୂଆଦିଲ୍ଲୀ : ରାଜନୀତିରେ ଏଣ୍ଟ୍ରି କଲେ ସ୍ୱାତୀ ମାଲିୱାଲ। ସ୍ୱାତୀ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ପଦରୁ ଇସ୍ତଫା ଦେବା ପରେ ଆମ୍ ଆଦମୀ ପାର୍ଟି ତାଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି। ଜାନୁଆରୀ ୧୯ ତାରିଖରେ ଦିଲ୍ଲୀ ପାଇଁ ରାଜ୍ୟସଭା ନିର୍ବାଚନ କରାଯିବ । ଯେଉଁଥିରେ ସ୍ୱାତୀ ହେବେ ଆପ୍…

ରାଜ୍ୟରେ ବଢ଼ିଛି ମହିଳା ଭୋଟରଙ୍କ ସଂଖ୍ୟା, ହଜାରେ ଭୋଟରରେ ୯୭୨ ମହିଳା

ଭୁବନେଶ୍ବର: ପ୍ରକାଶ ପାଇଲା ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା। ଓଡ଼ିଶାରେ ମୋଟ ଭୋଟର ସଂଖ୍ୟା ୩ କୋଟି ୩୨ଲକ୍ଷ ୩୬ହଜାର ୩୬୦ ବୋଲି ସୂଚନା ଦିଆଯାଇଛି। ତାଲିକାରେ ୧୨ଲକ୍ଷ ୯୭ହଜାର ୯୫୪ଜଣ ନୂଆ ଭୋଟର ଚିହ୍ନଟ କରାଯାଇଥିବାବେଳେ ସେଥିରୁ ନୂଆ ଯୁବ ଭୋଟରଙ୍କ ସଂଖ୍ୟା ୪ଲକ୍ଷ ୭୬ହଜାର ୯୬୯ ବୋଲି…

ସମ୍ମାନାସ୍ପଦ ବିଳାଶୁଣୀ ସମ୍ମାନ-୨୦୨୩

ଲୋକ ସେବକ ମଣ୍ଡଳ ର ଓଡିଶା ଶାଖା ଅଧ୍ୟକ୍ଷ ଏବଂ ସମାଜ ର ମୁଦ୍ରାକାର ଓ ପ୍ରକାଶକ ନିରଞ୍ଜନ ରଥ ଙ୍କୁ ଶୋଭନୀୟ ଆନ୍ଦୋଳନ ର ନିର୍ଦ୍ଦେଶିକା ଡ଼ଃ ଅରୁନ୍ଧତୀ ଦେବୀ ଏବଂ ୱାର୍ଲଡ ଓଡିଶା ସୋସାଇଟି ର ସାଂସ୍କୃତିକ ସାଧାରଣ ସମ୍ପାଦକ କାବେରୀ ବେହେରା ସମ୍ମାନାସ୍ପଦ ବିଳାଶୁଣୀ ସମ୍ମାନ-୨୦୨୩ ପ୍ରଦାନ…

ବିଶ୍ବ ଦେଖିବ ଶିଳ୍ପୀଗ୍ରାମ ରଘୁରାଜପୁର

ଭୁବନେଶ୍ବର : ଦିଲ୍ଲୀରେ ଝଲସିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼। ଚଳିତ ସାଧାରଣତନ୍ତ୍ର ଦିବସରେ ବିଶ୍ବବାସୀ ଦେଖିବେ ପୁରୀ ଜିଲା ରଘୁରାଜପୁର ଶିଳ୍ପୀଗ୍ରାମ ମଡେଲ। ଗୁରୁବାର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଚୂଡ଼ାନ୍ତ ତାଲିକାରେ ଓଡ଼ିଶାର ମଡେଲ ମନୋନୀତ ହୋଇଥିବା ସମ୍ପର୍କରେ ମୁଖ୍ୟ…

ଚକ ଜମିର ବିକ୍ରୟ, ହସ୍ତାନ୍ତର, ବଣ୍ଟନ ପ୍ରକ୍ରିୟା ସ୍ଵଚ୍ଛ ଓ ପ୍ରତିବନ୍ଧକ ମୁକ୍ତ ହେବ।

ଭୁବନେଶ୍ୱର: ଚକ ଜମିର ବିକ୍ରୟ, ହସ୍ତାନ୍ତର, ବଣ୍ଟନ ପ୍ରକ୍ରିୟା  ସ୍ଵଚ୍ଛ ଓ ପ୍ରତିବନ୍ଧକମୁକ୍ତ ହେବ। ଏହା ଦ୍ବାରା ଲକ୍ଷାଧିକ ଲୋକ ଉପକୃତ ହେବେ। ରାଜ୍ୟ ସରକାର ଏହିଭଳି ବ୍ୟବସ୍ଥା କରିବାକୁ ଯାଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୫–‘ଟି’ ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭିକେ…

ନୂଆଗାଁ ରୋଡ଼-ଦଶପଲ୍ଲା ରେଳ ସେକ୍ସନ ଉଦ୍‌ଘାଟନ କରିବେ କେନ୍ଦ୍ର ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା…

ଦଶପଲ୍ଲା: କେନ୍ଦ୍ର ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କର ତିନି ଦିନିଆ ଓଡିଶା ଗସ୍ତ କାର୍ଯ୍ୟକ୍ରମରେ ଆସି ଆସନ୍ତା ୫ ତାରିଖ (ଶୁକ୍ରବାର) ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ। ତାଙ୍କ ଗସ୍ତ ସମୟରେ ଶ୍ରୀ ବୈଷ୍ଣବ ନୟାଗଡ଼…

ଜିଲ୍ଲା ଉପଭୋକ୍ତା ବିବାଦ ସମାଧାନ ଆୟୋଗରେ ୟୁନିୟନ ବ୍ୟାଙ୍କ ଦଣ୍ଡିତ

କୋରାପୁଟ: କୋରାପୁଟ ଜିଲ୍ଲା ଜୟପୁରସ୍ଥିତ ଜିଲ୍ଲା ଉପଭୋକ୍ତା ବିବାଦ ସମାଧାନ ଆୟୋଗରେ ୟୁନିୟନ ବ୍ୟାଙ୍କ ଦଣ୍ଡିତ ହୋଇଛି। ଏଥିନେଇ ଜୟପୁର ଆୟୋଗର ସଭାପତି ପ୍ରଫୁଲ୍ଲ କୁମାର ପଣ୍ଡା ଓ ସଦସ୍ୟା ସଲମା ବାନୋ ଏକ ମାମଲାର ବିଚାରଣ କରିବା ସହିତ ଜାତୀୟ ସ୍ତରୀୟ  ୟୁନିୟନ ବ୍ୟାଙ୍କ (ପୂର୍ବତନ ଆନ୍ଧ୍ର…

ସ୍ଥାନାନ୍ତରଣ ହେବ କଟକ ହରିଣ ପାର୍କ,

କଟକ: କଟକ ହରିଣ ପାର୍କ ସ୍ଥାନାନ୍ତରଣ ହେବ। କଟକ ହରିଣ ପାର୍କରେ ୨୯୨ ହରିଣରୁ ୧୦/୨୦ଟି ହରିଣ ରହିବେ ବୋଲି ମେୟର ସୁବାଶ ସିଂ ସୂଚନା ଦେଇଛନ୍ତି। କଟକ ହରିଣ ପାର୍କ ସ୍ଥାନାନ୍ତରଣ ନେଇ ମେୟର ସୁବାଶ ସିଂ କହିଛନ୍ତି ଯେ ହରିଣ ପାର୍କ କଟକ ମାଟିର ଐତିହ୍ୟ ଏବଂ ଏହି ପାର୍କରେ ୧୦ରୁ ୨୦ଟି ହରିଣ…

ବିଜେପିର କଳାହାଣ୍ଡି ବନ୍ଦ: ଜନଜୀବନ ପ୍ରଭାବିତ

ଭବାନୀପାଟଣା :ଧାନର କଟନି ଛଟନି ବନ୍ଦ ତଥା କପାର ଅଭାବୀ ବିକ୍ରୀ ରୋକିବା, ବର୍ଦ୍ଧିତ ବିଦ୍ୟୁତ୍ ଦର ପ୍ରତ୍ୟାହାର ଆଦି ଦାବିରେ ଆଜି ବିଜେପି କଳାହାଣ୍ଡି ବନ୍ଦ ଡାକରା ଦେଇଥିଲା। ଆଜି ସକାଳ ୬ଟା ସନ୍ଧ୍ୟା ୬ ଟା ଯାଏଁ ଭବାନିପାଟଣା ସହରର କଲେଜ୍ ଛକ, ଆଇଟିଆଇ ଛକ, ତାରିଣୀ ମନ୍ଦିର ଛକ, ହିଲ…

ସିଦ୍ଧାନ୍ତ ଦର୍ପଣ ହେବନାହିଁ ଲୟ

ସିଦ୍ଧାନ୍ତ ଦର୍ପଣ ହେବନାହିଁ ଲୟ ================= ଆମରି ଓଡ଼ିଶା ରାଇଜର ମଣିଷ l ଯେତେବେଳେ ସେ ଖୁବ୍ ଛୋଟଥିଲା ଓ ତା' ବୟସର ପିଲାମାନେ ଖେଳକୁଦରେ ମସଗୁଲ ରହୁଥିଲେ, ସେତେବେଳେ ଆକାଶକୁ ଚାହିଁ ସେ ଭାବୁଥିଲା ରାତିର ଢ଼ଙ୍କା ଥିବା ସରଗର ତାରା ଚାନ୍ଦୁଆଟି, ଦିନ ହେଲେ, ଉଭେଇ ଯାଉଛି କିଆଁ…