ଭୁବନେଶ୍ବର: ପ୍ରକାଶ ପାଇଲା ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା। ଓଡ଼ିଶାରେ ମୋଟ ଭୋଟର ସଂଖ୍ୟା ୩ କୋଟି ୩୨ଲକ୍ଷ ୩୬ହଜାର ୩୬୦ ବୋଲି ସୂଚନା ଦିଆଯାଇଛି। ତାଲିକାରେ ୧୨ଲକ୍ଷ ୯୭ହଜାର ୯୫୪ଜଣ ନୂଆ ଭୋଟର ଚିହ୍ନଟ କରାଯାଇଥିବାବେଳେ ସେଥିରୁ ନୂଆ ଯୁବ ଭୋଟରଙ୍କ ସଂଖ୍ୟା ୪ଲକ୍ଷ ୭୬ହଜାର ୯୬୯ ବୋଲି ଜଣାପଡ଼ିଛି। ତାଲିକାରୁ ୭ଲକ୍ଷ ୧୬ହଜାର ଭୋଟରଙ୍କୁ ବାଦ ଦିଆଯାଇଛି। ମହିଳା ଭୋଟରଙ୍କ ସଂଖ୍ୟା ବଢ଼ିଛି, ହଜାରେ ଭୋଟରରେ ୯୭୨ ମହିଳା ରହିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.
Comments are closed.