ସମ୍ମାନାସ୍ପଦ ବିଳାଶୁଣୀ ସମ୍ମାନ-୨୦୨୩

ଲୋକ ସେବକ ମଣ୍ଡଳ ର ଓଡିଶା ଶାଖା ଅଧ୍ୟକ୍ଷ ଏବଂ ସମାଜ ର ମୁଦ୍ରାକାର ଓ ପ୍ରକାଶକ ନିରଞ୍ଜନ ରଥ ଙ୍କୁ ଶୋଭନୀୟ ଆନ୍ଦୋଳନ ର ନିର୍ଦ୍ଦେଶିକା ଡ଼ଃ ଅରୁନ୍ଧତୀ ଦେବୀ ଏବଂ ୱାର୍ଲଡ ଓଡିଶା ସୋସାଇଟି ର ସାଂସ୍କୃତିକ ସାଧାରଣ ସମ୍ପାଦକ କାବେରୀ ବେହେରା ସମ୍ମାନାସ୍ପଦ ବିଳାଶୁଣୀ ସମ୍ମାନ-୨୦୨୩ ପ୍ରଦାନ କରୁଛନ୍ତି I

Comments are closed.