ବୁଡ଼ିଲା ଜଳ ଯୋଗାଣ ଗୃହ: ୮୦୦ରୁ ଊର୍ଦ୍ଧ୍ୱ ପରିବାର ପାଣି ପାଇଁ ଆକୁଳ, ଚିନ୍ତାରେ ମୋହନାବାସୀ।

ମୋହନା, ୨୮।୧୦(ମନୋଜ କୁମାର ପାଢୀଙ୍କ ରିପୋର୍ଟ): ବାତ୍ୟା ‘ଅର୍ଣ୍ଣବ’ ପ୍ରକୋପରେ ଗତ ଦୁଇଦିନ ହେଲା ଲଗାଣ ବର୍ଷା ଜାରି ରହିଥିବା ବେଳେ ଗଜପତି ଜିଲା ମୋହନା ଅଞ୍ଚଳ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇପଡ଼ିଛି। ବୁଧବାର ସନ୍ଧ୍ୟାରେ ନଦୀ ପତନଠାରୁ ପ୍ରାୟ ୨୦ ଫୁଟ୍ ଉଚ୍ଚରେ ଥିବା ଏକ ଘରୋଇ ଜଳ ଯୋଗାଣ…

ଜଳବନ୍ଦୀ ଅବସ୍ଥାରେ ଉଦୟ ପୁର ପଞ୍ଚାୟତ ବାସୀ ।

ନୂଆଗଡ ୨୯/୧୦ (ମନୋଜ କୁମାର ପାଢୀ): ଗଜପତି ଜିଲ୍ଲା ନୂଆଗଡ ବ୍ଲକରେ ସାମ୍ଭାବ୍ୟ ବାତ୍ୟା ଲଘୁଚାପରେ ପରିଣତ ହୋଇ ଲଗାଣ ବର୍ଷା ଜାରି ରହିଛି। ବର୍ଷା ଲାଗରହିଥିବା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଉପର ମୁଣ୍ଡର ବର୍ଷା ହେବା ଫଳରେ ନଦୀ ଓ ନାଳ ଗୁଡିକ ରେ ପାଣି ବଢ଼ି ଯାଇଛି।ରାସ୍ତା…

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ମହେନ୍ଦ୍ରତନୟା ନଦୀର ଜଳସ୍ତର ବୃଦ୍ଧି, ବିଭିନ୍ନ ଗ୍ରାମରେ ପଶିଲା ବନ୍ୟାଜଳ ।

ଗଜପତି,୨୯.୧୦(ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଗଜପତି ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଥିବାରୁ ମହେନ୍ଦ୍ରତନୟା ନଦୀର ଜଳସ୍ତର ବୃଦ୍ଧି ପାଇଛି। ଲଗାତାର ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜନବସତି ଜଳମଗ୍ନ ହୋଇଥିବା ଜଣାପଡ଼ିଛି।ଗୋଷାଣି ବ୍ଳକ…

*ଅର୍ଣ୍ଣବ ବାତ୍ୟାର ପ୍ରଭାବ, ଗଜପତି ଜିଲ୍ଲାରେ ଅକ୍ଟୋବର ୩୧ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଛୁଟି ଘୋଷଣା ।

ଗଜପତି (ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ ଓ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ଘରୋଇ ବିଦ୍ୟାଳୟର ଛୁଟି ଅବଧିକୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।ଜିଲ୍ଲା ଶିକ୍ଷା ଅଧିକାରୀଙ୍କ…

।। ଶିକ୍ଷକ ।।

।। ଶିକ୍ଷକ ।। ସୁଧାଂଶୁ ଶେଖର ଦ୍ବିବେଦୀ ଗୁରୁଙ୍କ ମହିମା ଗାଇବା ବଡ଼ କଠିନ ଶବ୍ଦରେ କିଛି ବି କହିବା ବଡ଼ କଠିନ। ସଠିକ୍ ସମୟରେ ସଠିକ୍ ରାସ୍ତା ଯିଏ ବତେଇ ଦିଅନ୍ତି ସେ ହିଁ ପ୍ରକୃତ ଶିକ୍ଷକ। ଜ୍ଞାନର ଜ୍ୟୋତି ଜାଳି ମନ ଅଗଣାକୁ ଯିଏ ଆଲୋକିତ କରନ୍ତି ସେ ହିଁ ପ୍ରକୃତ ଶିକ୍ଷକ।…

ଅର୍ଣ୍ଣବ ବାତ୍ୟାର ମୁକାବିଲା ପାଇଁ ଅଣ୍ଟା ଭିଡ଼ିଥିଲେ ତେନ୍ତୁଳିଖୁଣ୍ଟି ବ୍ଲକ ପ୍ରଶାସନ

ତେନ୍ତୁଳିଖୁଣ୍ଟି (ଶେଖର ଖୁରା): ଅର୍ଣ୍ଣବ ବାତ୍ୟାର ମୁକାବିଲା କରିବା ସହ ଜନସାଧାରଣଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷାକୁ ଗୁରୁତ୍ୱ ଦେଇ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଥିଲା। ବିଶେଷକରି ଇନ୍ଦ୍ରାବତୀ ଜଳଭଣ୍ଡାର ନିକଟବର୍ତ୍ତୀ ତେନ୍ତୁଳିଖୁଣ୍ଟି…

ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା ପାଇଁ ପଦ୍ମପୁର ବ୍ଲକରେ ପ୍ରସ୍ତୁତି ଓ ରିଲିଫ୍ ବ୍ୟବସ୍ଥା ସମୀକ୍ଷା କଲେ…

ରାୟଗଡ, ୨୮ ଅକ୍ଟୋବର ୨୦୨୬: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ ଏବଂ ଏହାର ପ୍ରଭାବରେ ସୃଷ୍ଟି ହେବାକୁ ଥିବା ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶାର ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ରାୟଗଡ ଜିଲ୍ଲାର ପଦ୍ମପୁର ବ୍ଲକ ଗସ୍ତ କରି ବାତ୍ୟା ମୁକାବିଲା…

ଓଡ଼ିଶୀ କେନ୍ଦ୍ର ଦିଲ୍ଲୀର ୪୯ତମ ବାର୍ଷିକୋତ୍ସବ ପାଳନ

 ନୂଆଦିଲ୍ଲୀ ତା ୨୯.୧୦. ରିଖ ; ଦିଲ୍ଲୀର ପ୍ରମୁଖ ସାଂସ୍କୃତିକ ଅନୁଷ୍ଠାନ ଓଡ଼ିଶୀ କେନ୍ଦ୍ର, ଦିଲ୍ଲୀର ୪୯ ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳନ କରାଯାଇଛି । ଏହି ଭବ୍ୟ ଆୟୋଜନ ଉପଲକ୍ଷେ ଉତ୍ସବସ୍ଥଳ ଲୋଧୀ ଇଷ୍ଟେଟସ୍ଥିତ ଅଲିଆନ୍ସ ଫ୍ରନସେସର ପ୍ରେକ୍ଷାଳୟକୁ ଖୁବ ସୁନ୍ଦର ଭାବରେ ସଜା…

ଆଜି ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଛତିଶଗଡ଼ ଯିବ ଅର୍ଣ୍ଣବ ; ଆଗାମୀ ୨୪ ଘଣ୍ଟା ଓଡିଶା ପାଇଁ ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର : ବାତ୍ୟା ଅର୍ଣ୍ଣବ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ପ୍ରବଳ ବର୍ଷା, ପବନ। ଆଜି ସନ୍ଧ୍ୟା ହେଉଛି ଗୁରୁତ୍ୱପୂର୍ଣ୍ଣ। ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଛତିଶଗଡ଼ ଯିବ ଅର୍ଣ୍ଣବ।ଏନେଇ ବୁଧବାର ସୂଚନା ଦେଇଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା…