ବାଲେଶ୍ୱରରେ ନୂତନ ଭାବେ ଗଠିତ ହେଲା ଯୁବ ସାମ୍ବାଦିକ ସଂଘ : ରଞ୍ଜିତ ଦାସ ସଭାପତି, ହ୍ରିତିକ ନାୟକ ସମ୍ପାଦକ ମନୋନୀତ
ବାଲେଶ୍ୱର, ୩୦/୧୦ (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲାର ଯୁବ ସାମ୍ବାଦିକମାନଙ୍କୁ ଏକଜୁଟ କରିବା ସହ ସେମାନଙ୍କ ଏକତା, ସ୍ୱାଭିମାନ, ସୁରକ୍ଷା ଓ ସ୍ୱାର୍ଥରକ୍ଷା ଲକ୍ଷ୍ୟରେ ‘ବାଲେଶ୍ୱର ଯୁବ ସାମ୍ବାଦିକ ସଂଘ’ ଗଠିତ ହୋଇଛି। ନୂତନ ଭାବେ ଗଠିତ ଏହି ସଂଘର ବିଭିନ୍ନ ପଦପଦବୀ ପାଇଁ…