ସମର୍ଥକଙ୍କ ସହିତ ବିଭିନ୍ନ ପୂଜା ମଣ୍ଡପ ଵୁଲିଲେ ବିଧାୟକ ! ପୂଜା କମିଟି ପକ୍ଷରୁ ଉଚ୍ଚ୍ଵୋସୀତ ସମ୍ବର୍ଦ୍ଧନା
କେନ୍ଦ୍ରାପଡ଼ା ୩୦/୧୦ : କେନ୍ଦ୍ରାପଡ଼ାର ଗଣପର୍ବ ତଥା ସମଗ୍ର ଓଡ଼ିଶାରେ ସୁନାମ ଅର୍ଜନ କରିଥିବା ଗଜଲକ୍ଷ୍ମୀ ପୂଜା ମହା ଆଡ଼ମ୍ବରରେ ଆଗେଇ ଚାଲିଛି।ପୂଜା ମଣ୍ଡପ ମାନଙ୍କରେ
ରଙ୍ଗବେରଙ୍ଗର ସାଜସଜ୍ଜା ସାଙ୍ଗକୁ ବଡ଼ ବଡ଼ ତୋରଣରେ ମା'ଙ୍କ ମଣ୍ଡପ ଝଲସି ଉଠୁଛି। ଜିଲ୍ଲାର ବିଭିନ୍ନ ଅଂଚଳରୁ ହଜାର…