ଅତିରିକ୍ତ ଜିଲ୍ଲାପାଳ ଭୂସ୍ଖଳନ ପ୍ରବଣ ଅଞ୍ଚଳ ପରିଦର୍ଶନ କରି ପଥଚାରୀଙ୍କୁ କରାଇଲେ ସଚେତନ ।

ଆର, ଉଦୟଗିରି/ ମନୋଜ କୁମାର ପାଢୀଙ୍କ ରିପୋର୍ଟ: ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ମୁନିନ୍ଦ୍ର ହୋନନାଗା ଆଜି ଗଜପତି ଜିଲ୍ଲାର ଆର. ଉଦୟଗିରି ବ୍ଲକ୍ ଅଞ୍ଚଳରେ ଥିବା ଭୂସ୍ଖଳନ ପ୍ରବଣ ଅଞ୍ଚଳ ଗୁଡ଼ିକ ପରିଦର୍ଶନ କରିଥିଲେ । ଆର.ଉଦୟଗିରି ବ୍ଲକର ଭୂସ୍ଖଳନ ପ୍ରବଣ ଅଞ୍ଚଳ…

ବର୍ତ୍ତମାନ ସୁଦ୍ଧା ଗଜପତି ଜିଲ୍ଲାର ୧୦,୨୦୦ ଲୋକ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ ସମ୍ଭାବ୍ୟ ବାତ୍ୟାର ମୁକାବିଲା…

ଗଜପତି(ମନୋଜ କୁମାର ପାଢୀଙ୍କ ରିପୋର୍ଟ)-: ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବ ଓ ଏହାର ପ୍ରଭାବକୁ ଦୃଷ୍ଟିରେ ରଖି ଆଜି ଗଜପତି ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉଚ୍ଚଶିକ୍ଷା , କ୍ରୀଡ଼ା ଓ ଯୁବସେବା , ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ…

ଅର୍ଣ୍ଣବ” ବାତ୍ୟା ଓ ବର୍ଷାର ମୁକାବିଲା ପାଇଁ ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷାତାରେ…

ଗଜପତି,୨୭.୧୦(ମନୋଜ କୁମାର ପାଢୀଙ୍କ ରିପୋର୍ଟ):-ଗଜପତି ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାର ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଆଜି ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର, ଓଡ଼ିଆ ଭାଷା ସାହିତ୍ୟ ଓ…

ବାତ୍ୟା ଆଶ୍ରୟ ସ୍ଥଳୀ ବୁଲିଲେ ଦେଖିଲେ ନୋଡାଲ ଅଧିକାରୀ ।

ନୂଆଗଡ ୨୭ /୧୦ (ମନୋଜ କୁମାର ପାଢୀଙ୍କ ରିପୋର୍ଟ) ନୂଆଗଡ ବ୍ଲକରେ ସାମ୍ଭାବ୍ୟ ବାତ୍ୟାକୁ ନେଇ ବିଭିନ୍ନ ଅଞ୍ଚଳ ରେ ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀ ନିରକ୍ଷଣ କରିଛନ୍ତି ନୋଡାଲ ଅଧିକାରୀ ସମେତ ବ୍ଲକ୍ ପ୍ରଶାସନ ର ବିଭିନ୍ନ ଅଧିକାରୀ। ବାତ୍ୟା ଆଶ୍ରୟ ସ୍ଥଳୀ ରେ ରନ୍ଧା ଖାଦ୍ୟ ସହ ପାନୀୟ ଜଳ…

ନୂଆଗଡ ବ୍ଲକ୍ ରେ ବାତ୍ୟା ମୁକାବିଲା ସକାଶେ ବୈଠକ ଅନୁଷ୍ଠିତ।

ନୂଆଗଡ ୨୭/୧୦ (ମନୋଜ କୁମାର ପାଢୀଙ୍କ ରିପୋର୍ଟ) ଗଜପତି ଜିଲ୍ଲା ନୂଆଗଡ ବ୍ଲକ୍ ସଦଭାବନା ସଭାଗୃହ ପରିସର ମଧ୍ୟରେ ସମ୍ଭାବ୍ୟ ବାତ୍ୟାକୁ ଗୁରୁତ୍ୱ ଦେଇ ବ୍ଲକ୍ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକର ସମସ୍ତ ବିଭାଗର ଅଧିକାରୀ ମାନଙ୍କୁ ନେଇ ବାତ୍ୟା ମୁକାବିଲା ଏବଂ…

ଅର୍ଣ୍ଣବ ବାତ୍ୟାର ପ୍ରଭାବରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପଡ଼ିଯାଇଥିବା ଗଛ କାଟି ସଫା କଲା ଅଗ୍ନିଶମ ବିଭାଗ।

ଗଜପତି, ୨୭.୧୦.(ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଅର୍ଣ୍ଣବ ବାତ୍ୟାର ପ୍ରଭାବରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପଡ଼ିଯାଇଥିବା ଗଛକୁ ଅଗ୍ନିଶମ ବିଭାଗର କର୍ମଚାରୀମାନେ କାଟି ସଫା କରିଛନ୍ତି।ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ତୁମୁଳ ଗ୍ରାମ ପଞ୍ଚାୟତର କିଙ୍ଗଡ଼ା ଗ୍ରାମରେ ଲଗାଣ ବର୍ଷା…

ଅଡବା ଥାନା ପକ୍ଷରୁ ୩୯୬ କିଲୋ ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର ।

ଗଜପତି, ୨୭.୧୦( ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଗଜପତି ଜିଲ୍ଲାରେ ନିଶା କାରବାର ବିରୋଧରେ ଅବକାରୀ ଓ ପୋଲିସ ପକ୍ଷରୁ ଲଗାତାର ଚଢ଼ାଉ ଜାରି ରହିଥିବା ବେଳେ ଅଡବା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଅଡବା ଥାନା ଅନ୍ତର୍ଗତ ପଣସପଦର ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଅନ୍ୟ ସ୍ଥାନକୁ ଚାଲାଣ…

ବାତ୍ୟା “ଅର୍ଣ୍ଣବ” କୁ ଦୃଷ୍ଟିରେ ରଖି ଅସହାୟ ବୃଦ୍ଧବୃଦ୍ଧାଙ୍କୁ ପ୍ରଶାସନ ପକ୍ଷରୁ ଆଶ୍ରୟସ୍ଥଳୀକୁ…

ଗଜପତି, ୨୭।୧୦( ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଗଜପତି ଜିଲ୍ଲାର ଆର୍‌. ଉଦୟଗିରି ବ୍ଲକ ସମେତ ବିଭିନ୍ନ ବ୍ଳକରେ ଅସହାୟ ଓ ନିରାଶ୍ରୟ ବୃଦ୍ଧବୃଦ୍ଧାଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଉଛି।ରାସ୍ତାକଡ଼ରେ କିମ୍ବା ଅସୁରକ୍ଷିତ ଅବସ୍ଥାରେ ରହୁଥିବା ବୟସ୍କ ବ୍ୟକ୍ତିମାନଙ୍କୁ ସୁରକ୍ଷିତ…

କାର୍‌ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ମୃତଦେହ ଓ କାରକୁ ଜବତ କଲା ମୋହନା ପୋଲିସ।

ଗଜପତି,୨୭.୧୦(ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଗଜପତି ଜିଲ୍ଲାର ମୋହନା ଥାନା ଅନ୍ତର୍ଗତ ପଥରଗଡ଼ ଗ୍ରାମ ନିକଟରେ କାର୍‌ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ଜଣକ ହେଲେ ମୋହନା ଥାନା ଅନ୍ତର୍ଗତ କାମ୍ପୋଗୁଡ଼ା ଗ୍ରାମର ଇନ୍ଦ୍ରଧନୁ ଦଳାଇ।ସୂଚନା ଅନୁଯାୟୀ,…

ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ପାଇଁ ଗଜପତି ଜିଲ୍ଲାରେ ପ୍ରଶାସନର ତତ୍ପରତା

ଗଜପତି (ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲାରେ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି। ଲୋକଙ୍କୁ ବିପଦପୂର୍ଣ୍ଣ ଅଞ୍ଚଳରୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥନାନ୍ତରଣ ଏବଂ ଆଶ୍ରୟସ୍ଥଳରେ ଆବଶ୍ୟକ ମୌଳିକ…