ନାବାଳିକାଙ୍କୁ ବ୍ଲାକ୍‌ମେଲ୍‌, ରୋଷେୟା ଗିରଫ

ଭୁବନେଶ୍ବର : ଦୁଇ ନାବାଳିକା ଭଉଣୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ୍ କରିବା ଓ ବ୍ଲାକମେଲ୍‌ କରିବା ଅଭିଯୋଗରେ ଭୁବନେଶ୍ବର ସାଇବର ଥାନା ପୁଲିସ ଇସ୍କନର ପୂର୍ବତନ ରୋଷେୟାକୁ ଗିରଫ କରିଛି। ସେ ହେଲା, ଢେଙ୍କାନାଳ ଝାଡ଼ବନ୍ଧର ପରୀକ୍ଷିତ ନାୟକ ଓରଫ କାଳିଆ(୩୫)। ଗତ ଜୁଲାଇ ୨୪ ତାରିଖରେ ନାବାଳିକା…

ବାପର ଟାଙ୍ଗିଆ ଚୋଟରେ ପୁଅ ମୃତ

ରାଉରକେଲା : ପାରିବାରିକ କଳିରୁ ଗଲା ପୁଅର ଜୀବନ। ଏମିତି ଅଭାବନୀୟ ଘଟଣା ଘଟିଛି ଚାନ୍ଦିପୋଷ ବରଘାଟ ଗାଁରେ। ବାପର ଟାଙ୍ଗିଆ ଚୋଟରେ ଗୁରୁତର ପୁଅକୁ ରାଉରକେଲା ସରକାରୀ ଡାକ୍ତରଖାନା(ଆରଜିଏଚ୍) ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସିତ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।…

କଂଗ୍ରେସ ସଭାପତି ହେବା ପ୍ରଶ୍ନକୁ ନେଇ ଏହି ଉତ୍ତର ଦେଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ମୁଖିଆ ପଦବୀ ପାଇଁ ତାଲିକା ବାହାରେ ନାହାନ୍ତି ସାଂସଦ ରାହୁଲ ଗାନ୍ଧୀ। ସେ ବି କଂଗ୍ରେସର ସଭାପତି ହୋଇପାରନ୍ତି ବେ‌ାଲି ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ସବୁଜ ସଂକେତ ଦେଇଛନ୍ତି ରାହୁଲ। ୨୦୨୪ ଜାତୀୟ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ପକ୍ଷରୁ ଆୟୋଜନ ହୋଇଥିବା…

ଓଡ଼ିଶା ଗସ୍ତରେ ଆଜି ଆସୁଛନ୍ତି ୫ କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ବର : ଶୁକ୍ରବାର ୫ଜଣ କେନ୍ଦ୍ର ମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସୁଥିବାବେଳେ ଦୁଇ ଦିନରେ ମୋଟ୍‌ ୬ଜଣ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଆସିବେ। ବିଜେପିର ମିସନ୍‌ -୨୦୨୪କୁ ସଫଳ କରିବାକୁ ତିନି କେନ୍ଦ୍ର ମନ୍ତ୍ରୀ ତିନିଟି ସଂସଦୀୟ କ୍ଷେତ୍ରରେ ଦଳର ସାଂଗଠନିକ ସମୀକ୍ଷା କରିବାର ଯୋଜନା ଅଛି।…

ସାମ୍ନାକୁ ଆସିଲା ‘ଥ୍ୟାଙ୍କ୍‌ ଗଡ଼୍‌’ର ପୋଷ୍ଟର

ମୁମ୍ବାଇ: ଅଜୟ ଦେବଗନଙ୍କ ପ୍ରଶଂସକଙ୍କ ପଇେଁ ଖୁସି ଖବର। ନିଜ ପ୍ରିୟ ତାରକାଙ୍କୁ ବଡ଼ ପରଦାରେ ଦେଖିବା ପାଇଁ ସେମାନଙ୍କୁ ଆଉ ବେଶୀ ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଖୁବଶ୍ରୀଘ୍ର ସମସ୍ତଙ୍କ କର୍ମର ହିସାବ କିତାବ କରିବାକୁ ଆସୁଛନ୍ତି ଅଜୟ। କାରଣ ଏଥର ସେ ଚିତ୍ରଗୁପ୍ତ ସାଜି​‌ବେ। ଅଜୟ…

ପତ୍ନୀଙ୍କୁ ଭୁଲି ଏବେ ପଡ଼ୋଶୀ ମହିଳାଙ୍କ ଉପରେ କପିଲ୍‌ଙ୍କ ନଜର, ଖୁବ୍‌ ମଜାଦାର୍‌ ଏହି ନୂଆ ପ୍ରମୋ ଭିଡିଓ

ମୁମ୍ବାଇ: କପିଲ୍‌ ଶର୍ମାଙ୍କ କମେଡି ସୋ’ରେ ଦେଖିବାକୁ ମିଳିବ ଟ୍ବିଷ୍ଟ୍‌। କମେଡି କିଙ୍ଗ୍‌ କପିଲ୍‌ ଶର୍ମା ତାଙ୍କର ପରଦାର ପତ୍ନୀ ବିନ୍ଦୁଙ୍କୁ ଛାଡ଼ି ପଡ଼ୋଶୀ ମହିଳାଙ୍କ ଉପରେ ଫିଦା ହେଉଥିବାର ନଜର ଆସିବେ। ସୋ’ର ଏକ ପ୍ରମୋ ବାଜିବା ପରେ ସୋ’କୁ ନେଇ ଲୋକଙ୍କ ମନରେ ଉତ୍ସୁକତା ଯଥେଷ୍ଟ…

କାହିଁକି ଫ୍ଲପ ହେଲା ଶମଶେରା? ଜାଣନ୍ତୁ କାହାକୁ ଦୋଷ ଦେଲେ ରଣବୀର

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟ ଏବେ ଚଳଚ୍ଚିତ୍ର ନିର୍ମାତା ଅୟାନ ମୁଖାର୍ଜୀଙ୍କ ସହ ବ୍ରହ୍ମାସ୍ତ୍ରର ପ୍ରଚାରରେ ବ୍ୟସ୍ତ ଅଛନ୍ତି। ଆସନ୍ତାକାଲି ଫିଲ୍ମ ରିଲିଜ୍ ହେବାକୁ ଥିବା ବେଳେ ପ୍ରେକ୍ଷାଳୟରେ ଫିଲ୍ମ ଭଲ ବ୍ୟବସାୟ କରିବ କି ନାହିଁ, ତା’ଉପରେ…

ଫ୍ଲିପ୍‌କାର୍ଟ ବିଗ୍‌ ବିଲିୟନ୍‌ ଡେ ସେଲ୍‌ରେ ସ୍ମାର୍ଟଫୋନ୍‌ ଉପରେ ମିଳିବ ଜବରଦସ୍ତ ଅଫର୍‌

ମୁମ୍ବାଇ: ଫ୍ଲିପ୍‌କାର୍ଟ ପକ୍ଷରୁ ବିଗ୍‌ ବିଲିୟନ୍‌ ଡେ ସେଲ୍‌ ସଂପର୍କରେ ଖୁଲାସା ହୋଇସାରିଛି। ଏହି ସେଲ୍‌ରେ ଗ୍ରାହକଙ୍କୁ ଖୁବ୍ ଆକର୍ଷଣୀୟ ଅଫର୍‌ ସବୁ ମିଳିବାକୁ ଯାଉଛି। ଏହି ସେଲ୍‌ରେ କମ୍ପାନି ବିଭିନ୍ନ ବ୍ରାଣ୍ଡ୍‌ର ସେଲ୍‌ଫୋନ୍‌ ଉପରେ ବମ୍ପର୍‌ ଅଫର୍‌ ପ୍ରଦାନ କରିବାକୁ ଯାଉଛି।…

୧୦୨୦ ଦିନ ପରେ ବିରାଟ ଶତକ

ଦୁବାଇ : ଦୁଇ ବର୍ଷ ୯ ମାସ ୧୫ ଦିନ ପ୍ରତୀକ୍ଷାର ଅନ୍ତ ଘଟିଛି। ମୋଟ ୧୦୨୦ ଦିନର ସଂଘର୍ଷ ପରେ ବିରାଟଙ୍କ ବ୍ୟାଟ୍‌ରୁ ମିଳିଛି ବିରାଟ ଶତକ। ଏହି ତିନି ବର୍ଷ ପ୍ରାୟ ମଧ୍ୟରେ କୋହଲି ଖେଳିଥିବା ୮୪ ଅନ୍ତର୍ଜାତୀୟ ପାଳି ଥିଲା ଶତକଶୂନ୍ୟ। ଗୁରୁବାର ଆଫଗାନିସ୍ତାନ ବିପକ୍ଷ ଏସିଆ କପ୍ ମ୍ୟାଚ୍‌ରେ…

ପାକ୍‌ କ୍ରିକେଟରଙ୍କ ଦିୱାନୀ ହେଲେ ଉର୍ବଶୀ; ପ୍ରଶଂସକ ଖପ୍ପା

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ଉର୍ବଶୀ ରୌତେଲା ଆଜିକାଲି ତାଙ୍କ କ୍ରିକେଟ ପ୍ରେମକୁ ନେଇ ଚର୍ଚ୍ଚାରେ। ଏସିଆ କପରେ ଭାରତ ଏବଂ ପାକିସ୍ତାନ ଦଳ ମଧ୍ୟରେ ମ୍ୟାଚ୍ ଦେଖିବାକୁ ଉର୍ବଶୀ ଆସିଥିଲେ। ସୋସିଆଲ ମିଡିଆ ୟୁଜର୍ସଙ୍କ କହିବା କଥା, କ୍ରିକେଟର ଋଷଭ୍ ପନ୍ତ ଏବଂ ତାଙ୍କ ମଧ୍ୟରେ ଚାଲିଥିବା ଶୀତଳ…