ଦାୟିତ୍ବ ଗ୍ରହଣ କଲେ ନୂଆ ସିଡିଏସ ଏନ.ଏସ. ରାଜା ସୁବ୍ରମଣି
ନୂଆଦିଲ୍ଲୀ: : ଭାରତର ନୂତନ ଚିଫ୍ ଅଫ ଡିଫେନ୍ସ ଷ୍ଟାଫ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଜେନେରାଲ ଏନଏସ ରାଜା ସୁବ୍ରମଣି। ଆଜି ତାଙ୍କୁ ତିନି ସଶସ୍ତ୍ର ବାହିନୀ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି। ଜେନେରାଲ୍ ସୁବ୍ରମଣି ଜେନେରାଲ୍ ଅନିଲ ଚୌହାନଙ୍କ ସ୍ଥାନ ନେଇଛନ୍ତି, ଯାହାଙ୍କର…