ଖଡ଼ିଆଳ ରୋଡରେ ଚାରିଲକ୍ଷ ଟଙ୍କା ଓ ୨୦ ମୋବାଇଲ ଜବତ ସହ ୨୨ ଜୁଆଡ଼ି ଗିରଫ
ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ରୋଡ ଜୋଙ୍କ ଥାନା ପକ୍ଷରୁ ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ଚଢ଼ାଉ କରାଯାଇଛି। ବିପୁଳ ଟଙ୍କା ସହ ୨୨ଜଣ ଜୁଆଡ଼ିଙ୍କୁ ଗିରଫ କରିଛି ପୁଲିସ।
ସୂଚନା ଅନୁଯାୟୀ ଜୋଙ୍କ ପୁଲିସ ଏକ ବିଶେଷ ସୂତ୍ରରୁ ଖବର ପାଇ ସଲିହା ପଞ୍ଚାୟତ ଝାଲବହାଲ ଜଙ୍ଗଲ ଅଞ୍ଚଳରେ ଏକ ଜୁଆ…