ତତ୍ରାନ୍ନ ପାଚିକା ଲକ୍ଷ୍ମୀ
ଶ୍ରୀଜଗନ୍ନାଥ ମନ୍ଦିର ଓ ଶ୍ରୀଲିଙ୍ଗରାଜ ମନ୍ଦିର ଭଳି ମହାପ୍ରଭୁ ଶ୍ରୀ ସାକ୍ଷୀଗୋପାଳଙ୍କ ମନ୍ଦିରରେ ଅନ୍ନ ଅବଢ଼ା ମିଳେ ନାହିଁ l ଏହା ପରମ୍ପରା ଭାବେ ବହୁ କାଳରୁ ଚଳି ଆସୁଛି l ଏକବାର କିନ୍ତୁ ଏଥି ପାଇଁ ଚେଷ୍ଟା କରାଯାଇ ଥିଲା ଯାହା ଏକ ଅପ୍ରତ୍ୟାଶିତ ଘଟଣା କ୍ରମରେ ପୁଣି ବନ୍ଦ ରହିଥିଲା l…