ବିଦ୍ୟୁତ୍ଚାଳିତ ଯାନ (ଇଭି) କ୍ରୟ ପାଇଁ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କୁ ମିଳୁଥିବା ସୁଧବିହୀନ ଋଣ ବ୍ୟବସ୍ଥା…
ଭୁବନେଶ୍ବର : ବିଦ୍ୟୁତ୍ଚାଳିତ ଯାନ (ଇଭି) କ୍ରୟ ପାଇଁ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କୁ ମିଳୁଥିବା ସୁଧବିହୀନ ଋଣ ବ୍ୟବସ୍ଥା ପ୍ରତ୍ୟାହାର କରାଯାଇଛି। ଚଳିତ ମାସ ପହିଲାରୁ ଏହି ସୁଧବିହୀନ ଋଣ ପ୍ରଦାନ ବ୍ୟବସ୍ଥା ବନ୍ଦ କରାଯାଇଛି। ଏନେଇ ଅର୍ଥ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ କୁମାର ମିଶ୍ର…