ରବିବାର କେନ୍ଦୁଝର ଜିଲା କାଞ୍ଜିପାଣି ଥାନା ୪୯ନମ୍ବର ଜାତୀୟ ରାଜପଥରେ ପୃଥକ୍ ପୃଥକ୍ ଦୁର୍ଘଟଣା
କେନ୍ଦୁଝର : ରବିବାର କେନ୍ଦୁଝର ଜିଲା କାଞ୍ଜିପାଣି ଥାନା ୪୯ନମ୍ବର ଜାତୀୟ ରାଜପଥରେ ପୃଥକ୍ ପୃଥକ୍ ଦୁର୍ଘଟଣା ଘଟି ୫ ନିରୀହ ଜୀବନ ଚାଲିଯାଇଛି। ଏପରି ଘଟଣାକୁ ନେଇ ଅଞ୍ଚଳରେ ରଜ ଉତ୍ସବ ଫିକା ପଡ଼ିଯାଇଛି। କୁଆଁର ଗ୍ରାମର ଦୁଇ ଭାଇ ଲକ୍ଷ୍ମଣ ସନଙ୍ଗି, ଅକ୍ଷୟ ସନଙ୍ଗି କାଇପୁର ଗାଁସ୍ଥିତ ଭଉଣୀ…