ବାଲିପାଟଣା ବ୍ଲକ ରେ ଅହିଂସା ରଥ ପରିକ୍ରମା

ବାଲିପାଟଣା - ବାଲିପାଟଣା ଗୋପବନ୍ଧୁ ଛକ ଠାରୁ ବାଲିପାଟଣା ବ୍ଲକ ଓ ବୁଦ୍ଧନାଥ ହାଇସ୍କୁଲ ସହ ବନମାଳି ପୁର ସ୍କୁଲ ପଯ୍ୟନ୍ତ ଅହିଂସା ରଥ ପରିକ୍ରମା କରିଥିଲା । ମହାତ୍ମା ଗାନ୍ଧୀଙ୍କର ଅହିଂସା ଆନ୍ଦୋଳନ ଯୋଗୁ ବିନା ଯୁଧ୍ୟ ରେ ଦେଶକୁ ଅହିଂସା ଆନ୍ଦୋଳନ କରି ଦେଶ ସ୍ଵାଧୀନ କରିଥିଲେ । ତାଙ୍କର…

ନମସ୍ତେ ମା’ କାଳରାତ୍ରି

ନମସ୍ତେ ମା' କାଳରାତ୍ରି କରାଳ ଵଦନୀ l ଉନ୍ମୁକ୍ତ କୁନ୍ତଳେ ମାତେ ବିପୁଳ ଦଶନୀ ll ମହାଦେବୀ ମହାମାୟୀ ଋଗ୍ବେଦ ବର୍ଣ୍ଣିତା l ଶକ୍ତିମୟୀ ରାତ୍ରୀରୂପେ ଶକ୍ତି ପରମାତ୍ମା ll ଘୋର ତିମିରରେ କରୁ ଏ ବିଶ୍ୱ ବିଲୟ l ଅଜ୍ଞାନ ତିମିର ନାଶୁ ଦାନେ ବରାଭୟ ll ନିଦ୍ରାରୂପେ ସର୍ବପ୍ରାଣୀ ମଧ୍ୟେ…

ହେ ମହାମାନଵ ଶାନ୍ତିଦୂତ

ଚନ୍ଦ୍ରଶେଖରଙ୍କ ନିବାସ ସ୍ଥାନ, ପୁରାଣ ପ୍ରସିଦ୍ଧ ସେ କାଶୀଧାମ, ଲାଲ ବହାଦୁର ପାଶେ ଜନମିଲେ ଅକଟୋବର ଦୁଇ ତାରିଖେ ଜାଣ ll ଶାରଦା ପ୍ରସାଦ ରାମ ଦୁଲାରୀ, ପାଳିଲେ ପୁତ୍ରକୁ ଶରଧା କରି, ବାପା ବାଲ୍ୟକାଳେ ହେଲେ ସ୍ଵର୍ଗବାସୀ ଲାଲବାହାଦୁରେ ଅନାଥ କରି ll ବାଲ୍ୟ କାଳୁ ସହି କେତେ କଷଣ,…

ନବରାତ୍ରରେ କୁମାରୀ ପୂଜନ

ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମଚନ୍ଦ୍ର ରାବଣ ବଧ ନିମନ୍ତେ ଶରତକାଳରେ ମାଆ ଦୁର୍ଗାଙ୍କୁ ଆବାହନ କରିଥିଲେ ବୋଲି ରାମାୟଣରୁ ଜଣା ଯାଇଥାଏ l ଏହା ‘ଅକାଳବୋଧନ’ ନାମରେ ବିଦିତ, କାରଣ ଶରତକାଳରେ ସୂର୍ଯ୍ୟଦେବଙ୍କ ଦକ୍ଷିଣାୟନ ହୋଇ ଥାଏ l ଶ୍ରାବଣମାସରୁ ପୌଷମାସ ପର୍ଯ୍ୟନ୍ତ ସୂର୍ଯ୍ୟ ଦେବଙ୍କ…

ଗାନ୍ଧୀ ଜୟନ୍ତୀ

ଦେଶ ହିତ ପାଇଁ କହିଥିଲେ ଗାନ୍ଧୀ ଅହିଂସା ପରମ ଧର୍ମ ଆଠ ଟା ଅକ୍ଷର ସହଜ ଧାଡ଼ିର କେହି ବୁଝିଲେ ନି ମର୍ମ l ଅହିଂସା ନୀତିକୁ ଆପଣେଇ ଦେଶ ପରାଧୀନୁ ହେଲା ମୁକ୍ତ ସତ୍ୟ ନ୍ୟାୟ ଧର୍ମ ପଥ ଅନୁସରି ପାଲଟିଲୁ ଦେଶ ଭକ୍ତ l ଅହିଂସାର ନୀତି ହେଲାଣି ଅତୀତ ଏବେ ଘଟେ ଖାଲି ହିଂସା ଘଟେ ଅଘଟଣ…

ଅଧା ଲଙ୍ଗଳା ଫକୀର

କୁଲିର ଦେଶୁ ଆସିଛି ନାମ ତାର ଗାନ୍ଧୀ l ଆଣ୍ଠୁ ଲୁଚେ ନାହିଁ ଲୁଗା ପିନ୍ଧି ଅଛି ଖଦି ll ଘୋଡ଼ି ହୋଇଅଛି ମାତ୍ର ଖଣ୍ଡିଏ ଚଦର l ସାତସିଆଁ ଜୋତା ଅଧାଲଙ୍ଗଳା ଫକୀର ll ଗୋଲ ଟେବୁଲ ବୈଠକେ କରିବ ମନ୍ତ୍ରଣା l ବୁଦ୍ଧି କାହିଁ ଇଏ ହେବ ନିଶ୍ଚେ ବାଟ ବଣା ll ଚର୍ଚ୍ଚିଲ ସାହେବ ତୁମେ ନିଶ୍ଚେ…

ବ୍ରଜବାଳାଙ୍କ କାତ୍ୟାୟନୀ ପୂଜନ

ତ୍ରେତୟା ଯୁଗର କଥା l ପ୍ରଭୁ ଶ୍ରୀରାମ ପିତୃ ସତ୍ୟ ପାଳନ କରି ଚଉଦବର୍ଷ ବନବାସରେ ଦଣ୍ଡକବନ ଭିତରେ ଭ୍ରମଣକରୁଥାନ୍ତି l ବନ୍ୟପ୍ରଦେଶରେ ବହୁ ମୁନିଋଷି ନିବାସ କରି ତପସ୍ୟା ରତ ଥାନ୍ତି l ଋଷି ମାନେ କୋଟି କନ୍ଦର୍ପ ଶୋଭା ଜିଣା ଲାବଣ୍ୟ ମୁର୍ତ୍ତି ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଦର୍ଶନରେ…

ନମସ୍ତେ ମାତା କାତ୍ୟାୟନୀ

ନମସ୍ତେ ମା' କାତ୍ୟାୟନୀ ମାଆ ମହାଚଣ୍ଡୀ l ତୋତେ ସୁମରିଲେ ମାତ ଦୁଃଖ ଯାଏ ଖଣ୍ଡି ll ସୁଖଦେ,ମୋକ୍ଷଦେ ମାତେ ତୁହି ବରଦାୟୀ l ଜଗତ ଜନନୀ ତୁହି ଲୋ କଲ୍ୟାଣ ମୟୀ ll ଶ୍ରୀମାର୍କଣ୍ଡେୟ ପୁରାଣରେ ରହିଅଛି ଗାଥା l ସୁରଥେ ସୁଖ ଓ ସମାଧିଙ୍କୁ ମୋକ୍ଷ କଥା ll ଭକ୍ତିଧନ ପ୍ରାପ୍ତହୋଇ ତୋ…

ଐଶ୍ବର୍ଯ୍ୟାଙ୍କ ଅଭିନୀତ ଫିଲ୍ମ ପିଏସ୍-୧ର ଆୟ ବଡ଼ିଲା

ମୁମ୍ବାଇ: ରିଲିଜ୍ ପରେ କମାଲ କରୁଛି ଫିଲ୍ମ ‘ପୋନ୍ନିୟିନ୍ ସେଲଭମ-୧ (ପିଏସ-୧ )’। ରିଲିଜ୍ ପୂର୍ବରୁ ଫିଲ୍ମର ଆଡଭାନ୍ସ ବୁକିଂକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ‌ଏବେ ରିଲିଜର ପ୍ରଥମ ଦିନର ଆୟ ସାମ୍ନାକୁ ଆସିଛି। ଜାତୀୟ ଗଣମାଧ୍ୟମ ଆଜ୍ ତକ ମୁତାବକ, ଫିଲ୍ମ ପିଏସ-୧ ପ୍ରଥମ ଦିନରେ…

ରକ୍ତଦାନ ଶିବିର : ୩୦ ୟୁନିଟ ରକ୍ତ ସଂଗୃହିତ

ଆଠଗଡ :  ଆଠଗଡ ବ୍ଲକର କନ୍ଦରପୁର ପଞ୍ଚାୟତରେ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ସଂପାଦନ କରୁଥିବା ଜେଏମସି ପ୍ରୋଜେକ୍ଟସ୍‍ ଇଣ୍ଡିଆ ଲିମିଟେଡ, ଓସିଡିଆର ପ୍ରୋଜେକ୍ଟସ୍‍ ପକ୍ଷରୁ ଜୀବନବିନ୍ଦୁ ଏବଂ ଓଡିଶା ମୋ ପରିବାର ସହଯୋଗରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।…