ବି ଜେ ପି ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛି -କଂଗ୍ରେସ
ରାୟଗଡା(ଏ.ଭେଙ୍କଟ ରାଓ): ନୂତନ ଶିକ୍ଷା ନୀତି ଓ ବି ଜେ ପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ନୂତନ ଶିକ୍ଷା ନୀତି ଏବଂ ସରକାରଙ୍କ ଆଭିମୁଖ୍ୟକୁ ନେଇ ରାୟଗଡା ଜିଲ୍ଲା କଂଗ୍ରେସ ତରଫରୁ ଡବଲଇଂଜିନ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି I ଜିଲ୍ଲା କଂଗ୍ରେସ ତରଫରୁ ଆୟୋଜିତ ସାମ୍ବାଦିକ…