ଡିଭିଜନରେ ସାମିଲ ପରେ ପ୍ରଥମ ଥର ପାରଳାଖେମୁଣ୍ଡି ରେଳ ଷ୍ଟେସନ ପରିଦର୍ଶନ କଲେ ରାୟଗଡା ଡିଆରଏମ୍
ଗଜପତି, ୨୬। ୬(ମନୋଜ ପାଢ଼ୀ)ପାରଳାଖେମୁଣ୍ଡି ରେଳ ଷ୍ଟେସନ ରାୟଗଡା ରେଳ ଡିଭିଜନରେ ସାମିଲ ହେବା ପରେ ପ୍ରଥମ ଥର ପାଇଁ ରାୟଗଡା ଡିଭିଜନର ଡିଭିଜନାଲ ରେଳ ପ୍ରବନ୍ଧକ ଅମିତାଭ ସିଂଘାଲ (ଡିଆରଏମ୍) ପାରଳାଖେମୁଣ୍ଡି ରେଳ ଷ୍ଟେସନ ପରିଦର୍ଶନ କରିଛନ୍ତି। ଏହି ପରିଦର୍ଶନକୁ ନେଇ ରେଳ କର୍ମଚାରୀ ଓ…